ଖେଳ

ଅବସର ଚର୍ଚ୍ଚା ମଧ୍ୟରେ ରୋହିତ ଶର୍ମା ଶେୟାର କଲେ ଏମିତି ଭିଡିଓ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୯: ଭାରତୀୟ ଦଳ ବର୍ତ୍ତମାନ ଏସିଆ କପ ୨୦୨୫ ଖେଳିବାରେ ବ୍ୟସ୍ତ। ଏହା ଏଥର T20 ଫର୍ମାଟରେ ଖେଳାଯାଉଛି। ସେହି ସମୟରେ, ଟିମ ଇଣ୍ଡିଆ ପ୍ରଶଂସକମାନେ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ…

ସଡ଼କ ଦୁର୍ଘଟଣାରେ ଏହି କ୍ରିକେଟରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏସିଆ କପ ୨୦୨୫ରେ ଖେଳୁଛି, ଦଳର ପରବର୍ତ୍ତୀ ମ୍ୟାଚ ରବିବାର ପାକିସ୍ତାନ ସହିତ ଅଛି। ସେହିପରି ମହିଳା କ୍ରିକେଟ ଦଳ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦିନିକିଆ ସିରିଜ ଖେଳିବାକୁ ଯାଉଛି, ପ୍ରଥମ…

ଆଗାମୀ BCCI ଅଧ୍ୟକ୍ଷ ହେବେ ସଚିନ ତେନ୍ଦୁଲକର? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଗୁରୁବାର ଦିନ ସେହି ସମସ୍ତ ଅଟକଳକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଉଥିଲା ଯେ ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି। ତେନ୍ଦୁଲକରଙ୍କ…

ଅବସର ଗୁଜବ ମଧ୍ୟରେ ରୋହିତ ଶର୍ମାଙ୍କ ବଡ଼ ଘୋଷଣା

ମୁମ୍ବାଇ,୧୧ା୯: ଭାରତର ଦିନିକିଆ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ନେଟ୍‌ରେ ବ୍ୟାଟିଂ କରୁଥିବାର ଏକ ଭିଡିଓ ସେୟାର୍ କରି ଅବସର ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବୁଧବାର ମୁମ୍ବାଇରେ ଟ୍ରେନିଂ ଆରମ୍ଭ କରି ପ୍ୟାଡିଂ ଓ ଗ୍ରାଉଣ୍ଡରେ ଦୌଡୁଥିବାର ଫଟୋ…

ଏସିଆ କପ ମଝିରେ ଅବସର ନେଇ ଚମକାଇଲେ ଏହି ଖେଳାଳି, ମାତ୍ର ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ, ୧୧।୯: ଏସିଆ କପ ମଧ୍ୟରେ ପାକିସ୍ତାନୀ କ୍ରିକେଟରଙ୍କ ଅବସର ଧାରା ଜାରି ରହିଛି। ମାତ୍ର ୨ ଦିନ ପୂର୍ବରୁ ଦ୍ରୁତ ବୋଲର ଉସମାନ ଶିନୱାରୀ ତାଙ୍କର ଅବସର ଘୋଷଣା କରିଥିଲେ। ଏବେ ଆଉ ଜଣେ ଦ୍ରୁତ ବୋଲର ୱାକାସ ମକସୁଦ…

ଦୃଷ୍ଟିବାଧିତ ଭାରତୀୟ ମହିଳା ଟି୨୦ ବିଶ୍ୱକପ୍‌ ଦଳରେ ଓଡ଼ିଶାରୁ ୪

ଭୁବନେଶ୍ୱର,୧୧ା୯: ଆସନ୍ତା ନଭେମ୍ବର ୧୧ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଦୃଷ୍ଟିବାଧିତ ମହିଳା ଟି୨୦ ବିଶ୍ୱକପ୍‌ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାରୁ ୪ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଯମୁନା…

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର୍‌, ଏବେ ହେଲେ ନମ୍ବର-୧

ୟୁଏଇ,୧୧।୯: ଭାରତୀୟ କ୍ରିକେଟ ଦଳ ଏସିଆ କପ ୨୦୨୫ରେ ଏକ ବିସ୍ଫୋରକ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୯ ଉଇକେଟରେ UAEକୁ ପରାସ୍ତ କରିଛି। ଭାରତ ଏହି ମ୍ୟାଚ ମାତ୍ର ୨୭ ବଲରେ ଜିତିଛି, ଯାହା ଏକ ରେକର୍ଡ।…

ଏସିଆ କପର ପ୍ରଥମ ମ୍ୟାଚରେ ଭାରତର ଐତିହାସିକ ରେକର୍ଡ, ଏପରି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଦଳ ୨୦୨୫ ଏସିଆ କପରେ ୟୁଏଇ ବିପକ୍ଷରେ ଏକ ଦୃଢ଼ ବିଜୟ ସହିତ ତା’ର ଯାତ୍ରା ଆରମ୍ଭ କରିଥିଲା। ଏହି ବିଜୟ ସହିତ, ଭାରତ ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏସିଆ କପ୍‌ରେ ସବୁଠାରୁ ବଡ଼ ବିଜୟ ହାସଲ…

ମାତ୍ର ୨୭ ବଲ୍‌ରେ ଇତିହାସ ରଚିଲା ଭାରତ: ପାକିସ୍ତାନକୁ କଡ଼ା ଚେତାବନୀ

ଦୁବାଇ,୧୧ା୯: ଚଳିତ ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ବୁଧବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଅତି ସହଜରେ ଆୟୋଜକ ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)କୁ ୯ ଉଇକେଟରେ ପରାସ୍ତ କରିଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇ…

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସିଧା ସିଧା କହିଦେଲେ…

ନୂଆଦିଲ୍ଲୀ,୧୧।୯:ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ମ୍ୟାଚ ହେବାକୁ ଦିଅ। ଆମେ ଏହାକୁ ବନ୍ଦ କରିବୁ ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ…

Asia Cup 2025: ପରମାଣୁ ଆକ୍ରମଣର ଧମକ ଦେଇଥିବା ପାକିସ୍ତାନ ମନ୍ତ୍ରୀଙ୍କ ସହ ହାତ ମିଳାଇଲେ ସୂର୍ଯ୍ୟକୁମାର ଯାଦବ, ସୋସିଆଲ ମିଡିଆର…

ଆବୁଧାବି,୧୦।୯: ଏସିଆ କପ ୨୦୨୫ ଆରମ୍ଭ ହେବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏବେ ପଡ଼ିଆ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ଶିରୋନାମା ସୃଷ୍ଟି କରୁଛି। ଏହାର କାରଣ ହେଉଛି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଗୃହମନ୍ତ୍ରୀ ଏବଂ ପାକିସ୍ତାନ…

ଆଜିଠୁ ଏସିଆ କପ୍‌ରେ ଭାରତର ଅଭିଯାନ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଦୁବାଇ, ୯।୯(ପି.ଟି.):ଏସିଆ କପ୍‌ କ୍ରିକେଟ୍‌-୨୦୨୫ରେ ଭାରତର ଅଭିଯାନ ବୁଧବାର ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍‌ରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଦଳୀୟ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri