ଖେଳ

ଅଷ୍ଟ୍ରେଲିଆ ଠାରୁ ଶିଖିବା ଉଚିତ୍‌ ପ୍ଲାନିଙ୍ଗ୍‌: କିଭଳି ବିଶ୍ୱକପ ଜିତିହୁଏ ବିଶ୍ୱକୁ ଜଣାଇଲା କଙ୍ଗାରୁ ଦଳ

ନୂଆଦିଲ୍ଲୀ,୨୦।୧୧: ବିଶ୍ୱକପ ୨୦୨୩ରେ ଏକ ସମୟ ଥିଲା ଯେତେବେଳେ ଅଷ୍ଟ୍ରେଲିଆ ଦଳ ଦୁଇ ପ୍ରାରମ୍ଭିକ ମ୍ୟାଚକୁ ଏକପାଖିଆ ଢଙ୍ଗରେ ହାରିବା ପରେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଥିଲା। ଏହିପରି ପ୍ରଦର୍ଶନ ପରେ, କୌଣସି ବ୍ୟକ୍ତି ଭାବି ନ ଥିଲେ...

ଓ୍ବାର୍ଲଡ କପ ଟ୍ରଫି ସହ କପିଲ ଦେବଙ୍କ ଫଟୋ ଶେୟାର କରି ମିଶେଲଙ୍କୁ ଉପଦେଶ ଦେଲେ ୟୁଜର୍ସ

ନୂଆଦିଲ୍ଲୀ,୨୦।୧୧: ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆକୁ ପରାସ୍ତ କରି ଅଷ୍ଟ୍ରେଲିଆ ପୁଣି ଥରେ ବିଶ୍ୱକପ ଜିତିଛି। ରବିବାର ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ମ୍ୟାଚ ହୋଇଥିଲା ଯେଉଁଥିରେ ଭାରତୀୟ କ୍ରିକେଟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।...

ପରାଜୟ ପରେ ବି ଭାରତୀୟ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ସାମ୍ନାକୁ ଆସିଲା ଡ୍ରେସିଂ ରୁମର ଫଟୋ

ଅହମଦାବାଦ,୨୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କଙ୍ଗାରୁ ଭାରତକୁ ୬ଟି ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମକୁ ଯାଇ ସେମାନଙ୍କ ଭାବପ୍ରବଣ ହେବାର ଫଟୋ...

ଆଇସିସି ୨୦୨୩ ବିଶ୍ୱକପର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନର କଲା ଘୋଷଣା, ଚାମ୍ପିଅନ କ୍ୟାପଟେନଙ୍କୁ ମିଳିଲା ନାହିଁ ସ୍ଥାନ

ନୂଆଦିଲ୍ଲୀ,୨୦।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୩ ବିଶ୍ୱକପ ପାଇଁ ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନ ଘୋଷଣା କରିଛି। ଏହି ଦଳରେ ୬ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିଅନ କରିଥିବା ଅଧିନାୟକ...

ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ଼ ରଖିଲେ ମିଚେଲ, ଭାଇରାଲ ହେଉଛି ଫଟୋ

ଅହମ୍ମଦାବାଦ,୨୦ା୧୧: ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ଼ ରଖିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ସୋଫାରେ ମିଚେଲ  ବସିଥିବାବେଳେ ତାଙ୍କ ଆଗରେ ଏକ ଟେବୁଲ ଉପରେ ରଖାଯାଇଥିବା ବିଶ୍ବକପ ଟ୍ରଫି ଉପରେ...

କୋହଲି ପିନ୍ଧନ୍ତି ଖାସ୍‌ ଫିଟ୍‌ନେସ୍‌ ବ୍ୟାଣ୍ଡ୍‌: ଏହାର ଦାମ୍‌,ସ୍ବତନ୍ତ୍ରତା ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୦।୧୧: ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ୪୯ ଶତକର ରେକର୍ଡ ଭାଙ୍ଗିଥିଲେ। ଏହି ରେକର୍ଡ ବ୍ୟତୀତ ବିରାଟ କୋହଲି ଗୋଟିଏ କାରଣ ପାଇଁ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାହା ହେଉଛି ସେ ହାତରେ ବାନ୍ଧିଥିବା...

ଭାରତକୁ ମିଳିବେନି ଆଉ ଧୋନିଙ୍କ ଭଳି ଅଧିନାୟକ, ସୋସିଆଲ ମିଡ଼ିଆରେ ୟୁଜରଙ୍କ ମନ୍ତବ୍ୟ ହେଉଛି ଭାଇରାଲ…

ମୁମ୍ବାଇ,୨୦।୧୧ : ଭାରତ ହୁଏତ ୨୦୨୩ ବିଶ୍ୱକପ ଫାଇନାଲ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥାଇପାରେ, କିନ୍ତୁ ଭାରତୀୟ ଦଳ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପରାଜୟ ସତ୍ତ୍ୱେ ପ୍ରଶଂସକମାନେ ଭାରତୀୟ କ୍ରିକେଟ ଦଳକୁ ସମର୍ଥନ କରୁଥିବା...

‘ଏ ଦୁଃଖ କେବେ ଶେଷ ହେବ…’, ଭାରତ ହାରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମିମ୍ସ

ନୂଆଦିଲ୍ଲୀ,୨୦।୧୧: ପୁଣି ଥରେ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ ଏବଂ ସ୍ବପ୍ନ ଭାଙ୍ଗିଗଲା, ଯେତେବେଳେ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚକୁ ୬ୱିକେଟରେ ହାରିଲା। ଏହି ପରାଜୟ ପରେ ଅନେକ ଭାରତୀୟ ପ୍ରଶଂସକ ଭାଇରାଲ ମିମ୍ସ...

ଲୁହ ଛଳ ଛଳ ଆଖି, ଭାରୀ ହୃଦୟ: ଏମିତି ଥିଲା ଭାରତୀୟ ଡ୍ରେସିଂ ରୁମ୍‌ରେ ବିଶ୍ୱକପ୍‌ର ଶେଷ ମେଡାଲ ସେରିମନି

ଅହମ୍ମଦାବାଦ୍‌,୨୦।୧୧: ବିଶ୍ୱକପ ୨୦୨୩ ଫାଇନାଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଭଲ ସମୟ ଥିଲା। ଦଳ ସେମିଫାଇନାଲ ସମେତ କ୍ରମାଗତ ୧୦ଟି ମ୍ୟାଚ ଜିତିଥିଲା। କିନ୍ତୁ ଅହମ୍ମଦାବାଦରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ...

ରାସ୍ତାକୁ ଟିଭି ଫୋପାଡିଲେ ଦର୍ଶକ

ଆଲିଗଡ,୨୦।୧୧: ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ହାତରେ ପରାଜୟ ପରେ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଥିଲା। ଟିମ ଇଣ୍ଡିଆର ଏହି ପରାଜୟ ଯୋଗୁ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୟୁପିର ଆଲିଗଡ ଏବଂ...

ଓ୍ବାର୍ଲଡ କପ ପରେ ଏବେ ଘରକୁ ଫେରିବା ବି ହୋଇ ପଡିଛି ମହଙ୍ଗା, ୧୦ ଗୁଣା ବଢିଛି ବିମାନ ଟିକେଟର ଦାମ

ନୂଆଦିଲ୍ଲୀ,୨୦।୧୧: କ୍ରିକେଟ ବିଶ୍ୱକପ ୨୦୨୩ ରବିବାର ରାତିରେ ଶେଷ ହୋଇଛି। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଷଷ୍ଠ ଥର ବିଶ୍ୱକପ ଜିତିଛି। ଏହା ସହିତ ଭାରତର ତୃତୀୟ ବିଶ୍ୱକପ ପାଇଁ ଆଶା କରୁଥିବା କୋଟି କୋଟି ଲୋକଙ୍କ...

ମ୍ୟାଚ ହାରିବା ପରେ କୁଲଦୀପ ଯାଦବଙ୍କ ଘର ବାହାରେ ପୋଲିସ ମୁତୟନ…

କାନପୁର,୨୦।୧୧ : ଆଇସିସି କ୍ରିକେଟ ବିଶ୍ୱକପର ଅନ୍ତିମ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ରବିବାର ଅହମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଭାରତର ପରାଜୟ ପରେ ଗୋଟିଏ ପାର୍ଶ୍ୱରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri