ଖେଳ

ଡେବ୍ୟୁ ମ୍ୟାଚ୍‌ରେ କମାଲ କଲେ ନଟରାଜନ: ପ୍ରଥମ ଦିନ ଅଷ୍ଟ୍ରେଲିଆ ୨୭୪/୫

ବ୍ରିସବେନ୍‌,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରିଥିବା ଟି.ନଟରାଜନ କମାଲ ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଦଳକୁ ପ୍ରାରମ୍ଭିକ ୨ଟି ଝଟ୍‌କା ଲାଗିଥିଲା।...

ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୫।୧: ଯେକୌଣସି କ୍ରୀଡାରେ ଜଣେ ଯୁବ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ପୁନର୍ବାର ସୁଯୋଗ ମିଳିଥାଏ। କ୍ରିକେଟ ମଇଦାନରେ ମଧ୍ୟ ଅନେକ ଖେଳାଳି ନିଜର...

୭୫ ବର୍ଷ ପରେ ଭାରତୀୟ କ୍ରିକେଟରେ ଘଟିଲା ଏମିତି

ବ୍ରିସବେନ୍‌,୧୫।୧: ଟେଷ୍ଟ କ୍ରିକେଟରେ ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯାଉଛି। ପ୍ରତ୍ୟେକ ଦଳ ଦୀର୍ଘ ଦିନ ଧରି କ୍ରିକେଟର ସବୁଠାରୁ ବଡ ଫର୍ମାଟ ଖେଳୁଥିବା ଖେଳାଳିଙ୍କ ଶ୍ରେଷ୍ଠ ଏକାଦଶରେ ବାଛିବାକୁ ପସନ୍ଦ କରନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚରେ ଗତ ଦଶନ୍ଧିର ସବୁଠାରୁ...

ଯୌନ ଶୋଷଣ ମାମଲାରେ ଫସିଗଲେ କ୍ରିକେଟ୍‌ ଦଳର ଅଧିନାୟକ

ଲାହୋର,୧୫।୧: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଯୌନ ଶୋଷଣ ମାମଲାରେ ଫସିଯାଇଛନ୍ତି। ଲାହୋରର ଏକ ଅଦାଲତ ତାଙ୍କ ନାଁରେ ମାମଲାରେ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲାହୋର ବାସିନ୍ଦା ହମିଜା ମୁଖତାର୍‌ ନାମକ ଯୁବତୀ ବାବରଙ୍କ ନାଁାରେ...

ଭାରତକୁ ପୁଣି ଝଟ୍‌କା, ମ୍ୟାଚ୍‌ ଅଧାରୁ ପଡିଆ ଛାଡି ଚାଲିଗଲେ ଏହି କ୍ରିକେଟର୍‌

ବ୍ରିସବେନ୍‌,୧୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ବ୍ରିସବେନରେ ଆରମ୍ଭ ହୋଇଛି। ସିରିଜର ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତୀୟ ଦଳ ଅନେକ ବଡ଼ ପରିବର୍ତ୍ତନ ଏବଂ ତାରକା ଖେଳାଳିଙ୍କ ବିନା ଅବତରଣ କରିଥିଲା। ଭାରତର...

୧୪୫ କିମି ବେଗରେ ପଡିଲା ବଲ୍‌, ବ୍ୟାଟ୍ସମ୍ୟାନ୍‌ଙ୍କ ହେଲା ଏମିତି ଅବସ୍ଥା

କଲମ୍ବୋ,୧୫।୧: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଇଂଲଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ଇଂଲଣ୍ଡର ପେସ ବୋଲର ମାର୍କ ଉଡ୍‌ ୧୪୫ କିମି ବେଗରେ ବୋଲିଂ କରି ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କ...

ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍‌, କୁନି ଝିଅ ମୁଣ୍ଡରେ ବାଜିଲା ବଲ୍‌: ଆଉ ତା’ପରେ

ଅକଲାଣ୍ଡ,୧୫।୧: ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୋଫି ଡିଭାଇନ ସୁପର ସ୍ମାସ ଟି -୨୦ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମାତ୍ର ୩୬ ବଲରେ ଶତକ ହାସଲ କରିଛନ୍ତି। ୱେଲିଙ୍ଗଟନରେ ଖେଳୁଥିବା ସୋଫି ଓଟେଗା ବିପକ୍ଷ ୩୮ ବଲରୁ ୧୦୮ ସ୍କୋର...

ଗୋଟିଏ କାନରେ ଶୁଣିପାରୁ ନ ଥିଲେ ଏହି କ୍ରିକେଟର୍‌, ଦେଶ ପାଇଁ କଲେ ଡେବ୍ୟୁ

ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି। ଆହତ କାରଣରୁ ଟିମ ଇଣ୍ଡିଆର ଦୁଇ ଅଭିଜ୍ଞ ବୋଲର ଯଶପ୍ରୀତ ବୁମ୍‌ରା ଓ...

ବିଦାୟ ନେବ ଏମିତି: କ୍ୟାରିୟରର ଶେଷ ମ୍ୟାଚ୍‌ରେ ଏମିତି କରିଥିଲେ ଧମାକା

ଜଣେ ଖେଳାଳି ପାଇଁ ତା କ୍ୟାରିୟରର ପ୍ରଥମ ଏବଂ ଶେଷ ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ରିକେଟରେ ଡେବ୍ୟୁ କରିଥିବା ଖେଳାଳି ତାଙ୍କର ପ୍ରଥମ ଏବଂ ଶେଷ ମ୍ୟାଚ୍‌ ସ୍ମରଣୀୟ କରିବାକୁ ଚାହାନ୍ତି। କେତେକ ଖେଳାଳି ନିଜର ପ୍ରଥମ ମ୍ୟାଚ୍‌ରେ ଶହେ...

ଡେବ୍ୟୁ ମ୍ୟାଚ୍‌ରେ ବିରଳ ରେକର୍ଡର ଅଧିକାରୀ ହେଲେ ଏହି କ୍ରିକେଟର୍‌

ବ୍ରିସବେନ,୧୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ୍‌ରରେ ଶେଷ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅନେକ ଖେଲାଳି ଆହତ ଥିବାରୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଆହତ କାରଣରୁ ଟିମ ଇଣ୍ଡିଆର ଦୁଇ ଅଭିଜ୍ଞ ବୋଲର...

ଅନଭିଜ୍ଞ ବୋଲିଂ ଆଟାକ୍‌ ସହ ପଡିଆକୁ ଓହ୍ଲାଇଲା ଭାରତ

ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।...

ପଡିଆରେ କାଟୁଥିଲେ ଘାସ, ଏବେ ଦେଶ ପାଇଁ ଖେଳିବେ ୧୦୦ତମ ଟେଷ୍ଟ

ବ୍ରିସବେନ୍‌,୧୪।୧: ଆସନ୍ତା ଜାନୁୟାରୀ ୧୫ରୁ ବ୍ରିସବେନ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଫ୍‌ ସ୍ପିନର୍‌ ନାଥାନ ଲିଅନଙ୍କ ପାଇଁ ଖାସ୍‌ ହେବ। କାରଣ ତାଙ୍କର ଏହା ୧୦୦ତମ ଟେଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri