ଷ୍ଟିଭ ସ୍ମିଥଙ୍କୁ ଛାଡ଼ିପାରେ ରାଜସ୍ଥାନ ରୟାଲ୍ସ
ନୂଆଦିଲ୍ଲୀ,୧୨ା୧- ଆଇପିଏଲ ଦଳ ରାଜସ୍ଥାନ ରୟାଲ୍ସ ତା’ର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଛାଡ଼ିବାକୁ ଚିନ୍ତା କରୁଛି। ଏ ନେଇ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳିଙ୍କ ତାଲିକା ପ୍ରକାଶ ପୂର୍ବରୁ ଏହା ସ୍ପଷ୍ଟ...
କୋହଲିଙ୍କୁ ପଛରେ ପକାଇଲେ ସ୍ମିଥ୍
ଦୁବାଇ,୧୨।୧: ସିଡ୍ନୀ ଟେଷ୍ଟ ପରେ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ବଡ଼ ପରିବର୍ତ୍ତନ ଘଟିଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ। ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଉଭୟ ଇନିଂସରେ...
ସର୍ଜରୀ ପରେ ପ୍ରଶଂସକଙ୍କୁ ଏଭଳି ବାର୍ତ୍ତା ଦେଲେ ଏହି ଭାରତୀୟ ଅଲ୍ରାଉଣ୍ଡର
ସିଡନୀ,୧୨।୧: ଭାରତୀୟ କ୍ରିକେଟ ଟିମ୍ର ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ ହେବା ପରେ ଚତୁର୍ଥ ଟେଷ୍ଟରୁ ବାହାର ହୋଇଛନ୍ତି। ଅଷ୍ଟ୍ରେଲିଆରେ ସେ ନିଜ ଆଙ୍ଗୁଠିର ସର୍ଜରୀ କରାଇଛନ୍ତି। ଏହାପରେ ସେ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି...
ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ୯ ଖେଳାଳି ଆହତ
ସିଡନୀ,୧୨।୧: ବ୍ରିସବେନ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିଛି। ଭାରତୀୟ କ୍ରିକେଟ ଦଳ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ଅନ୍ତିମ ମ୍ୟାଚ୍ ପୂର୍ବରୁ ଅନ୍ତିମ-୧୧ ଖେଳାଇବାକୁ ନେଇ ଚିନ୍ତାରେ ପଡିଛି। ଅଷ୍ଟ୍ରେଲିଆ ଗସ୍ତରେ ଥିବା...
ଗାଳି କରି ପାରିଲେନି, ଶେଷରେ ମାଗିଲେ କ୍ଷମା
ସିଡନୀ,୧୨।୧: ସିଡନୀ ଟେଷ୍ଟ ସମୟରେ ପଡ଼ିଆରେ ହୋଇଥିବା ଆଚରଣ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍ ଭାରତୀୟ ଖେଳାଳିଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଅଧିନାୟକତ୍ୱ ଭଲ ନ ଥିଲା ଏବଂ ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ...
ଭାରତୀୟ ଦଳକୁ କ୍ଷମା ମାଗିଲେ ଏହି ଖେଳାଳି
ସିଡ୍ନୀ, ୧୨।୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ଣ୍ଣର ମଙ୍ଗଳବାର ଭାରତୀୟ ଖେଳାଳିଙ୍କ ଉପରେ ଜାତିଆଣ ମନ୍ତବ୍ୟକୁ ବିରୋଧ କରି ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ନିକଟରେ କ୍ଷମା ମାଗିଛନ୍ତି। ଓ୍ବାର୍ଣ୍ଣର କହିଛନ୍ତି, ତୃତୀୟ ଟେଷ୍ଟ ସମୟରେ ଯାହା ଘଟିଥିଲା...
ବେଷ୍ଟଫ୍ରେଣ୍ଡ୍ ହୋଇପାରନ୍ତି ଧୋନୀ-କୋହଲିଙ୍କ ଝିଅ
ପୁରୁଣା ବନ୍ଧୁ ଏବଂ ସମ୍ପର୍କ କେବେବି ଭୁଲିହୁଏ ନାହିଁ। ଏମିତି ସମ୍ପର୍କ ଭାରତର ଏବେକାର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀଙ୍କ ମଧ୍ୟରେ ରହିଛି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବ ଯେ, କୋହଲିଙ୍କ...
୭ ବର୍ଷ ପରେ ପ୍ରଥମ ଉଇକେଟ୍ ନେଇ କାନ୍ଦିଲେ ଏହି କ୍ରିକେଟର୍
ଥିରୁଭାନନ୍ତପୁରମ,୧୨।୧: ଭାରତୀୟ ବୋଲର ଏସ ଶ୍ରୀସନ୍ଥ ୭ ବର୍ଷ ପରେ କ୍ରିକେଟ ପଡ଼ିଆକୁ ଫେରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ କେରଳ ପକ୍ଷରୁ ଖେଳୁଛନ୍ତି। କେରଳ ଦଳର ପେସ୍ ଆକ୍ରମଣର ନେତୃତ୍ୱ ନେଇଥିବା ଶ୍ରୀସନ୍ଥ ପୁଡୁଚେରୀ ବିପକ୍ଷରେ ଚାରି...
ସାଇନା ନେହଓ୍ବାଲ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍
ନୂଆଦିଲ୍ଲୀ,୧୨।୧: ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ରିପୋର୍ଟ ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ସେ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ୍ ଖେଳିବା ପାଇଁ ଥାଇଲାଣ୍ଡ ଯାଇଥିଲେ। ଏଠାରେ ଜାନୁୟାରୀ...
ଏହି ଘଟଣା ଦେଖି ଭୟଭୀତ ହୋଇଯାଇଥିଲେ ରାମ
ବହୁଚର୍ଚ୍ଚିତ ମେଗା ସିରିଏଲ୍ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋବିଲ ଆଜି ୬୨ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ପିଲାଦିନ ଉତ୍ତରପ୍ରଦେଶର ମେରୁଟରେ ଅତିବାହିତ ହୋଇଥିଲା। ସେ ମେରୁଟ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ ଏବଂ ୧୭...
ବିରାଟ-ଅନୁଷ୍କା ଝିଅର ନାମ କ’ଣ ରଖିଲେ ଜାଣନ୍ତୁ…
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଅନୁଷ୍କା ଏବଂ ଝିଅ ଉଭୟ ଭଲରେ ଥିବା ବିରାଟ...
କୋହଲି ପିତା ହେବା ପରେ ହୃଦୟସ୍ପର୍ଶୀ ବାର୍ତ୍ତା ଦେଲେ ଏହି କ୍ରିକେଟର୍
ଜାନୁଆରୀ ୧୧ ତାରିଖ ଟିମ ଇଣ୍ଡିଆର ପ୍ରଶଂସକଙ୍କ ପାଇଁ ଦ୍ୱିଗୁଣ ଖୁସି ଆଣିଛି। ଗୋଟିଏ ପଟେ ଭାରତୀୟ କ୍ରିକେଟ ଦଳ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟକୁ ଚମତ୍କାର ଢଙ୍ଗରେ ଡ୍ର କରିଥିବାବେଳେ ଅନ୍ୟ ପଟେ ମୁମ୍ବାଇରେ ସେହି ଦଳର...
Archives


