ଖେଳ

୮୦ ଫୁଟ ଗଭୀର କୂଅକୁ ୯ବର୍ଷର ଶିଶୁ ଫିଙ୍ଗି ଦେଲେ ଯୁବକ, ୩ ଦିନ ପରେ..

ଫିରୋଜାବାଦ୍‌,୧୦।୨: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ ଏହି ଉକ୍ତିର ଯଥାର୍ଥତା ଉତ୍ତର ପ୍ରଦେଶର ଫିରୋଜାବାଦରେ ଜିଲାରେ ସତ୍ୟ ସାବ୍ୟସ୍ତ ହୋଇଛି। ଏଠାରେ ଏକ ୯ ବର୍ଷୀୟ ବାଳକଙ୍କୁ ୮୦...

ମୁମ୍ବାଇ ଦଳରେ ସ୍ଥାନ ପାଇଲେ ନାହିଁ ସଚିନ ତେନ୍ଦୁଲକରଙ୍କ ପୁଅ

ମୁମ୍ବାଇ,୧୦।୨: ଫେବୃଆରୀ ୨୦ରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫିରେ ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ମୁମ୍ବାଇ ଦଳର ଅଧିନାୟକ ଭାବରେ ମନୋନୀତ କରାଯାଇଛି। ମୁମ୍ବାଇ କ୍ରିକେଟ ଆସୋସିଏସନ ୨୨ ଜଣିଆ ଦଳ ଘୋଷଣା କରିଛି। ଭାରତୀୟ ଓପନର୍‌...

ଓ୍ବାଶିଂଟନ୍‌ଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିବ କି? ଗାଭାସ୍କର ଦେଲେ ଏଭଳି ଜବାବ

ଚେନ୍ନାଇ,୧୦।୨: ସ୍ଥାନୀୟ ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୨୨୭ରନ୍‌ରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ଭାରତୀୟ ଟିମ୍‌। ଏହା ପରେ ଦଳରେ ନିଆଯାଇଥିବା ଖେଳାଳିଙ୍କୁ ନେଇ ପ୍ରଶ୍ନ ଉଠୁଛି। ଅଧିନାୟକ ବିରାଟ କୋହଲି...

କୋହଲିଙ୍କୁ ଆଉ ଏକ ବଡ ଝଟ୍‌କା

ଚେନ୍ନାଇ,୧୦।୨: ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ପରାଜୟ ପରେ ବିରାଟ କୋହଲିଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି। ଏଥି ସହିତ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ...

ରୁଟ୍‌ଙ୍କୁ ନେଇ ନାସିର୍‌ ହୁସେନଙ୍କ ଭବିଷ୍ୟବାଣୀ: କହିଲେ ସେ ଭାଙ୍ଗିଦେବେ…

ଲଣ୍ଡନ,୧୦।୨: ସାଧାରଣତଃ ବ୍ୟାଟ୍ସମ୍ୟାନ୍‌ମାନେ ସ୍ପିନ୍‌କୁ ଖେଳିବାକୁ ଅସହଜ ମନେ କରିଥାନ୍ତି। ହେଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ସ୍ପିନ୍‌ ବଲ୍‌କୁ ସାମ୍ନା କରୁଥିବା ଦେଶର ସର୍ବକାଳୀନ ସର୍ବଶ୍ରେଷ୍ଠ ଖେଳାଳି। ତାଙ୍କ ପାଖରେ ଦେଶର ସମସ୍ତ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିବାର...

ରାହାନେଙ୍କୁ କଟାକ୍ଷ କଲେ ମାଞ୍ଜରେକର୍‌: କୋହଲି କହିଲେ ଏଭଳି…

ଚେନ୍ନାଇ,୧୦।୨: ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ର ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ଭାବେ ୨୨୭ ରନ୍‌ରେ ଭାରତ ପରାସ୍ତ ହୋଇଛି। ଏହି ବିଜୟ ସହ ଇଂଲଣ୍ଡ ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି।...

ପେଟ ପୋଷିବା ପାଇଁ ବାର୍‌ରେ କାମ କରୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ

ଚେନ୍ନାଇ,୧୦।୨: ଚେନ୍ନାଇ ଟେଷ୍ଟରେ ଭାରତକୁ ପରାସ୍ତ କରିଛି ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ହିରୋ ଥିଲେ ଅଧିନାୟକ ଜୋ ରୁଟ୍‌। ଭାରତ ବିପକ୍ଷରେ ୧୦୦ତମ ଟେଷ୍ଟରେ ଦ୍ୱିଶତକ ସ୍କୋର କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।...

ଅନେକ ଥର ପ୍ରେମରେ ପଡ଼ିଥିଲେ ଏହି ଖେଳାଳି; ୨ ଛାଡପତ୍ର, ପୁଅର ମୃତ୍ୟୁପରେ ଭାଙ୍ଗିପଡ଼ିଥିଲେ

ଭାରତର ମହାନ ଅଧିନାୟକ ମହମ୍ମଦ ଆଜ୍ଝାରୁଦ୍ଦିନଙ୍କ କ୍ରିକେଟ କ୍ୟାରିୟର ବହୁତ ଭଲ ରହିଥିବା ବେଳେ ପ୍ରେମ ଜୀବନ ବିବାଦୀୟ ଥିଲା। ବଲିଉଡ୍‌ ଅଭିନେତ୍ରୀ ସଙ୍ଗୀତା ବିଜ୍‌ଲାନୀଙ୍କ ପାଇଁ ସେ ନିଜର ୯ ବର୍ଷର ବୈବାହିକ ଜୀବନକୁ ଭାଙ୍ଗିଦେଇଥିଲେ। ମାତ୍ର ତାଙ୍କର...

ଆଉ ଗୋଟିଏ ପରାଜୟ ହେଲେ ବିଦା ହେବ ଭାରତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରିଟି ଟେଷ୍ଟ ମ୍ୟାଚ ସିରିଜ୍‌ ଏବେ ଚାଲିଛି। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ମଧ୍ୟ ଏହି ସିରିଜରୁ ସ୍ଥିର ହେବ। ନ୍ୟୁଜିଲାଣ୍ଡ ଟାଇଟଲ ମୁକାବିଲାକୁ ନିଶ୍ଚିତ କରିସାରିଛି। ଏବେ ଭାରତ-ଇଂଲଣ୍ଡ ସିରିଜରୁ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ଚତୁର୍ଥ ସ୍ଥାନକୁ ଖସିଲା ଭାରତ: ଇଂଲଣ୍ଡ ଆଶା ଉଜ୍ଜୀବିତ

ଦୁବାଇ, ୧୦ା୨ (ପି.ଟି.)-ଚେନ୍ନାଇରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୨୨୭ ରନରେ ପରାଜୟ ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଅନ୍ୟପକ୍ଷରେ ଭ୍ରମଣକାରୀ ଦଳର ଉଦ୍‌ଘାଟନୀ ଇଭେଣ୍ଟର ଫାଇନାଲରେ...

ରମେଶ ପାଓ୍ବାର ମୁମ୍ବାଇ କୋଚ୍‌ ନିଯୁକ୍ତ

ମୁମ୍ବାଇ, ୧୦ା୨ (ପି.ଟି.)-ଫେବୃୟାରୀ ୨୦ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ଭାରତର ପୂର୍ବତନ ଅଫ୍‌ ସ୍ପିନର ରମେଶ ପାଓ୍ବାରଙ୍କୁ ମୁମ୍ବାଇ କ୍ରିକେଟ ଦଳର କୋଚ ଭାବେ ନିଯୁକ୍ତି ଦିଆଯାଇଛି। ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ସମ୍ପାଦକ...

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୧୦ା୨: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଇଣ୍ଡିଆ ସୁପର ଲିଗ୍‌ (ଆଇଏସ୍‌ଏଲ) ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଏଟିକେ ମୋହନବାଗାନ ୨-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ଦଳ ପକ୍ଷରୁ ରୟ କ୍ରିଷ୍ଣା ୩୭ତମ ମିନିଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri