ବାଂଲାଦେଶ ସଫଳତା ପଛରେ ଜାଫରଙ୍କ ହାତ
ନୂଆଦିଲ୍ଲୀ,୧୨।୨- ସଦ୍ୟ ସମାପ୍ତ ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ବାଂଲାଦେଶ ଫାଇନାଲରେ ଗତଥରର ଚାମ୍ପିୟନ ଭାରତକୁ ପରାସ୍ତ କରି ପ୍ରଥମଥର ପାଇଁ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। ତେବେ ବାଂଲାଦେଶ ଜୁନିୟର ଦଳର ଏହି ସଫଳତା ପଛରେ...
ଇଣ୍ଡିଆନ ଆରୋଜ-ନେରୋକା ମ୍ୟାଚ ଡ୍ର
ଇମ୍ଫାଲ, ୧୧ା୨ (ପି.ଟି.)- ନ୍ୟାଶନାଲ ଫୁଟ୍ବଲ ଫେଡେରେଶନ ଡେଭଲପମେଣ୍ଟ ଟିମ୍ ଇଣ୍ଡିଆନ ଆରୋଜ ଏବଂ ନେରୋକା ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ଏକ ଆଇ-ଲିଗ୍ ମ୍ୟାଚ୍ ଗୋଲଶୂନ୍ୟ ଡ୍ର’ ଭାବେ ଶେଷ ହୋଇଛି। ଖୁମାନ ଲାମ୍ପାକ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ...
ଏସିଆନ ଟିମ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍: କାଜାଖସ୍ତାନଙ୍କୁ ହରାଇଲା ଭାରତ
ମାନିଲା, ୧୧ା୨ (ପି.ଟି.)- କିଡାମ୍ବି ଶ୍ରୀକାନ୍ତଙ୍କ ନେତୃତ୍ୱରେ ଭାରତ ଏଠାରେ ଚାଲିଥିବା ଏସିଆନ ଟିମ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ରେ ଏହାର ଓପନିଂ ଗ୍ରୁପ୍ ମ୍ୟାଚରେ ୪-୧ରେ କାଜାଖସ୍ତାନକୁ ପରାସ୍ତ କରିଛି। ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଶ୍ରୀକାନ୍ତ, ଲକ୍ଷ୍ୟ ସେନ୍ ଏବଂ...
ଆଇସିସି ନିୟମ ଭାଙ୍ଗିଛନ୍ତି ୧୯ ବର୍ଷରୁ କମ୍ ବିଶ୍ୱକପ ଚାମ୍ପିୟନ ଦଳର ୩ ଖେଳାଳି
ଦୁବାଇ,୧୧।୨- ଦକ୍ଷିଣ ଆଫ୍ରିକାର ପୋଚେଫ୍ସଷ୍ଟ୍ରୁମଠାରେ ରବିବାର ଖେଳାଯାଇଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ୩ ବାଂଲାଦେଶୀ ଓ ଦୁଇ ଭାରତୀୟ ଖେଳାଳି ଆଇସିସି କୋଡ୍ ଅଫ୍ କଣ୍ଡକ୍ଟ ଭଙ୍ଗ କରିଛନ୍ତି। ଫାଇନାଲ ଜିତିବା ପରେ ଦୁଇ ଦଳର ଖେଳାଳି...
ଆଶ୍ଲେଙ୍କୁ ଟପିଲେ ଗୁପଟିଲ
ମାଉଣ୍ଟ ମାଙ୍ଗନୁଇ,୧୧।୨- ଭାରତୀୟ ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକଆ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଦଳର ଓପନର ମାର୍ଟିନ ଗୁପଟିଲ ୬୬ ରନ୍ କରିଥିଲେ। ଏଥି ସହିତ ସେ ଦେଶର ଦିନିକିଆ ଫର୍ମାଟରେ ସର୍ବାଧିକ ରନ୍ କରିଥିବା ଓପନର ହେବାର...
ଟି୨୦ ସିରିଜ୍ର ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ
ମାଉଣ୍ଟ ମାଙ୍ଗନୁଇ,୧୧।୨- ଟି୨୦ ସିରିଜ୍ ପରାଜୟର ମଧୁର ପ୍ରତିଶୋଧ ଦିନିକିଆ ଶୃଙ୍ଖଳାରେ ନେଇଛି ଘରୋଇ ନ୍ୟୁଜିଲାଣ୍ଡ ଦଳ। ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍କୁ ଟିମ୍ ଇଣ୍ଡିଆ ୫-୦ ବ୍ୟବଧାନରେ ଜିତିନେଇଥିଲା। ସେହିଭଳି ନ୍ୟୁଜିଲାଣ୍ଡ ୩ ଟିକିଆ ଦିନିକିଆ ମ୍ୟାଚ୍ରେ...
ମହିଳା ଟି୨୦ ବିଶ୍ୱକପ୍ରେ ଫ୍ରଣ୍ଟ ଫୁଟ ନୋ ବଲ ଦେଖିବ କମ୍ପ୍ୟୁଟର
ଦୁବାଇ,୧୧।୨- ପ୍ରଥମ ଥର ପାଇଁ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ଭଳି ବଡ଼ ଟୁର୍ନାମେଣ୍ଟରେ ଫ୍ରଣ୍ଟ ଫୁଟ ନୋ ବଲ ଟେକ୍ନୋଲୋଜି ବ୍ୟବହାର କରାଯିବ। ନିକଟ ଅତୀତରେ ଅନ୍ତର୍ଜାତୀୟ ସ୍ତରରେ ଏହାର ସଫଳ ବ୍ୟବହାର ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...
ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍ର ବିଜୟଲକ୍ଷ୍ୟ
ମାଉଣ୍ଟ ମଙ୍ଗୁନୁଇ,୧୧।୨- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦...
ରାହୁଲଙ୍କ ଶତକ
ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ସେ ୧୦୩ ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ଗୋଟିଏ ଛକା...
ପଞ୍ଚମ ସ୍ଥାନରେ ରାହୁଲ ସବୁଠୁ ସଫଳ
ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ବ୍ୟାଟିଂ କ୍ରମର ଯେକୌଣସି ସ୍ଥାନରେ ଭଲ ପ୍ରଦର୍ଶନ କରୁଛନ୍ତି। ଏପରି କି ଟିମ୍ ଇଣ୍ଡିଆରେ ତାଙ୍କୁ ବ୍ୟାକ ଅଫ୍ ଓପନର ଭାବେ ବ୍ୟବହାର କରାଯାଏ। କିନ୍ତୁ ସେ ବର୍ତ୍ତମାନ...
ଆବୁ ଜାୟେଦଙ୍କୁ ଭର୍ତ୍ସନା
ରାଓ୍ବଲପିଣ୍ଡି, ୧୧ା୨ (ପି.ଟି.)- ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀଙ୍କ ଉଇକେଟ ପତନ ପରେ ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀ ପାଇଁ ବାଂଲାଦେଶ ପେସ୍ ବୋଲର ଆବୁ ଜାୟେଦଙ୍କୁ ଭର୍ତ୍ସନା କରାଯାଇଛି। ଏହା ହେଉଛି ମ୍ୟାଚର ଦ୍ୱିତୀୟ...
ବିଶ୍ୱକପ୍ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର
ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପ୍ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ ୧୭୮ ରନର ଟାର୍ଗେଟ୍କୁ ପିଛା କରି ବାଂଲାଦେଶ ଏକଦା ୮୫ ରନରେ ୫...
Archives


