ପ୍ରଥମ ଦିନିକିଆ: ଟେଲରଙ୍କ ଶତକ ନିଷ୍ଫଳ: ପାକିସ୍ତାନ ୨୬ ରନରେ ବିଜୟୀ
ରାଓ୍ବଲପିଣ୍ଡି,୩୧।୧୦(ପି.ଟି.): ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍ରେ ଘରୋଇ ପାକିସ୍ତାନ ୨୬ ରନରେ ବିଜୟୀ ହୋଇଛି। ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ...
ଦିଲ୍ଲୀ ପାଇଁ କର ବା ମର ପରିସ୍ଥିତି
ଦୁବାଇ,୩୧।୧୦: ଶନିବାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ଗତଥରର ଚାମ୍ପିୟନ ମୁମ୍ବାଇ ପ୍ଲେ- ଅଫ୍ରେ ସ୍ଥାନ ପାଇସାରିଥିତ୍ବାରୁ ଏହି ମ୍ୟାଚ୍ ଦିଲ୍ଲୀ ପାଇଁ ଅଧିକ ଗୁରୁତ୍ୱବହନ କରୁଛି। ଏଥିରେ ବିଜୟୀ ହୋଇ ମୁମ୍ବାଇ...
ପ୍ଲେ- ଅଫ୍ରେ ସ୍ଥାନ ହାସଲ ଲକ୍ଷ୍ୟରେ ବାଙ୍ଗାଲୋର
ଶାରଜା,୩୧।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୫୨ତମ ମ୍ୟାଚ୍ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ଡେଭିଡ୍ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନ ରାଇଜର୍ସ ହାଇଦ୍ରାବାଦ୍ ମୁହଁାମୁହିଁ ହେବେ। ଶନିବାର ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା...
ବୀରେନ୍ଦ୍ର ସେହଓ୍ବାଗ୍ ଅଧିକାଂଶ ମ୍ୟାଚ୍ରେ ପିନ୍ଧୁଥିଲେ ବିନା ନମ୍ବର ବିଶିଷ୍ଟ ଜର୍ସି : କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଶାଶୁ-ବୋହୂଙ୍କ ମଧ୍ୟରେ ଝଗଡ଼ା ନ ହେଉ ସେଥିପାଇଁ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ୍ ବିନା ନମ୍ବର ବିଶିଷ୍ଟ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଉଥିଲେ। ଏ କଥା ନିଜେ ସେହଓ୍ବାଗ୍ କହିଛନ୍ତି। ସୋସିଆଲ ମିଡିଆରେ ନିଜ ଶୋ’ଭୀରୁ କି ବୈଠକ...
ଏହି ଖେଳାଳିଙ୍କ ସ୍ତ୍ରୀ ଭାରି ଅଳସୁଆ
ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଷ୍ଟାର୍ ଖେଳାଳି ଆରୋନ ଫିଞ୍ଚ୍ ଦଳକୁ ପ୍ରଥମଥର ଚାମ୍ପିୟନ୍ କରାଇବା ପାଇଁ ଲାଗି ପଡିଛନ୍ତି। ଆରସିବି ପକ୍ଷରୁ ଏହା ତାଙ୍କର ପ୍ରଥମ ସିଜିନ୍। ବ୍ୟକ୍ତିଗତ ଜୀବନରେ ଫିଞ୍ଚ୍ଙ୍କ ପାଇଁ ଆଇପିଏଲ୍...
ଏପଟେ ଆଉଟ୍ କଲେ ସେପଟେ ଟିପ୍ସ ନେଲେ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷର ଦୀର୍ଘ କ୍ରିକେଟ୍ କ୍ୟାରିୟର ମଧ୍ୟରେ ୫୩୮ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି ଏବଂ ୧୭ହଜାରରୁ ଅଧିକ ରନ କରିଛନ୍ତି। ତାଙ୍କ ଭଳି ଜଣେ...
ଛାତ ଉପରେ ସ୍ତ୍ରୀଙ୍କ ସହ ବ୍ୟାଟିଂ ଅଭ୍ୟାସ କରୁଥିଲେ ଏହି ଖେଳାଳି, ଏବେ କଲେ କମାଲ୍
ଆଇପିଏଲ୍ ୨୦୨୦ରେ କୋଲକାତା ନାଇଟ ରାଇଡର୍ସ ଯୁବ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦମ୍ଦାର ବ୍ୟାଟିଂ କରିଥିଲେ। ଚେନ୍ନାଇ ବିପକ୍ଷରେ ୬୧ ବଲରେ ସେ ୮୭ ରନର ଇନିଂସ ଖେଳିଥିଲେ। ଏହି ପାଳିରେ ରାଣା...
କୋଲକାତାକୁ ହରାଇଲା ଚେନ୍ନାଇ
ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୫ ଉଇକେଟ ହରାଇ ୧୭୨ ରନ କରିଥିବାବେଳେ ଚେନ୍ନାଇ ୨୦ ଓଭରରେ...
ହଓ୍ବେିଟ୍ଙ୍କୁ ଅଧିକ ଭୋଟ୍
ନ୍ୟୁପୋର୍ଟ (ଯୁକ୍ତରାଷ୍ଟ୍ର ଆମେରିକା): ଇଣ୍ଟରନ୍ୟାଶନାଲ ଟେନିସ ହଲ୍ ଅଫ୍ ଫେମ୍ର କ୍ଲାସ୍ ଅଫ୍ ୨୦୨୧ ପାଇଁ ହୋଇଥିବା ଫ୍ୟାନ୍ ଭୋଟିଂରେ ଦୁଇଥର ଗ୍ରାଣ୍ଡସ୍ଳାମ ଟାଇଟଲ ବିଜେତା ଲେଟନ ହଓ୍ବେିଟ୍ ଅଗ୍ରଣୀ ଲାଭ କରିଛନ୍ତି। ଫଳରେ ଅଫସିଆଲ ଭୋଟିଂ ଗ୍ରୁପ୍ରେ ତାଙ୍କୁ...
ସାର୍ଲର୍ ଲକ୍ସ ଓପନରୁ ଓହରିଲେ ଅଜୟ ଜୟରାମ, ଶୁଭଙ୍କର
ସାରବ୍ରକେନ୍ସ (ଜର୍ମାନୀ): କୋଭିଡ୍ ଆଶଙ୍କାରେ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଅଜୟ ଜୟରାମ ଏବଂ ଶୁଭଙ୍କର ଦେ ଗୁରୁବାର ସାର୍ଲର୍ ଲକ୍ସ ଓପନ୍ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଏହି ଦୁଇ ଖେଳାଳି ବର୍ତ୍ତମାନ ଆଇସୋଲେଶନରେ ଅଛନ୍ତି। ଗତଥରର ଚାମ୍ପିୟନ ୧୯ବର୍ଷୀୟ ଲକ୍ଷ୍ୟ ସେନ୍ଙ୍କ...
ମୋରିସ୍ ଓ ପାଣ୍ଡ୍ୟାଙ୍କୁ ଭର୍ତ୍ସନା
ଆବୁଧାବି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲ୍ରାଉଣ୍ଡର ଖ୍ରିସ୍ ମୋରିସ ଓ ତାଙ୍କ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭର୍ତ୍ସନା କରାଯାଇଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସେମାନଙ୍କ ଦଳ ମଧ୍ୟରେ ମ୍ୟାଚ ଚାଲିଥିବାବେଳେ ଦୁହିଁଙ୍କ ମଧ୍ୟରେ...
ବାର୍କ୍ଲେଙ୍କୁ ସମର୍ଥନ କରିବ ବିସିସିଆଇ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଚେୟାରମ୍ୟାନ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନରେ ଭାରତୀୟ କ୍ରିକେଟ କାଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ଭବତଃ ନ୍ୟୁଜିଲାଣ୍ଡ ପ୍ରାର୍ଥୀ ଗ୍ରେଗ୍ ବ୍ରାକ୍ଲେଙ୍କୁ ସମର୍ଥନ କରିବ। ଗତ ଜୁଲାଇରେ ଭାରତର ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ...
Archives


