ଖେଳ

ପାକିସ୍ତାନ ଏହି ଆଇସିସି ନିୟମ ଦ୍ୱାରା ସହଜରେ ଖେଳିବ ସେମିଫାଇନାଲ, କ’ଣ ରହିଛି ଏଥିରେ…

ନୂଆଦିଲ୍ଲୀ,୮।୧୧ : ସେମିଫାଇନାଲ ଖେଳିବା ପାଇଁ ପାକିସ୍ତାନ ଏବେ ମଧ୍ୟ ବିଶ୍ୱକପ ୨୦୨୩ର ଦୌଡ଼ରେ ଅଛି। ଏକ ସମୟରେ ଲାଗୁଥିଲା ପାକିସ୍ତାନ ଏହି ବିଶ୍ୱକପରୁ ଦୂରେଇ ରହିବ, କିନ୍ତୁ ବାବର ଆଜମଙ୍କ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ଏବଂ ସେମିଫାଇନାଲରେ...

କର ବା ମର ମ୍ୟାଚ ପୂର୍ବରୁ ଡାକ୍ତରଖାନାରେ ପହଞ୍ଚିଲେ ୪ ଖେଳାଳି, ପାକିସ୍ତାନକୁ ବଡ ଝଟକା…

ମୁମ୍ବାଇ,୮।୧୧ : ସେମିଫାଇନାଲ ପାଇଁ ପାକିସ୍ତାନ ଏବେ ବି ଦୌଡ଼ରେ ଅଛି। ଯଦି ପାକିସ୍ତାନ ଇଂଲଣ୍ଡକୁ କର ବା ମର ମ୍ୟାଚରେ ପରାସ୍ତ କରିବାରେ ସଫଳ ହୁଏ, ତେବେ ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିବ। ତେବେ ଇଂଲଣ୍ଡ...

ପାକିସ୍ତାନ ହାରିଲେ ଆଫଗାନିସ୍ତାନ ଯିବ ସେମିଫାଇନାଲ…

ନୂଆଦିଲ୍ଲୀ,୮।୧୧ : ବିଶ୍ୱକପ କ୍ରିକେଟ ୨୦୨୩ରେ ମଙ୍ଗଳବାର ଆଫଗାନିସ୍ତାନର ହୃଦୟ ଭାଙ୍ଗି ଯାଇଛି। ହାତକୁ ଆସିଥିବା ବିଜୟ ଗ୍ଲେନ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ଦ୍ୱାରା ପରାଜୟରେ ପରିଣତ ହୋଇଛି। ଗ୍ଲେନ ମ୍ୟାକ୍ସୱେଲ ଆଫଗାନିସ୍ତାନର ଆଶାକୁ ଧୂଳିସାତ କରିଦେଇଛନ୍ତି। ଗ୍ଲେନ...

ପାକିସ୍ତାନ ପାଇଁ ସେମିଫାଇନାଲ ରାସ୍ତା ଫିଟାଇଦେଲା ଅଷ୍ଟ୍ରେଲିଆ, ଜାଣନ୍ତୁ କ’ଣ ରହିଛି ସମୀକରଣ…

ନୂଆଦିଲ୍ଲୀ,୮।୧୧: ଆଫଗାନିସ୍ତାନ ବିପକ୍ଷରେ ପ୍ରାୟ ହାରିଯାଇଥିବା ମ୍ୟାଚରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ନଂ-୬ରେ ଆସି ଏଭଳି ଏକ ଇନିଂସ ଖେଳିଛନ୍ତି ଯାହା କ୍ରିକେଟ ଇତିହାସରେ ଶତାବ୍ଦୀ ଧରି ସ୍ମରଣୀୟ ହୋଇରହିବ। ଆଫଗାନିସ୍ତାନ ଦେଇଥିବା ୨୯୨ ରନ୍‌ର ଟାର୍ଗେଟକୁ ପିଛା...

ଫାଇନାଲରେ ଖୋ ଖୋ ଦଳ

ଭୁବନେଶ୍ୱର,୮ା୧୧(ସରୋଜ ଜେନା): ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର କାନୋଇଂ ଓ କାୟାକିଂରେ ଓଡ଼ିଶା ଖେଳାଳି ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ସହିତ...

ଭାରତ ଶ୍ରେଷ୍ଠ ୬ଷ୍ଠ ସ୍ଥାନକୁ ଫେରିଲା

ନୂଆଦିଲ୍ଲୀ, ୮ା୧୧(ପି.ଟି.): ନିକଟରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ଓ ହାଙ୍ଗ୍‌ଝୋ ଏସିଆନ ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ ପରେ ଭାରତୀୟ ମହିଳା ହକି ଦଳ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ଏହାର ଶ୍ରେଷ୍ଠ ୬ଷ୍ଠ ସ୍ଥାନ ପୁନଃ ଦଖଲ କରିବାରେ ସମର୍ଥ...

ସଚିନ ତେନ୍ଦୁଲକରଙ୍କୁ ନିଜ ଶତକୀୟ ଇନିଂସର ଶ୍ରେୟ ଦେଲେ ଆଫଗାନିସ୍ତାନର ଏହି ବ୍ୟାଟ୍ସମ୍ୟାନ୍‌

ମୁମ୍ବାଇ,୧୧।୭: ଆଫଗାନିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍‌ ଇବ୍ରାହିମ୍‌ ଜାଦ୍‌ରାନ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି। ସେ ବିଶ୍ୱକପ୍‌ ଇତିହାସରେ ଶତକ ମାରିଥିବା ପ୍ରଥମ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ସେ ୧୪୩ ବଲରେ ଅପରାଜିତ ୧୨୯ ରନ୍‌ର ଇନିଂସ ଖେଳିଥିଲେ।...

ମ୍ୟାକ୍ସଓ୍ବେଲଙ୍କ ଡବଲ ସେଞ୍ଚୁରୀ, ସେମିଫାଇନାଲରେ ଅଷ୍ଟ୍ରେଲିଆ…

ମୁମ୍ବାଇ,୭।୧୧ : ପ୍ରତିକୂଳ ପରିସ୍ଥିତିରେ ଖେଳାଯାଇଥିବା ଅପରାଜିତ ୨୦୧ ରନର ଗ୍ଲେନ ମ୍ୟାକ୍ସୱେଲଙ୍କ ତୋଫାନୀ ଇନିଂସ ମାଧ୍ୟମରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ପରାସ୍ତ କରି ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ରେ ସେମିଫାଇନାଲ ପାଇଁ ଟିକେଟ ପାଇଛି। ୯ ଟି ମ୍ୟାଚରେ ଏହା...

ଏକା ଲଢ଼ିଲେ ମାକ୍ସଓ୍ବେଲ, ପାଦରେ ଆଘାତ ସତ୍ତ୍ୱେ ନିରବିଲାନି ବ୍ୟାଟ୍‌

ମୁମ୍ବାଇ,୧୧।୭: ଏକା ଲଢ଼ି ଦଳକୁ ଜିତାଇଲେ ଗ୍ଲେନ୍‌ ମାକ୍ସଓ୍ବେଲ। ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ସେ ୨୦୧ରନ୍‌ର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜେତା କରାଇବାରେ ବଡ଼ ଯୋଗଦାନ ଦେଇଥିଲେ। ଶତକ ମାରିବା ପରେ ତାଙ୍କ ପାଦରେ...

ବିରାଟଙ୍କ ସଫଳତା ପଛରେ ଅଛନ୍ତି କିଏ ? କହିଲେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର…

ଇସଲାମାବାଦ,୭।୧୧ : ବିଶ୍ୱକପ ୨୦୨୩ ରେ ବିରାଟ କୋହଲିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ରବିବାର ଦିନ ବିଶ୍ୱକପ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ତାରକା ବ୍ୟାଟ୍ସମ୍ୟାନ ନିଜର ଏକଦିବସୀୟ କ୍ୟାରିୟରର ୪୯ ତମ ଶତକ ହାସଲ କରି ସଚିନ...

ମାଥ୍ୟୁସଙ୍କ ସମର୍ଥନରେ ବାହାରିଲେ ଏହି ଭାରତୀୟ କ୍ରିକେଟର, ଶାକିବଙ୍କ ଅପିଲକୁ କହିଲେ ଲଜ୍ଜାଜନକ

ନୂଆଦିଲ୍ଲୀ,୭।୧୧: ବିଶ୍ୱକପ୍‌ ୨୦୨୩ର ଟାଇମ୍‌ ଆଉଟ୍‌ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ କୈଫ। ଏହି ମାମଲାରେ ସେ ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସଙ୍କୁ ସମର୍ଥନ ଜଣାଇଛନ୍ତି। ଏପରିକି ଶାକିବ ଅଲ ହସନଙ୍କ ଏଭଳି କାର୍ଯ୍ୟକୁ...

ଶତକ ମାରିଥିବା ଖେଳାଳିଙ୍କୁ ଷ୍ଟ୍ରାଇକ୍‌ ଦେଲେନି

ମୁମ୍ବାଇ,୧୧।୭: ଶତକ ମାରିଥିବା ସତ୍ତ୍ୱେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଷ୍ଟ୍ରାଇକ୍‌ ଦେଲେ ନାହିଁ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ୍‌। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର ଓ୍ବାନ୍‌ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ। ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଆସୁଥିବା ଆଫଗାନିସ୍ତାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri