ଭାରତର ନାକ କାଟିଦେଲେ ଏହି ୫ ଭିଲିଆନ୍: ଲଜ୍ଜାଜନକ ପରାଜୟ ପଛରେ ରହିଛି ବଡ଼ ହାତ
ଗୌହାଟୀ,୨୭।୧୧: ଦକ୍ଷିଣ ଆଫ୍ରିକା ଗୌହାଟି ଟେଷ୍ଟରେ ଟିମ ଇଣ୍ଡିଆକୁ ୪୦୮ ରନରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ କ୍ଲିନ ସୁଇପ କରିଛି। ଏହି ପରାଜୟ କେବଳ ସ୍କୋରବୋର୍ଡରେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଭାରତୀୟ କ୍ରିକେଟ ପାଇଁ…
ଭାରତକୁ ଜୋରଦାର ଝଟ୍କା: ପାକିସ୍ତାନଠାରୁ ତଳକୁ ଖସିଲା ଟିମ୍ଇଣ୍ଡିଆ
ଗୌହାଟୀ,୨୭।୧୧: ଘରୋଇ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ହାତରୁ ୨-୦ରେ ପରାସ୍ତ ହେବା ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଧକ୍କା ହୋଇଛି। ଏହା ବ୍ୟତୀତ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (WTC) ପଏଣ୍ଟ ଟେବୁଲରେ ମଧ୍ୟ ଏକ ବଡ଼ ଝଟକା ଲାଗିଛି।…
ଅହମ୍ମଦାବାଦରେ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା; ଶତକୀୟ ସଂସ୍କରଣର ଆୟୋଜକ ହେଲା ଭାରତ
ଗ୍ଲାସ୍ଗୋ,୨୬।୧୧: ୨୦୩୦ ଶତକୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅହମ୍ମଦାବାଦକୁ ଆନୁଷ୍ଠାନିକ ଭାବରେ ଆୟୋଜକ ସହର ଭାବରେ ଘୋଷଣା କରାଯାଇଛି। ୨୦୧୦ରେ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପରେ ଭାରତରେ ଏହା ହେଉଛି ପ୍ରଥମ ପ୍ରମୁଖ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା। ଗ୍ଲାସ୍ଗୋରେ ଅନୁଷ୍ଠିତ…
ଗୌତମ ଗମ୍ଭୀର ‘ହାଏ ହାଏ’: ଭାରତର ଭୟଙ୍କର ପରାଜୟ’ ପରେ ପ୍ରଶଂସକଙ୍କ ତୀବ୍ର ପ୍ରତିକ୍ରିୟା
ଗୁଆହାଟି,୨୬।୧୧: ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୪୦୮ ରନର ବୃହତ୍ ବ୍ୟବଧାନରେ ପରାଜିତ ହେବା ପରେ ବୁଧବାର ଗୁଆହାଟିର ବର୍ସାପାରା ଷ୍ଟାଡିୟମ୍ ବାହାରେ କ୍ରୋଧିତ ପ୍ରଶଂସକମାନେ “ଗୌତମ ଗମ୍ଭୀର ହାଏ ହାଏ’ ନାରା ଦେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟେଷ୍ଟ୍…
ବାସ୍କେଟବଲ୍ ପୋଲ୍ ପଡ଼ି ୧୬ ବର୍ଷୀୟ ଜାତୀୟ ସ୍ତରର ଖେଳାଳିଙ୍କ ମୃତ୍ୟୁ, CCTVରେ କଏଦ ହେଲା ଦୁର୍ଘଟଣା
ନୂଆଦିଲ୍ଲୀ,୨୬ା୧୧: ହରିଆଣାର ରୋହତକରେ ଏକ ଅଭାବନୀୟ ଦୁର୍ଘଟଣାରେ ଜଣେ ୧୬ ବର୍ଷୀୟ ଜାତୀୟ ସ୍ତରର ବାସ୍କେଟବଲ୍ ଖେଳାଳିଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅଭ୍ୟାସ ସମୟରେ ବାସ୍କେଟବଲ୍ ହୁପ୍ର ଲୁହା ପୋଲ୍ ତାଙ୍କ ଉପରେ ପଡ଼ିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଗୁରୁତର…
ଦକ୍ଷିଣ ଆଫ୍ରିକା କୋଚଙ୍କ ମନ୍ତବ୍ୟକୁ ନେଇ ବିବାଦ ପରେ, ‘ବାଉନା’ କଥା ଉଠାଇଲେ ବାଭୁମା
ନୂଆଦିଲ୍ଲୀ,୨୬ା୧୧: ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ବୁଧବାର କୋଚ୍ ଶୁକ୍ରୀ କନରାଡଙ୍କ ବିବାଦୀୟ ମନ୍ତବ୍ୟକୁ ଅଧିକ ଗୁରୁତ୍ୱ ନ ଦେଇ କହିଛନ୍ତି ଯେ କୋଚ୍ ନିଜ ମନ୍ତବ୍ୟକୁ ନିଶ୍ଚିତ ଭାବେ ସମୀକ୍ଷା କରିବେ। କନରାଡ୍ କହିଥିଲେ ଯେ ସେ ଚାହୁଁଥିଲେ…
ଦକ୍ଷିଣ ଆଫ୍ରିକାଠାରୁ ସିରିଜ ହାରିବା ପରେ ଗୌତମ ଗମ୍ଭୀର କଲେ ଖବରଦାତା ସମ୍ମିଳନୀ, କହିଲେ ମୋ ଭବିଷ୍ୟତ ଉପରେ…
ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପରାଜୟ ପରେ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଯେଉଁଥିରେ ତାଙ୍କୁ ପଚରାଯାଇଛି ଯେ ସେ ଟେଷ୍ଟ କ୍ରିକେଟ ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ…
ଭାରତର ଲଜ୍ଜାଜନକ ପରାଜୟ: ୨-୦ରେ ସିରିଜ ପୋଛି ନେଲା ଦକ୍ଷିଣ ଆଫ୍ରିକା
ଗୌହାଟି,୨୬।୧୧: ଗୌହାଟିରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୪୦୮ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ୫୪୯ ରନର ଟାର୍ଗେଟକୁ ପିଛା କରି ଭାରତର ଦ୍ୱିତୀୟ ଇନିଂସ ୧୪୦ ରନରେ ଶେଷ ହୋଇଛି। ଏହି ଟେଷ୍ଟରେ ଭାରତର ବ୍ୟାଟସମ୍ୟାନମାନେ…
ହସ୍ପିଟାଲରୁ ଡିସଚାର୍ଜ ହେଲେ ସ୍ମୃତି ମନ୍ଧାନାଙ୍କ ବାପା, ପଲାଶଙ୍କ ସହିତ ବିବାହକୁ ନେଇ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୨୬।୧୧: ମନ୍ଧାନା ପରିବାର ପାଇଁ ଏକ ବଡ଼ ଆଶ୍ୱସ୍ତି ଆସିଛି। ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପିତା ଶ୍ରୀନିବାସଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସ୍ମୃତିଙ୍କ ପିତାଙ୍କୁ ହୃଦଘାତ ପରେ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାରର ଜରୁରୀକାଳୀନ…
ଦକ୍ଷିଣ ଆଫ୍ରିକା କୋଚଙ୍କ ବିବାଦୀୟ ମନ୍ତବ୍ୟ, ‘ଭାରତୀୟ ଦଳକୁ ଦୟନୀୟ ଭାବେ…’
ନୂଆଦିଲ୍ଲୀ,୨୫।୧୧: ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍ ଶୁକ୍ରି କନରାଡଙ୍କ ଏକ ବିବାଦୀୟ ମନ୍ତବ୍ୟ କ୍ରୀଡ଼ା ଜଗତରେ ଝଡ଼ ସୃଷ୍ଟି କରିଛି। ୫୪୯ ରନର ବିଶାଳ ଲକ୍ଷ୍ୟ ଦେବାରେ ବିଳମ୍ବ କରିବାର…
ଟି-୨୦ ବିଶ୍ୱକପ୍ ୨୦୨୬ କାର୍ଯ୍ୟସୂଚୀ ଘୋଷଣା; ଏହିଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ମୁମ୍ବାଇ,୨୫।୧୧: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଟି-୨୦ ବିଶ୍ୱକପ୍ ୨୦୨୬ ର ସମ୍ପୂର୍ଣ୍ଣ ସୂଚୀ ଘୋଷଣା କରିଛି। ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏବଂ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗୋଟିଏ ଗ୍ରୁପ୍ରେ ରଖାଯାଇଛି। ବିଶ୍ୱକପ୍ ଫେବୃଆରୀ ୭, ୨୦୨୬ ରେ…
ଭଞ୍ଜ ଟ୍ରଫି: କୋରାପୁଟକୁ ୩-୨ ଗୋଲରେ ହରାଇଲା ସୁନ୍ଦରଗଡ଼
ଭଞ୍ଜନଗର,୨୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଭଞ୍ଜ ଟ୍ରଫି-୨୦୨୫ ସର୍ବ ଭାରତୀୟ ଟୁର୍ନାମେଣ୍ଟ ଚାଲିଛି। ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍ କୋରାପୁଟ ଓ ସୁନ୍ଦରଗଡ଼ ମଧ୍ୟରେ ହୋଇଥିଲା। ଏକ କଡ଼ା ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ରେ ସୁନ୍ଦରଗଡ଼ କୋରାପୁଟକୁ ୩-୨ଗୋଲରେ ପରାସ୍ତ…

