ସଚିନ, କୋହଲିଙ୍କୁ ପଛରେ ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୮।୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ତାଙ୍କର ୨୭ତମ ଟେଷ୍ଟ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଷ୍ଟିଭ ସ୍ମିଥ ପ୍ରଥମ ଇନିଂସରେ ଚମତ୍କାର ଶତକ ହାସଲ କରି...
ଅଷ୍ଟ୍ରେଲିଆ ୩୩୮ରେ ଅଲଆଉଟ୍
ସିଡନୀ,୮।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂଶରେ ଅଷ୍ଟ୍ରେଲିଆ ୩୩୮ ରନ୍ରେ ଅଲଆଉଟ ହୋଇଯାଇଛି। ଷ୍ଟିଭ୍ ସ୍ମିଥ୍ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୩୦୦ ରନ୍ କରିବାରେ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ଟସ...
ଆଇପିଏଲ୍ରେ ବିଶ୍ୱରେକର୍ଡ ହାସଲ କରିବେ ଧୋନୀ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ୍ ପ୍ରିମିୟମ ଲିଗ୍ର ୧୩ତମ ସିଜିନରେ ସେମିତି କିଛି ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ। ଏବେ ୧୪ତମ ସିଜିନ୍ରେ ସେ ଇତିହାସ ରଚିବାକୁ ଯାଉଛନ୍ତି। ଧୋନୀ ଆଇପିଏଲ୍...
ପୂର୍ବାଞ୍ଚଳ ପ୍ରତିଭା ଚୟନ ଜୋନାଲ କମିଟିରେ ପ୍ରବୋଧ
ଭୁବନେଶ୍ୱର, ୮।୧ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଏନ୍ଆଇଏସ୍ ଆଥଲେଟିକ୍ କୋଚ୍ ତଥା ଅନ୍ତର୍ଜାତୀୟ ଟେକ୍ନିକାଲ ଅଫିସିଆଲ ପ୍ରବୋଧ କୁମାର ମହାନ୍ତିଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ପୂର୍ବାଞ୍ଚଳର ପ୍ରତିଭା ଚୟନ...
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ପୁମାସକୁ ହରାଇଲା ଲାୟନ୍ସ
ଭୁବନେଶ୍ୱର, ୮।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ର ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପୁମାସକୁ ୬ ଉଇକେଟରେ ପରାସ୍ତ କରିଛି ଓଡ଼ିଶା ଲାୟନ୍ସ। ଲୋ...
ବ୍ରିସ୍ବେନ୍ ଟେଷ୍ଟ : କ୍ୱାରାଣ୍ଟାଇନ୍ ନିୟମ କୋହଳ ପାଇଁ ବିସିସିଆଇର ଚିଠି
ନୂଆଦିଲ୍ଲୀ, ୮ା୧ (ପି.ଟି.)-ଚତୁର୍ଥ ଟେଷ୍ଟ ପୂର୍ବରୁ ବ୍ରିସ୍ବେନର କଠୋର କ୍ୱାରାଣ୍ଟାଇନ୍ ପ୍ରୋଟୋକଲକୁ କୋହଳ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଅର୍ଲ ଏଡିଙ୍ଗ୍ସଙ୍କ ନିକଟକୁ ଏକ ଚିଠି ଲେଖିଛି। ଟୁର୍ ପାଇଁ ଦୁଇ...
ମୌରିସିଓଙ୍କ ଡବଲ ଗୋଲ: ଓଡ଼ିଶା ଏଫ୍ସିର ପ୍ରଥମ ବିଜୟ
ବାମ୍ବୋଲିମ୍, ୮।୧-ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ବଳରେ ଓଡ଼ିଶା ଏଫ୍ସି ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ଗୁରୁବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଷ୍ଟୁଆର୍ଟ ବକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ଏଠାରେ ୯ମ...
ପିତାଙ୍କ ଜୀବନ ବଞ୍ଚାଇଥିବା ଯୁବତୀଙ୍କ ପ୍ରେମରେ ପଡିଲେ ଏହି କ୍ରିକେଟର୍
ଭାରତ ପାଇଁ ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଭାରତ ପାଇଁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ପୂର୍ବରୁ ଏକଦିବସୀୟ ଏବଂ ଟି୨୦ରେ ଭଲ ପ୍ରଦର୍ଶନ କରିଥିବା ସଇନିଙ୍କ ଭବିଷ୍ୟତ ଉଜ୍ଜ୍ୱଳ...
କେଦାର ଯାଦବଙ୍କୁ ଛାଡ଼ିବ ସିଏସ୍କେ
ଚେନ୍ନାଇ,୭।୧- ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ରୁ ବିଦା ହେବାକୁ ଯାଉଛନ୍ତି ଅଲରାଉଣ୍ଡର କେଦାର ଯାଦବ। ୨୦୨୧ ଆଇପିଏଲ ଲାଗି ହେବାକୁ ଥିବା ମିନି ଅକଶନ (ଖେଳାଳିଙ୍କ ନିଲାମ ପ୍ରକ୍ରିୟା) ପୂର୍ବରୁ କେଦାରଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ସିଏସ୍କେ।...
ଭାରତୀୟ ଦଳର ଚିନ୍ତା ବଢ଼ାଉଛି ପନ୍ତଙ୍କ ଉଇକେଟକିପିଂ
ସିଡ୍ନୀ,୭।୧- ସ୍ଥାନୀୟ ସିଡ୍ନୀ ଗ୍ରାଉଣ୍ଡରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଋଷଭ ପନ୍ତଙ୍କ ଉଇକେଟକିପିଂ ଭାରତୀୟ ଦଳର ଚିନ୍ତାର କାରଣ ପାଲଟିଛି। ଅଷ୍ଟ୍ରେଲିଆ ଦଳ ପାଇଁ ପଦାର୍ପଣକାରୀ ଓପନର ଓ୍ବିଲ ପୁକୋଭସ୍କିଙ୍କ ଦୁଇଟି କ୍ୟାଚ୍ ହାତ...
ପ୍ରଥମ ଥର ଝିଅଙ୍କ ସହ ବିଜ୍ଞାପନରେ ନଜର ଆସିଲେ ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ ଆୟ କରିବା ଆରମ୍ଭ କରିଦେଇଛନ୍ତି। ନିକଟରେ ଜିଭା ବାପା ଧୋନୀଙ୍କ ସହ ଏକ...
ମନେ ପଡ଼ିଲେ ବାପା
ସିଡନୀ,୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଚର୍ଚ୍ଚାରେ। ମ୍ୟାଚ୍ ଆରମ୍ଭରୁ ଜାତୀୟ ସଂଗୀତ ପରିବେଷଣ କରାଯାଉଥିବା ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ସେ। କେହି କେହି ଏହାକୁ...
Archives


