ଖେଳ

ହୋଲ୍ଡିଂ ଓ ଇବୋନୀଙ୍କୁ ଫ୍ରିଡମ୍‌ ଅଫ୍‌ ଦି ସିଟି ଅଫ୍‌ ଲଣ୍ଡନ ପୁରସ୍କାର

ଲଣ୍ଡନ,୧୭।୧୨(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ଲିଜେଣ୍ଡ ମାଇକେଲ ହୋଲ୍ଡିଂ ଓ ପୂର୍ବତନ ଇଂଲଣ୍ଡ ମହିଳା କ୍ରିକେଟର ଇବୋନୀ ରେନଫୋର୍ଡ- ବ୍ରେଣ୍ଟଙ୍କୁ ଫ୍ରିଡମ୍‌ ଅଫ୍‌ ଦି ସିଟି ଅଫ୍‌ ଲଣ୍ଡନ ପୁରସ୍କାର ପ୍ରଦାନ କରାଯାଇଛି। ବର୍ଣ୍ଣବୈଷମ୍ୟ ବିରୋଧରେ ଏହି ଦୁଇ ପୂର୍ବତନ ଖେଳାଳି...

ଓସିଏ ଆନ୍ତଃଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ: କଟକ-ଏ, ଭଦ୍ରକ, ସୁନ୍ଦରଗଡ଼ ୧୦ ଉଇକେଟରେ ବିଜୟୀ

*ଇକୋର୍ସା, ଖୋର୍ଦ୍ଧାର ବୃହତ୍‌ ବିଜୟ * ଜୟନ୍ତ ବେହେରାଙ୍କୁ ୬ ଉଇକେଟ ସଫଳତା ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ...

ଲାଲା ଅମରନାଥ ୮୭ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ କରିଥିଲେ ଶତକ

ନୂଆଦିଲ୍ଲୀ, ୧୭।୧୨: କ୍ରିକେଟର ଲାଲା ଅମରନାଥ ୮୭ ବର୍ଷ ତଳେ ୧୯୩୩ ଡିସେମ୍ବର ୧୭ରେ ଭାରତର ପ୍ରଥମ ଖେଳାଳି ଭାବେ ଶତକ ପୂରଣ କରିଥିଲେ। ମୁମ୍ବାଇର ତତ୍‌କାଳୀନ ଜିମ୍‌ଖାନା ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳି ଲାଲା ଅମରନାଥ ୧୧୮ ରନ୍‌...

ଇଣ୍ଡିଆନ ସୁପରଲିଗ୍‌: ଦ୍ୱିତୀୟକୁ ଉଠିଲା ଏଟିକେ ମୋହନବାଗାନ

ଫତୋର୍ଦା, ୧୬।୧୨- ରୟ କ୍ରିଷ୍ଣାଙ୍କ ବିଳମ୍ବିତ ଗୋଲ ପୁଣିଥରେ ଏଟିକେ ମୋହନବାଗାନକୁ ଫାଇଦାରେ ରଖିଛି। କ୍ରିଷ୍ଣାଙ୍କ ପେନାଲ୍ଟି ଗୋଲ ବଳରେ ଏଟିକେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ମ୍ୟାଚରେ ଏଫସି ଗୋଆକୁ ୧-୦ ଗୋଲରେ ପରାସ୍ତ କରିଛି। ଦୁଇ...

ଏହି ପ୍ରସିଦ୍ଧ କ୍ରିକେଟର ଦେଲେ ଖୁସି ଖବର, ଘରକୁ ଆସିଲା ନୂଆ ଅତିଥି

ଅକଲାଣ୍ଡ,୧୬।୧୨: ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନଙ୍କ ଘରେ ନୂଆ ଅତିଥି ଆସିଛି। ୱିଲିୟମସନ ଝିଅର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ସାରା ବୁଧବାର କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ୱିଲିୟମସନ ଇନଷ୍ଟାଗ୍ରାମରେ ଝିଅର କଳା ଏବଂ ଧଳା ଫଟୋ ଶେୟାର...

ଆଡିଲେଡ୍‌ ଦିବାରାତ୍ର ଟେଷ୍ଟରେ ଖେଳିବେ ପୃଥ୍ବୀ, ରିଦ୍ଧିମାନ

ଆଡିଲେଡ୍‌, ୧୬ା୧୨- ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳାଯିବାକୁ ଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ଲାଗି ବିସିସିଆଇ ଚୂଡ଼ାନ୍ତ ଭାରତୀୟ ଦଳ ଘୋଷଣା କରିଛି। ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଘୋଷିତ ଭାରତୀୟ...

ପଡ଼ୋଶୀ ଘର ଝିଅଙ୍କ ପ୍ରେମରେ ପଡ଼ିଥିଲେ ପୀୟୁଷ ଚାଓ୍ବଲା: ବାପାଙ୍କୁ ମିଛ କହି ଦିଲ୍ଲୀରେ ନେଇଥିଲେ ଘର

ନୂଆଦିଲ୍ଲୀ,୧୬।୧୨: ୨୦୦୭ରେ ଟି୨୦ ବିଶ୍ୱକପ୍‌ ଖେଳାଯିବା ସମୟରେ ୧୮ ବର୍ଷର ହୋଇଥିଲେ ଭାରତୀୟ ଲେଗ୍‌ ସ୍ପିନର ପୀୟୁଷ ଚାଓ୍ବଲା। ଏହି ଟୁର୍ନାମେଣ୍ଟରେ ବିଜେତା ହୋଇଥିଲା ଭାରତ। ଏହାପରେ ପୀୟୁଷ ୨୦୧୧ରେ ବିଶ୍ୱକପ୍‌ ଜିତିଥିବା ଭାରତୀୟ ଟିମ୍‌ରେ ସାମିଲ ଥିଲେ। ସେତେବେଳେ...

୨୪ ଘଣ୍ଟା ପୂର୍ବରୁ ଭାରତ ଏକାଦଶ ଘୋଷଣା କଲେ ବିରାଟ: ଶୁଭମନ ଗିଲଙ୍କୁ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ,୧୬।୧୨: ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବ ଟେଷ୍ଟ ସିରିଜ। ପ୍ରଥମ ମ୍ୟାଚ୍‌ ଖେଳାଯିବାର ୨୪ ଘଣ୍ଟା ପୂର୍ବରୁ ଭାରତୀୟ ଟିମ୍‌ ପକ୍ଷରୁ ପ୍ଲେଇଂ ଇଲେଭେନ୍‌ ତାଲିକା ପ୍ରକାଶ ପାଇଛି। ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଶୁଭମନ ଗିଲଙ୍କୁ...

ଯୁବରାଜଙ୍କ ଭଉଣୀଙ୍କୁ ଭଲପାଇ ବସିଥିଲେ ଏହି ଖେଳାଳି: ଜାଣିବା ପରେ ଏପରି ଧମକ ଦେଇଥିଲେ…

ଭାରତୀୟ କ୍ରିକେଟର ରୋହିତ ଶର୍ମା ଡିସେମ୍ବର ୧୩ରେ ନିଜର ୫ମ ବିବାହ ବାର୍ଷିକୀ ପାଳନ କରିଥିଲେ। ୧୩ ଡିସେମ୍ବର ୨୦୧୫ରେ ରୋହିତ ରିତିକା ସଜଦେବଙ୍କୁ ବିବାହ କରିଥିଲେ। ଏହି ଖେଳାଳିଙ୍କୁ ତାଙ୍କର ବିବାହ ବାର୍ଷିକୀ ଅବସରରେ ସୋସିଆଲ ମିଡିଆରେ ବହୁତ...

କୋହଲି ହିଁ ଆମର ଅଧିନାୟକ, ଆମେ ସବୁ ତାଙ୍କ ସହ ଅଛୁ: ରାହାଣେ

ନୂଆଦିଲ୍ଲୀ,୧୬।୧୨: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ସିରିଜ। ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଦଳ ଭଲ ପ୍ରଦର୍ଶନ କରିଥିଲା। ଏଣୁ ଟେଷ୍ଟରେ ଦଳ ଟି୨୦ ଭଳି ଚମତ୍କାର...

ସ୍ବଭାବରେ ବହୁତ ରାଗି ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରିଥିଲେ ଝଗଡ଼ା

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଦିଗ୍ଗଜ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ନେଇଥିବା ଖେଳାଳି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୩୨ ଟେଷ୍ଟ ମ୍ୟାଚ୍‌ରେ ୬୧୯ ଉଇକେଟ ନେଇଛନ୍ତି। ଗୋଟିଏ...

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ : କଟକ ‘ଏ’, କେନ୍ଦ୍ରାପଡ଼ା, ବାଲେଶ୍ୱରର ବୃହତ୍‌ ବିଜୟ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ମଙ୍ଗଳବାର ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। କଟକ-ଏ, କେନ୍ଦ୍ରାପଡ଼ା ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri