ଆଜି ଭାରତ-ଓମାନ ମୁକାବିଲା: ଏହି ସବୁ ଖେଳାଳିଙ୍କୁ ଦିଆଯାଇପାରେ ବିଶ୍ରାମ
ଆବୁଧାବି,୧୯ା୯: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶୁକ୍ରବାର ଚଳିତ ଏସିଆ କପ୍ରେ ତା’ର ଅନ୍ତିମ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଓମାନକୁ ଭେଟିବ। ଭାରତ ପୂର୍ବରୁ ସୁପର-୪’ ପର୍ଯ୍ୟାୟରେ ସ୍ଥାନ ପକ୍କା କରିସାରିଥିବାରୁ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି…
ରବିନ ଉଥାପାଙ୍କ ଖୁଲାସା: ଏହି ଷ୍ଟାରଙ୍କ ସହିତ ସମ୍ପର୍କ ବଗାଡ଼ି ଦେଇଥିଲେ ସାଙ୍ଗମାନେ
ବେଙ୍ଗାଲୁରୁ,୧୯।୯: ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପା କର୍ଣ୍ଣାଟକ ଦଳର ଜଣେ ସାଙ୍ଗ ତାଙ୍କ ଓ କରୁଣ ନାୟାରଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିବା ଖୁଲାସା କରିଛନ୍ତି। ‘ଫାର୍ଷ୍ଟ ଅମ୍ପାୟାର’ ପଡ଼କାଷ୍ଟରେ ଉଥାପା କହିଛନ୍ତି, ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ନ…
ଏସିଆ କପ୍ ମ୍ୟାଚ ବେଳେ କ୍ରିକେଟରଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମ୍ୟାଚ ମଝିରେ ଆସିଲା ଦୁଃଖଦ ଖବର
ଦୁବାଇ,୧୯।୯: ଏସିଆ କପ୍ ୨୦୨୫ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ମଝିରେ ଶ୍ରୀଲଙ୍କାର ତାରକା କ୍ରିକେଟର ଡୁନିଥ ଓ୍ବେଲାଲାଗେଙ୍କ ପିତା ସୁରଙ୍ଗା ଓ୍ବେଲାଲାଗେଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇଥିଲେ ମଧ୍ୟ, ଖେଳ…
ସୁପର-୪’ରେ ସ୍ଥାନ ପକ୍କା କଲେ ଶ୍ରୀଲଙ୍କା, ବାଂଲାଦେଶ
ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍-ବି’ର ଅନ୍ତିମ ମ୍ୟାଚ୍ରେ ଶ୍ରୀଲଙ୍କା ୬ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହା ଶ୍ରୀଲଙ୍କାର କ୍ରମାଗତ ତୃତୀୟ…
ଏସିଆ କପରେ ନିୟମ ଉଲ୍ଲଂଘନ ପାଇଁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ICC: ରିପୋର୍ଟ
ଦୁବାଇ,୧୮ା୯: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିରୋଧରେ ଏସିଆ କପରେ ଏକାଧିକ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ବିଚାର କରୁଛି। ବୁଧବାର ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ ପୂର୍ବରୁ ପିସିବି ମ୍ୟାଚ ରେଫରୀ ଆଣ୍ଡି…
ପୁଣିଥରେ ଟିମ୍ ଇଣ୍ଡିଆ ପାଇଁ ଖେଳିବେ ଆର ଅଶ୍ୱିନ
ନୂଆଦିଲ୍ଲୀ,୧୮।୯: ଅନ୍ତର୍ଜାତୀୟ କ୍ରିକେଟ ଏବଂ IPLରୁ ଅବସର ନେଇଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଟିମ ଇଣ୍ଡିଆ ପାଇଁ ଖେଳିବାର ଦେଖାଯିବେ। ଏଥର ଅଶ୍ୱିନ ୨୦୨୫ରେ ହେବାକୁ ଥିବା ହଂକଂ ସିକ୍ସେସ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ପାଇଁ ଖେଳିବେ।…
ନୀରଜ ଚୋପ୍ରାଙ୍କ ବଡ଼ ଖୁଲାସା: କହିଲେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପଦକ ନ ଜିତିବାର କାରଣ
ଟୋକିଓ,୧୮।୯: ଭାରତୀୟ ଜାଭେଲିନ ତାରକା ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ନିରାଶାଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି। ତାଙ୍କ ଶ୍ରେଷ୍ଠ ଥ୍ରୋ ୮୪.୦୩ ମିଟର ଥିବା ବେଳେ, ପ୍ରଥମ ଥର ଫାଇନାଲରେ…
ଭାରତର ନୂଆ ଜାଭେଲିନ୍ ଷ୍ଟାର ସଚିନ ଯାଦବ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଚମକିଲେ
ଟୋକିଓ,୧୮।୯: ଭାରତର ଜାଭେଲିନ୍ ତାରକା ସଚିନ ଯାଦବ ଗୁରୁବାର ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ ଫାଇନାଲରେ ଜାପାନର ଟୋକିଓ ନ୍ୟାସନାଲ ଷ୍ଟାଡିୟମରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନୀରଜ ଚୋପ୍ରା ଓ ପାକିସ୍ତାନର ଅର୍ଶଦ ନାଦୀମଙ୍କ ମଧ୍ୟରେ ଭାରତ-ପାକିସ୍ତାନ ଦ୍ୱନ୍ଦ୍ୱକୁ ନେଇ ଚର୍ଚ୍ଚା…
୭ ବର୍ଷ ପରେ ପ୍ରଥମଥର ମେଡାଲରୁ ବଞ୍ଚିତ ହେଲେ ନୀରଜ ଚୋପ୍ରା, ଆଉ ଜଣେ ଭାରତୀୟ ମାରିଲେ ବାଜି
ଟୋକିଓ,୧୮ା୯: ଡିଫେଣ୍ଡିଂ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ ବଜାୟ ରଖିବାର ସ୍ୱପ୍ନ ଗୁରୁବାର ଟୋକିଓରେ ଭାଙ୍ଗିଯାଇଛି। ଦୁଇ ଥର ଅଲିମ୍ପିକ୍ ପଦକ ବିଜେତାଙ୍କୁ ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱର ସବୁଠାରୁ ବଡ଼ ଝଟକା ଲାଗିଛି। ଏହି ପ୍ରତିଯୋଗିତାରେ ନୀରଜଙ୍କୁ…
ଟି-୨୦ରେ ଭାରତର ଦବ୍ଦବା: ୩ ବର୍ଗରେ ଭାରତ ନମ୍ବର-୧
ନୂଆଦିଲ୍ଲୀ,୧୮।୯: ଟି-୨୦ କ୍ରିକେଟ ଉପରେ ଭାରତର କବ୍ଜା ଆହୁରି ମଜଭୁତ ହୋଇଛି। ନିକଟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି-୨୦ ଅନ୍ତର୍ଜାତୀୟ ରାଙ୍କିଙ୍ଗରେ ଭାରତ ଇତିହାସ ସୃଷ୍ଟି କରିଛି। ଟିମ ଇଣ୍ଡିଆ କେବଳ ଟି-୨୦ରେ ନମ୍ବର-୧ ଦଳ ନୁହେଁ, ବରଂ ଭାରତୀୟ…
ହ୍ୟାଣ୍ଡଶେକ୍ ବିବାଦ ପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ସାମ୍ନାକୁ ଆସିଲା ତାରିଖ
ନୂଆଦିଲ୍ଲୀ,୧୮।୯: ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ ଷ୍ଟେଜ ମ୍ୟାଚ୍ ଖୁବ ଚର୍ଚ୍ଚାରେ ରହିଥିଲା। କିନ୍ତୁ ମ୍ୟାଚ ପରେ ଉପୁଜିଥିବା ବିବାଦ ତା’ଠାରୁ ଅଧିକ ଚର୍ଚ୍ଚା ହୋଇଥିଲା। ଗ୍ରୁପ ଷ୍ଟେଜ ମ୍ୟାଚ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ…
ମାତ୍ର ୭୦ ମିନିଟ୍ରେ ସରେଣ୍ଡର କଲା ପାକିସ୍ତାନ: ଶେଷରେ ଘଟିଲା…
ନୂଆଦିଲ୍ଲୀ,୧୮।୯: ଏସିଆ କପ ୨୦୨୫ ପାକିସ୍ତାନ କ୍ରିକେଟ ପାଇଁ ପଡ଼ିଆ ଅପେକ୍ଷା ରାଜନୀତି ଏବଂ ନାଟକ ବିଷୟରେ ଅଧିକ ଥିଲା। UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ, ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଏପରି ହଙ୍ଗାମା ସୃଷ୍ଟି କରିଥିଲା। ସମଗ୍ର ଟୁର୍ନାମେଣ୍ଟର…
Archives


