ଖେଳ

ଜୁନ୍‌ରେ ଟେନିସ୍‌କୁ ଫେରିବେ ମୁରେ

  ଲଣ୍ଡନ, ୩୦ା୫ (ଏଏଫ୍‌ପି)-ଇଞ୍ଜୁରି ସମସ୍ୟାରୁ ମୁକ୍ତି ପାଇଛନ୍ତି ବ୍ରିଟିଶ ଟେନିସ୍‌ ଖେଳାଳି ଆଣ୍ଡି ମୁରେ। ୟୁନାଇଟେଡ୍‌ କିଙ୍ଗଡମ୍‌ ନ୍ୟାଶନାଲ ହେଲ୍‌ଥ ସର୍ଭିସ ଚ୍ୟାରିଟି ପାଇଁ ତାଙ୍କ ଭାଇ ଜେମି ଜୁନ୍‌ ୨୩ରେ ଏକ ଟୁର୍ନାମେଣ୍ଟ ଆୟୋଜନ କରିଛନ୍ତି। ରୁଦ୍ଧଦ୍ୱାରରେ...

ଧାବିକା କିରଣଜିତ୍‌ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩୦ା୫ (ପି.ଟି.):ଗତବର୍ଷ ଟାଟା ଷ୍ଟିଲ୍‌ କୋଲକାତା ୨୫କେ ରେସ୍‌ରେ ଭାରତୀୟଙ୍କ ମଧ୍ୟରେ ପ୍ରଥମ ହୋଇଥିବା ଲଙ୍ଗ୍‌ ଡିଷ୍ଟାନ୍ସ ଧାବିକା କିରଣଜିତ୍‌ କୌରଙ୍କୁ ଓ୍ବାଲର୍‌ଡ ଆଥଲେଟିକ୍ସ ୪ବର୍ଷ ବାସନ୍ଦ କରିଛି। ଦୋହାଠାରେ ହୋଇଥିବା ଡୋପ୍‌ ଟେଷ୍ଟରେ ସେ ଧରାପଡ଼ିଥିଲେ। ନ୍ୟାଶନାଲ...

୫୫ ଖେଳାଳିଙ୍କୁ ଟ୍ରେନିଂ ପାଇଁ ନିର୍ଦ୍ଦେଶ ଦେଲା ଇସିବି

ଲଣ୍ଡନ, ୩୦।୫ (ପି.ଟି.):କୋଭିଡ୍‌-୧୯ ସଂକ୍ରମଣ ପାଇଁ ରୁଦ୍ଧଦ୍ୱାରରେ କ୍ରିକେଟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି)। ଏଥିପାଇଁ ବୋର୍ଡ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଅନ ମୋର୍ଗାନ, ଦୁଇ ମୁଖ୍ୟ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ...

ଅଶୋକ ସାହୁ ଜିଏଫ୍‌ଆଇ ଚୟନ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର, ୩୦।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଜିମ୍ନାଷ୍ଟିକ୍‌ ଆସୋସିଏଶନ(ଓଜିଏ) ସମ୍ପାଦକ ଅଶୋକ ସାହୁ ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ( ଜିଏଫଆଇ) ଚୟନ କମିଟି ଅଧ୍ୟକ୍ଷଭାବେ ନିଯୁକ୍ତ ହୋଇଛନ୍ତି। ସେ ୪ ବର୍ଷ ପାଇଁ ଏହି ପଦବୀରେ ରହିବେ। ଅନ୍ୟ ୬ ସଦସ୍ୟଙ୍କ...

ଅଲିମ୍ପିକ୍‌ ଚାମ୍ପିୟନ ରୁଡିଶା ୧୬ ସପ୍ତାହ ବାଦ୍‌ ପଡ଼ିିଲେ

ଲଣ୍ଡନ,୨୯।୫(ଏଏଫ୍‌ପି): ଦୁଇଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିବା କେନିଆ ତାରକା ଧାବକ ଡେଭିଡ୍‌ ରୁଡିଶା ଇଞ୍ଜୁରିର ସମ୍ମୁଖୀନ ହୋଇ କ୍ରୀଡ଼ାରୁ ୧୬ ସପ୍ତାହ ବାଦ୍‌ ପଡିଛନ୍ତି। ବାମ ଗୋଡ଼ର ଗୋଇଠିରେ ସେ ଆଘାତ ପାଇଛନ୍ତି। ୮୦୦ ମିଟର ଦୌଡ଼ରେ...

ଆଡିଲେଡ୍‌ ଓଭାଲରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୯।୫: ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆଡିଲେଡ୍‌ ଓଭାଲ ଗ୍ରାଉଣ୍ଡରେ ଦିବାରାତ୍ର ତଥା ପିଙ୍କ୍‌ବଲ୍‌ ଟେଷ୍ଟ ଖେଳିବା ନିଶ୍ଚିତ ହୋଇଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ୨୦୨୦-୨୧ ବର୍ଷର ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଘୋଷଣା...

ଜୁନ୍‌ ୧୭ରୁ ପୁଣି ଆରମ୍ଭ ହେବ ପ୍ରିମିୟର ଲିଗ୍‌

ଲଣ୍ଡନ, ୨୯।୫(ଏଏଫ୍‌ପି): ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ପ୍ରତିଯୋଗିତା ପ୍ରିମିୟର ଲିଗ୍‌ ଜୁନ୍‌ ୧୭ ତାରିଖରୁ ପୁଣି ଆରମ୍ଭ ହେବ। ଇଂଲିଶ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଭାବେ ଜଣାଶୁଣା ଥିବା ଏହି ଫୁଟବଲ ପ୍ରତିଯୋଗିତା କରୋନା ଭାଇରସ୍‌ ମହାମାରୀ କାରଣରୁ...

ଚାପର ମୁକାବିଲା କରିବାରେ ରୋହିତ ସିଦ୍ଧହସ୍ତ: ଲକ୍ଷ୍ମଣ

ନୂଆଦିଲ୍ଲୀ,୨୯।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭାରତୀୟ ଓପନର ରୋହିତ ଶର୍ମା ନିଜକୁ ଜଣେ ସଫଳ ଅଧିନାୟକ ଭାବେ ଗଢି ତୋଳିଛନ୍ତି। ଚାପକୁ ମୁକାବିଲା କରିବାରରେ ରୋହିତ ବେଶ୍‌ ସଫଳ। ଏଥିପାଇଁ ସେ ଆଇପିଏଲ୍‌ର ସଫଳତମ ଅଧିନାୟକ ହୋଇପାରିଛନ୍ତି ବୋଲି...

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ଜାନୁୟାରୀକୁ ଘୁଞ୍ଚିଲା

ନୂଆଦିଲ୍ଲୀ,୨୯।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର କାର୍ଯ୍ୟସୂଚୀ ମଧ୍ୟ ପ୍ରଭାବିତ ହୋଇଛି। ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଆଗାମୀ ସେପ୍ଟେମ୍ବରରେ ଏହି ମେଗା ଇଭେଣ୍ଟ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଶୁକ୍ରବାର ଏହାର କାର୍ଯ୍ୟକ୍ରମ ପୁନଃ ନିର୍ଦ୍ଧାରିତ...

ଧୋନୀଙ୍କ ଅବସରକୁ ନେଇ ଏମିତି କହିଲେ ସାକ୍ଷୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟୁଇଟରେ ଧୋନି ରିଟାୟାର୍ସ ହ୍ୟାସଟ୍ୟାଗ ଟ୍ରେଣ୍ଡିଂ ହେବା ପରେ ଧୋନୀଙ୍କ ସ୍ତ୍ରୀ ମୁହଁ ଖୋଲିଛନ୍ତି। ‘ଏହା କେବଳ ଗୁଜବ, ମୁଁ...

ଇଂଲଣ୍ଡ ଟୁର୍‌ରେ ଯିବା ଲାଗି ରୋଚ୍‌ ଆଗ୍ରହୀ

ଲଣ୍ଡନ, ୨୯ା୫ (ଏଏଫ୍‌ପି)-କରୋନାଭାଇରସ୍‌ ଆଶଙ୍କା ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ଦଳ ସହ ଇଂଲଣ୍ଡ ଟୁର୍‌ରେ ଯିବା ଲାଗି ମୋର ଆଗ୍ରହ ରହିଛି ବୋଲି କହିଛନ୍ତି ଫାଷ୍ଟ ବୋଲର କେମର ରୋଚ୍‌। କ୍ୟାରିବିୟାନ ଦଳ ଇଂଲଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ...

ନରିନ୍ଦର ବାତ୍ରା କ୍ୱାରାଣ୍ଟାଇନ୍‌ରେ

ନୂଆଦିଲ୍ଲୀ, ୨୯ା୫ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରାଙ୍କ ପିତା କରୋନାଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ଦୁଇ ଆଟେଣ୍ଡାଣ୍ଟ ଏବଂ ବାସଭବନରେ ପ୍ରହରା ଦେଉଥିବା ଦୁଇ ସୁରକ୍ଷା କର୍ମୀ ମଧ୍ୟ କରୋନା ପଜିଟିଭ୍‌ ବୋଲି କୋଭଡି-୧୯ ଟେଷ୍ଟରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri