ଖେଳ

କିଙ୍ଗ୍ସ ଇଲେଭେନ୍‌ ଏଣିକି ପଞ୍ଜାବ କିଙ୍ଗ୍ସ

ନୂଆଦିଲ୍ଲୀ, ୧୬ା୨ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟିମ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମ୍‌ର ନାମ ପରିବର୍ତ୍ତନ କରାଯାଇଛି। ଆଗାମୀ ସିଜନରେ ଏହା ପଞ୍ଜାବ କିଙ୍ଗ୍ସ ଭାବେ ପରିଚିତ ହେବ। ନାମ ପରିବର୍ତ୍ତନ କରିବା ଦଳର ବହୁଦିନର ଯୋଜନା ଥିଲା।...

ମୁମ୍ବାଇକୁ ହରାଇଲା ବେଙ୍ଗାଲୁରୁ

ବାମ୍ବୋଲିମ୍‌ ୧୬ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସି ୪-୨ ଗୋଲରେ ମୁମ୍ବାଇ ସିଟିକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ କ୍ଲିଟନ ସିଲ୍‌ଭା ୧ମ ଓ...

ଫାଉଲରଙ୍କ ଅଡୁଆ ବଢ଼ିଲା

ମାର୍ଗାଓ, ୧୬ା୨ (ପି.ଟି.): ଏସ୍‌ସି ଇଷ୍ଟବେଙ୍ଗଲର ହାଇପ୍ରୋଫାଇଲ ଇଂଲିଶ କୋଚ୍‌ ରୋବି ଫାଉଲରଙ୍କୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ ସୋମବାର କାରଣ ଦର୍ଶାଅ ନୋଟିସ୍‌ ହେବାରୁ ତାଙ୍କ ଅଡୁଆ ବଢିଯାଇଛି। ତାଙ୍କୁ ଶୃଙ୍ଖଳା କମିଟି ଆଗରେ ହାଜର ହେବାକୁ...

କ୍ରିକେଟରୁ ନମନ ଓଝାଙ୍କ ଅବସର

ଭୋପାଳ, ୧୬ା୨ (ପି.ଟି.)- ଭାରତର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ନମନ ଓଝା ସୋମବାର କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏହାଦ୍ୱାରା ଦୁଇ ଦଶନ୍ଧି ଘରୋଇ କ୍ୟାରିୟରର ପରିସମାପ୍ତି ଘଟିଛି। ମଧ୍ୟପ୍ରଦେଶର ଏହି ୩୭ବର୍ଷୀୟ କ୍ରିକେଟର ରଣଜୀ...

କୋଭିଡ୍‌ ନିୟମ ଭାଙ୍ଗି ଚେପକ ଗ୍ରାଉଣ୍ଡରେ ପଶିଗଲେ ଛାତ୍ର, ଆଉ ତାପରେ

ଚେନ୍ନାଇ, ୧୫।୨ : ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ବେଳେ ସ୍ଥାନୀୟ ସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ର କୋଭିଡ୍‌ ପ୍ରୋଟୋକଲ ଭଙ୍ଗ କରିଛନ୍ତି। ଟେଷ୍ଟ ମ୍ୟାଚର ତୃତୀୟ ଦିନ ଅର୍ଥାତ ସୋମବାର ମଧ୍ୟାହ୍ନ...

ମହାନ ଅଲରାଉଣ୍ଡରଙ୍କୁ ପଛରେ ପକାଇଲେ ଅଶ୍ୱିନ

ଚେନ୍ନାଇ, ୧୫।୨ : ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୫ ଉଇକେଟ ନେବା ସହ ଶତକୀୟ ଇନିଂସ ଖେଳିଛନ୍ତି। କ୍ୟାରିୟରରେ ତୃତୀୟ ଥର ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ଉଭୟ ବ୍ୟାଟ ଓ...

ବୋଲିଂ ପରେ ବ୍ୟାଟିଂରେ କରାମତି ଦେଖାଇଲେ ଅଶ୍ୱିନ

ଚେନ୍ନାଇ, ୧୫।୨ : ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ପରେ ବ୍ୟାଟିଂରେ ନିଜ କରାମତି ଦେଖାଇଛନ୍ତି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ହାତେଇଥିବା ଅଶ୍ୱିନ ଦ୍ୱିତୀୟ ପାଳିରେ ହାସଲ କରିଛନ୍ତି ଶତକ। ଆଉ...

ଇଂଲଣ୍ଡ ସାମ୍ନାରେ ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଭାରତ

ଚେନ୍ନାଇ,୧୫।୨: ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାରି ରହିଛି। ସୋମବାର ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆ ଇଂଲଣ୍ଡ ସାମ୍ନାରେ ୪୮୨ ରନ୍‌ର ବିଜୟ...

ଯୁବରାଜଙ୍କ ନାଁରେ ମାମଲା ରୁଜୁ

ଭାରତର ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଦଳିତ ସମାଜ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ହରିୟାଣା ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଗତ ବର୍ଷ ଜୁନ ୧ରେ ଭାରତୀୟ ଦଳର ଓପନର୍‌...

ହାତକୁ ଦି ହାତ ହେଲେ ଏହି କ୍ରିକେଟର୍‌

ସିଡନୀ,୧୫।୨: ଅଷ୍ଟ୍ରେଲିଆ ଅଲରାଉଣ୍ଡର ବେନ କଟିଙ୍ଗ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଦୀର୍ଘ ଦିନର ପ୍ରେମିକା ତଥା ଟିଭି ଉପସ୍ଥାପିକା ଏରିନ ହଲ୍ୟାଣ୍ଡଙ୍କୁ ବିବାହ କରିଛନ୍ତି। ବିବାହର ସୁନ୍ଦର ଫଟୋ ଉଭୟ ନିଜ ସୋସିଆଲ ମିଡିଆ ଶେୟାର କରିବା...

ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲମାବାଦ୍‌,୧୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନ ଭାରତୀୟ କ୍ରିକେଟ୍‌ ଦଳକୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି ଯେ ଭାରତ ମୌଳିକ କ୍ରିକେଟ ଭିତ୍ତିଭୂମିରେ ଉନ୍ନତି ହେତୁ ବିଶ୍ୱର ଏକ ପ୍ରମୁଖ ଦଳ ଭାବେ...

ପଡିଆରେ ଏହି କ୍ରିକେଟର୍‌ଙ୍କୁ ଚାପୁଡା ମାରିଲେ ରୋହିତ ଶର୍ମା

ଚେନ୍ନାଇ,୧୫।୨: ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଏକ ମଜାଦାର ଘଟଣା ଘଟିଥିଲା । ଦ୍ୱିତୀୟ ଦିନରେ ଭାରତର ପ୍ରଥମ ଇନିଂସ ୩୨୯ରେ ଶେଷ ହୋଇଥିବାବେଳେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri