୩୪ ବର୍ଷ ପରେ କ୍ରିକେଟ୍ରେ ବଡ଼ କାରନାମା କଲେ ମହମ୍ମଦ ସିରାଜ୍
ଓଭାଲ,୨।୮: ଓଭାଲ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ବଡ଼ କୃତିତ୍ୱ ହାସଲ କରିଛନ୍ତି। ସେ ମହାନ ବୋଲର କପିଲ ଦେବଙ୍କ ରେକର୍ଡ ଭାଗିଛନ୍ତି। ସିରାଜ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି।…
ପ୍ରଥମ ଟି୨୦ ଜିତିଲା ପାକିସ୍ତାନ
ଫ୍ଲୋରିଡା,୧ା୮: ସ୍ୟାମ ଆୟୁବଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ମହମ୍ମଦ ନଓ୍ବାଜଙ୍କ ୩ ଉଇକେଟ ସଫଳତା ବଳରେ ପାକିସ୍ତାନ ୧୪ ରନରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍କୁ ଜିତି ନେଇଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୧୭୯ ରନର ଟାର୍ଗେଟର ପିଛା କରି…
ଏଥର କଳାପଟି ନୁହେଁ, ହ୍ବାଇଟ ହେୟାର ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ବାହାରିଲା ଇଂଲଣ୍ଡ ଟିମ୍, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ,୧।୮: ଶୁକ୍ରବାର ଓଭାଲରେ ଖେଳାଯାଉଥିବା ୫ମ ଟେଷ୍ଟର ଦ୍ୱିତୀୟ ଦିନ। ମ୍ୟାଚ ଆରମ୍ଭ ହେବା ମାତ୍ରେ ଭାରତ ପକ୍ଷରୁ କରୁଣ ନାୟାର ଏବଂ ୱାଶିଂଟନ ସୁନ୍ଦର ପଡ଼ିଆକୁ ଆସିଥିଲେ। ଇଂଲଣ୍ଡ ଟିମ୍ ମଧ୍ୟ ପଡ଼ିଆକୁ ଫିଲ୍ଡିଂ କରିବାକୁ ଆସିଥିଲେ। ଏହି ସମୟରେ,…
ଲିଓନେଲ ମେସି ଖେଳିବେ କ୍ରିକେଟ! ଡିସେମ୍ବରରେ ଧୋନି-କୋହଲିଙ୍କ ବିପକ୍ଷେ ମୁମ୍ବାଇରେ ମ୍ୟାଚ
ମୁମ୍ବାଇ,୧।୮: ଆର୍ଜେଣ୍ଟିନାର ଫୁଟବଲ ତାରକା ଲିଓନେଲ ମେସି ଡିସେମ୍ବର ୧୪ରେ ମୁମ୍ବାଇର ଓ୍ୱାଙ୍ଖେଡେ ଷ୍ଟାଡିୟମରେ ଏକ ସାତ-ଜଣିଆ କ୍ରିକେଟ ମ୍ୟାଚରେ ଏମଏସ ଧୋନି ଓ ବିରାଟ କୋହଲିଙ୍କ ବିପକ୍ଷେ ଖେଳିବେ ବୋଲି ସୂଚନା ମିଳିଛି। ଏହି ମ୍ୟାଚରେ ସଚିନ ତେନ୍ଦୁଲକର ଓ…
୧୩ ବର୍ଷ ପରେ ଭାରତୀୟ ଫୁଟବଲ ଦଳରେ ଭାରତୀୟ କୋଚ: ଖାଲିଦ ଜାମିଲ ନିଯୁକ୍ତ
ନୂଆଦିଲ୍ଲୀ,୧।୮: ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ (AIFF) ଶୁକ୍ରବାର ଖାଲିଦ ଜାମିଲଙ୍କୁ ଭାରତୀୟ ପୁରୁଷ ଫୁଟବଲ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି। ୨୦୧୧-୧୨ରେ ସାଭିଓ ମେଡେଇରାଙ୍କ ପରେ ଜାମିଲ ହେଉଛନ୍ତି ପ୍ରଥମ ଭାରତୀୟ କୋଚ। ଜାମିଲ ମାନୋଲୋ ମାର୍କେଜଙ୍କ…
Rohit Sharma Net Worth: ରୋହିତ ଶର୍ମାଙ୍କ ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍
ମୁମ୍ବାଇ,୧।୮: କ୍ରିକେଟର ରୋହିତ ଶର୍ମା କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୫ରେ ‘ହିଟମ୍ୟାନ’ଙ୍କ ମୋଟ ସମ୍ପତ୍ତି ୨୧୮ କୋଟିରୁ ୨୮୦ କୋଟି ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି। ରୋହିତ ଏବେ ଟେଷ୍ଟ ଏବଂ ଟି୨୦…
ଯୁଜବେନ୍ଦ୍ର ଚହଲ କ’ଣ RJ ମହବଶଙ୍କୁ ଡେଟ୍ କରୁଛନ୍ତି? ଖୋଲିଲେ ମୁହଁ
ମୁମ୍ବାଇ: ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ବିଚ୍ଛେଦ ସମୟରେ ଚହଲଙ୍କୁ RJ ମହବଶଙ୍କ ସହ ଦେଖାଯିବା ପରେ ‘ପ୍ରତାରଣା’ ଓ ‘ଲିଙ୍କ-ଅପ୍’ ନେଇ ଗୁଜବ ଜୋର ଧରିଥିଲା। ଅବଶେଷରେ ଚହଲ…
‘କେବେ ପ୍ରତାରଣା କରିନାହିଁ’: ଛାଡ଼ପତ୍ର, ଆତ୍ମହତ୍ୟା ଚିନ୍ତା ଉପରେ ମୁହଁ ଖୋଲିଲେ ଯୁଜବେନ୍ଦ୍ର ଚହଲ
ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ଏବଂ ନିଜର ମାନସିକ ସ୍ୱାସ୍ଥ୍ୟ ସଂଘର୍ଷ ନେଇ ପ୍ରଥମ ଥର ପାଇଁ ମୌନ ଭାଙ୍ଗିଛନ୍ତି। ରାଜ ଶମାନୀଙ୍କ ପଡ଼କାଷ୍ଟରେ ଚହଲ ଖୋଲାଖୋଲି…
ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟ ପରେ ରୁଷ ପୂର୍ବତନ ରାଷ୍ଟ୍ରପତିଙ୍କ ଚେତାବନୀ
ନୂଆଦିଲ୍ଲୀ,୩୧ା୭: ରୁଷର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ତଥା ୨୦୦୮ରୁ ୨୦୧୨ ମଧ୍ୟରେ ରାଷ୍ଟ୍ରପତି ଓ ୨୦୧୨ରୁ ୨୦୨୦ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବା ଦିମିତ୍ରୀ ମେଡଭେଡେଭ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଯେଉଁମାନଙ୍କୁ ସେ ‘ମୃତ’ ବୋଲି…
‘୩ ବର୍ଷ ବିତିଲାଣି, ଏବେ ବି ଅପେକ୍ଷା…’, ଅଭିମନ୍ୟୁ ଈଶ୍ୱରନଙ୍କୁ ଭାରତୀୟ ଦଳରେ ସ୍ଥାନ ନ ମିଳିବା ପରେ କ୍ଷୋବ ପ୍ରକାଶ କଲେ ତାଙ୍କ ବାପା
ନୂଆଦିଲ୍ଲୀ,୩୧ା୭: ଭାରତୀୟ କ୍ରିକେଟ ଦଳରେ ଅଭିମନ୍ୟୁ ଈଶ୍ୱରନଙ୍କୁ ଇଂଲଣ୍ଡ ବିପକ୍ଷେ ଚାଲିଥିବା ପଞ୍ଚମ ଟେଷ୍ଟର ପ୍ଲେଇଂ ଏକାଦଶରେ ସ୍ଥାନ ନମିଳିବାକୁ ନେଇ ତାଙ୍କ ପିତା ରଙ୍ଗନାଥନ ଈଶ୍ୱରନ ଦଳ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ୨୦୨୨ ଡିସେମ୍ବରରେ ବାଂଲାଦେଶ ଗସ୍ତ…
ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଅଧିନାୟକ ଗିଲ୍
ଲଣ୍ଡନ,୩୧ା୭: ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲ୍ ଗୁରୁବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଭାରତୀୟ ଅଧିନାୟକ ଭାବେ ଏକ ଟେଷ୍ଟ ସିରିଜ୍ରେ ସର୍ବାଧିକ ରନ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଦି ଓଭାଲଠାରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ…
ଲଗାତର ୫ ଥର ଟସ୍ ହାରିଲେ ଅଧିନାୟକ ଗିଲ୍, ଜାଣନ୍ତୁ ଏଭଳି ଟସ୍ ହାରିବାରେ କାହାର ରହିଛି ନାଁ…
ଲଣ୍ଡନ,୩୧ା୭: ଭାରତୀୟ ଦଳର ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ଗୁରୁବାର ଦି ଓଭାଲଠାରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟରେ ଟସ୍ ହାରିଛନ୍ତି। ଚଳିତ ଟେଷ୍ଟ ସିରିଜ୍ରେ ସେ ପଞ୍ଚମ ଥର ପାଇଁ ଟସ୍ ହାରିଛନ୍ତି। ଏଥିସହିତ ସେ ଭାରତୀୟ କ୍ରିକେଟ୍ ଇତିହାସରେ…
Archives


