କୋଭିଡ୍-୧୯: ଫୁଟବଲ୍ ସେସନ ସସ୍ପେଣ୍ଡ କଲା ତାଜିକ୍ସ୍ତାନ
ଡୁସାନ୍ବେ,୨୬।୪ (ପି.ଟି.): କେନ୍ଦ୍ରଏସୀୟ ଦେଶ ତାଜିକସ୍ତାନ ଶେଷରେ କୋଭିଡ୍-୧୯ ମହାମାରୀ କାରଣରୁ ତା’ର ଫୁଟବଲ ସେସନକୁ ସସ୍ପେଣ୍ଡ କରିଛି। ବିଶ୍ୱର କେତୋଟି ହାତଗଣତି ଦେଶ ମଧ୍ୟ ତାଜିକ୍ସ୍ତାନ ସାମିଲ ଥିଲା ଓ ଏହି ମହାମାରୀ ସତ୍ତ୍ୱେ ଫୁଟବଲ ସେସନ୍ ଜାରି...
ପୂଜାରାଙ୍କୁ ବୋଲିଂ କରିବା କଷ୍ଟକର: କୁମିନ୍ସ
ମେଲବୋର୍ନ,୨୬।୪(ପି.ଟି.): ଭାରତୀୟ ଟେଷ୍ଟ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କୁ ବୋଲିଂ କରିବା କଷ୍ଟକର ବୋଲି ବିଶ୍ୱର ୧ ନମ୍ବର ଦ୍ରୁତ ବୋଲର ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସ କହିଛନ୍ତି। ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ପୂଜାରା ପ୍ରତିପକ୍ଷ ଦଳ ପାଇଁ ମୁଣ୍ଡ ବ୍ୟଥାର...
ଶାର୍ଟ, ବ୍ୟାଟ୍, ଉଇକେଟ ନିଲାମ କରିବେ ଆଣ୍ଡରସନ
ଲଣ୍ଡନ, ୨୬ା୪ (ପି.ଟି.): କୋଭିଡ୍-୧୯ ବିରୋଧରେ ଚାଲିଥିବା ଲଢେଇ ପାଇଁ ଦାନ କରିବା ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ କରିବେ ଇଂଲଣ୍ଡର ଷ୍ଟାର ପେସ୍ ବୋଲର ଜେମ୍ସ ଆଣ୍ଡରସନ। କେପ୍ଟାଉନ୍ଠାରେ ସେ ଖେଳିଥିବା ଏକ ଟେଷ୍ଟ ମ୍ୟାଚରେ ବ୍ୟବହାର କରିଥିବା ଶାର୍ଟ,...
ଧାବିକା ଝୁମା ଖାତୁନ ୪ବର୍ଷ ବାସନ୍ଦ
ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଡୋପ୍ ଟେଷ୍ଟରେ ଧରାପଡ଼ିଥିବାରୁ ଓ୍ବାଲର୍ଡ ଆଥଲେଟିକ୍ସ ଗଭର୍ନିଂବଡିର ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ)ଭାରତର ମିଡଲ ଡିଷ୍ଟାନ୍ସ ଧାବିିକା ଝୁମା ଖାତୁନ୍ଙ୍କୁ ୪ବର୍ଷ ବାସନ୍ଦ କରିଛନ୍ତି। ୨୦୧୮ ଜୁନ୍ରେ ଗୁଆହାଟୀଠାରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଚାମ୍ପିୟନଶିପ୍ରେ ୩୧ ବର୍ଷୀୟା...
ସ୍ପାଇସ୍ ଜେଟ୍ ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଡିଙ୍ଗ୍କୋ
ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଚିକିତ୍ସା ପାଇଁ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ବକ୍ସର ଡିଙ୍ଗ୍କୋ ସିଂଙ୍କୁ ବିମାନ ଯୋଗେ ଇମ୍ଫାଲରୁ ଦିଲ୍ଲୀ ଅଣାଯାଇଛି। ସେ ଲିଭର କ୍ୟାନ୍ସରରେ ପୀଡ଼ିତ ଅଛନ୍ତି। ୪୧ ବର୍ଷୀୟ ଡିଙ୍ଗ୍କୋଙ୍କୁ ଦିଲ୍ଲୀ ନେବା ପାଇଁ ବକ୍ସି ଫେଡେରେଶନ...
କୋହଲି-ଡି’ଭିଲର୍ସଙ୍କ ଟିମ୍ରେ ଧୋନୀ ଅଧିନାୟକ
ନୂଆଦିଲ୍ଲୀ, ୨୬।୪- ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଦୁଇ ବନ୍ଧୁଭାବେ ବେଶ୍ ପରିଚିତ। ଦୁହେଁ ଇଣ୍ଡିଆନ ପ୍ରିମିିୟର ଲିଗ୍(ଆଇପିଏଲ୍)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଦୀର୍ଘଦିନଧରି ଖେଳି ଆସିଛନ୍ତି।...
ଟ୍ରେନିଂ ସେଣ୍ଟରର ଅଭାବ ଅନୁଭବ କରୁଛନ୍ତି ଦିଲୀପ
ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ସଫଳ କରାଟେକାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦିଲୀପ କୁମାର ଜେନା। ରାଜ୍ୟସ୍ତରରେ ପର୍ଯ୍ୟାପ୍ତ ସଫଳତା ସହିତ ଜାତୀୟ କରାଟେରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ନିଜ କ୍ୟାରିୟରକୁ ରୁଦ୍ଧିମନ୍ତ କରିଥିବା...
ପାକ୍ ପୂର୍ବତନ ଅଧିନାୟିକା ସାନା ମୀରଙ୍କ ଅବସର
କରାଚି,୨୫।୪(ପି.ଟି.): ପାକିସ୍ତାନ ପୂର୍ବତନ ମହିଳା ଦଳ ଅଧିନାୟିକା ସାନା ମୀର ଅବସର ନେଇଛନ୍ତି। ଶନିବାର ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ବୋଲି ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ୧୫ ବର୍ଷର ସଫଳ କ୍ୟାରିୟରର ଅନ୍ତ ଘଟିଛି। କ୍ୟାରିୟରରେ ୩୪...
କୋଭିଡ୍-୧୯ ନିର୍ମୂଳ ହେବା ପରେ କ୍ରିକେଟ ଖେଳାଯିବା ଉଚିତ: ଯୁବରାଜ
ନୂଆଦିଲ୍ଲୀ,୨୫।୪(ପି.ଟି.): ସମ୍ପୂର୍ଣ୍ଣ ରୂପେ ବିଶ୍ୱ କରୋନା ଭାଇରସ୍ ମୁକ୍ତ ହେବା ପରେ କ୍ରିକେଟ ଆରମ୍ଭ କରାଯିବା ଉଚିତ୍ ବୋଲି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କହିଛନ୍ତି। କ୍ରିକେଟ ପାଇଁ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ପ୍ରାଥମିକତା ଦିଆଯିବା ନିହାତି ଜରୁରୀ...
ସଚିନଙ୍କ ୧୦୦ ଶତକ ରେକର୍ଡକୁ ଭାଙ୍ଗିପାରିବେ କୋହଲି: ବ୍ରେଟ୍ ଲି
ମୁମ୍ବାଇ, ୨୫।୪ (ପି.ଟି.): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକ ହାସଲ ରେକର୍ଡକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଭାଙ୍ଗିପାରିବେ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ୍ ଲି କହିଛନ୍ତି। ତେବେ ଏଥପାଇଁ କୋହଲି ଆଉ...
ମେମ୍ବର ଆସୋସିଏଶନଙ୍କୁ ଫିଫା ଆଗୁଆ ଅର୍ଥ ପ୍ରଦାନ କରିବ
ଲାଉସେନ,୨୫।୪(ଏପି): କରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କରୋନା ଭାଇରସ ପାଇଁ ଦେଖାଦେଇଥିବା ସ୍ଥିତିର ମୁକାବିଲ ପାଇଁ ଖର୍ଚ୍ଚ ଚଳାଇବାକୁ ଫିଫା ସବୁ ମେମ୍ବର ଆସୋସିଏଶନଗୁଡିକୁ...
ଭାରତୀୟ ଦଳର ଗସ୍ତ ପାଇଁ ଯାତ୍ରା କଟକଣା କୋହଳ କରିବ ଅଷ୍ଟ୍ରେଲିଆ
ମେଲବୋର୍ନ,୨୫।୪(ପି.ଟି.): କରୋନା ଭାଇରସ ମହାମାରୀ କାରଣରୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସିଏ ପାଖାପାଖି ୩୦୦ ମିଲିୟନ ଅଷ୍ଟ୍ରେଲୀୟ ଡଲାର କ୍ଷତି ସହିବ। ତେବେ ଏହି ଆର୍ଥିକ ସଙ୍କଟରୁ ରକ୍ଷା ପାଇବା ପାଇଁ ଅଷ୍ଟ୍ରେଲିଆ...
Archives


