କ୍ରିକେଟ୍ରେ କେମିତି ମିଳିବ ପରିଚୟ,ସଚିନ କଲେ ଖୁଲାସା
ମୁମ୍ବାଇ,୨୪।୨: କ୍ରିକେଟର୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବିଶ୍ୱାସ କରନ୍ତି ଯେ, ଜଣେ ଖେଳାଳି ତାଙ୍କ ପୃଷ୍ଠଭୂମି ଦ୍ୱାରା ନୁହେଁ ବରଂ ପଡ଼ିଆରେ ପ୍ରଦର୍ଶନ ଦ୍ୱାରା ଖେଳରେ ନିଜର ପରିଚୟ ସୃଷ୍ଟି କରିଥାଏ। ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଅନ୍ଏକାଡେମୀର ବ୍ରାଣ୍ଡ...
‘ଏମିତି କିଛି କାମ ଅଛି କି ଯାହା ବିରାଟ କୋହଲି କରିପାରିବେ ନାହିଁ’
ଅହମଦାବାଦ୍,୨୪।୨:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ‘ରନ ମେସିନ’ ଭାବରେ ଜଣାଶୁଣା। ବିରାଟ କୋହଲି ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ବଡ଼ ସଫଳତା ହାସଲ କରିଛନ୍ତି। ବିରାଟ କୋହଲି ଜଣେ ମହାନ ଅଧିନାୟକ, ବ୍ୟାଟ୍ସମ୍ୟାନ ଏବଂ ଫିଲ୍ଡର। ଏହା...
ପୁଣି ବିଶ୍ୱରେକର୍ଡ କଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍
ଓ୍ବେଷ୍ଟଇଣ୍ଡିଜର ଭେଟେରାନ କ୍ରିସ ଗେଲ ବିଶ୍ୱର ସମସ୍ତ ଟି -୨୦ ଲିଗରେ ନିଜର ଧମାକା ଦେଖାଇସାରିଛନ୍ତି। ନିକଟରେ ସେ ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ ଅର୍ଦ୍ଧଶତକ ହାସ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପାକିସ୍ତାନରେ ଟି -୨୦ରେ...
ଆଜିର ଦିନରେ ଇତିହାସ ରଚିଥିଲେ ସଚିନ ତେନ୍ଦୁଲକର
ମୁମ୍ବାଇ,୨୪।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ୟାରିୟର୍ରେ ଅନେକ ବଡ ବଡ ରେକର୍ଡ ହାସଲ କରିଥିଲେ। ତାଙ୍କୁ କ୍ରିକେଟର୍ ଭଗବାନ ଆଖ୍ୟା ମଧ୍ୟ ଦିଆଯାଇଛି। ଫେବୃୟାରୀ ୨୪, ୨୦୨୧ରେ ଗ୍ବାଲିଅରର କ୍ୟାପଟେନ ରୂପ ସିଂ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ...
ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଈଶାନ୍ତ, କହିଲେ-‘ଏହି ଅଭିଶାପକୁ ଆଶୀର୍ବାଦ ଭଳି ଗ୍ରହଣ କରିଛି’..
ନୂଆଦିଲ୍ଲୀ,୨୪ା୨: ଭାରତ-ଇଲଂଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍ କ୍ରିକେଟର ଇଶାନ୍ତ ଶର୍ମାଙ୍କ କ୍ୟାରିୟରର ୧୦୦ତମ ମୁକାବିଲା ହେବ। କୌଣସି ଖେଳାଳି ପାଇଁ ଏହା ବେଶ ଗୌରବର ସମୟ। ଏହାସତ୍ତ୍ୱେ ବେଶ୍ ଖୁସି ନାହାନ୍ତି ଈଶାନ୍ତ। ଜୀବନର ବଡ଼...
ଟାଇଗର ଉଡସ୍ ଗୁରୁତର ଆହତ
ଲସ୍ ଏଞ୍ଜେଲସ୍,୨୪।୨: ଗଲ୍ଫର ଟାଇଗର ଉଡସ୍ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଛି। ଚିକିତ୍ସା ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏୟାର ବ୍ୟାଗ୍ ଯୋଗୁ ତାଙ୍କର ବିଶେଷ କ୍ଷତି ହୋଇ ନ...
ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ମୁକାବିଲା: ଜାଣନ୍ତୁ କେବେ ଆଉ କେଉଁଠି ଦେଖିପାରିବେ ଏହି ଦିବାରାତ୍ର ମ୍ୟାଚ୍
ଅହମ୍ମଦାବାଦ,୨୩।୨: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଶେଷ ହେବା ପରେ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ଦ୍ୱିତୀୟ ଟିମ୍ ବିଷୟରେ ଜଣାପଡ଼ିବ। କାରଣ ଏଥିପାଇଁ ଭାରତକୁ ନିହାତି ପକ୍ଷେ...
ଆଇଏସ୍ଏଲ୍: ନର୍ଥ ଇଷ୍ଟ ବିଜୟୀ
ମାର୍ଗାଓ,୨୪।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ମଙ୍ଗଳବାର ଖେଳଯାଇଥିବା ମ୍ୟାଚ୍ରେ ନର୍ଥଇଷ୍ଟ ୟୁନାଇଟେଡ ୨-୧ ଗୋଲରେ ଇଷ୍ଟ ବେଙ୍ଗଲ୍କୁ ପରାସ୍ତ କରିଛି। ନର୍ଥଇଷ୍ଟ ତରଫରୁ ଭି.ପି. ସୁହେର ୪୮ତମ ମିନିଟ୍ରେ ଗୋଲ ଦେଇଥିଲେ। ୫୫ ମିନିଟ୍ରେ ଇଷ୍ଟ ବେଙ୍ଗଲର ସାର୍ଥକ...
ବିଜୟ ହଜାରେ ଟ୍ରଫି: ବିହାର ଖେଳାଳି କୋଭିଡ୍ ପଜିଟିଭ୍
ମୁମ୍ବାଇ, ୨୪।୨ (ପି.ଟି.)-ବିଜୟ ହଜାରେ ଟ୍ରଫିରେ ବିହାରର ଜଣେ ଖେଳାଳି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରେ ଦଳର ଅନ୍ୟ ଖେଳାଳିମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଛି। କରୋନା ସଂକ୍ରମିତ ଖେଳାଳି ଏବେ ବେଙ୍ଗାଲୁରୁରେ ଅଛନ୍ତି। ତାଙ୍କୁ ବର୍ତ୍ତମାନ ଅନ୍ୟ ଖେଳାଳିଙ୍କଠାରୁ...
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥରଙ୍ଗା
କଲମ୍ବୋ, ୨୪।୨(ପି.ଟି.)-ଶ୍ରୀଲଙ୍କାର ଭେଟେରାନ ଓପନର ଉପୁଲ ଥରଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ୧୫ବର୍ଷ କ୍ୟାରିୟରରେ କିଛି ସମୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି। ୩୬ବର୍ଷୀୟ ଥରଙ୍ଗା ହେଉଛନ୍ତି ଜଣେ ବାମହାତୀ ବ୍ୟାଟ୍ସମ୍ୟାନ।...
ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍ କ୍ରିକେଟ: ଭୁବନେଶ୍ୱର ‘ଏ’ ଚାମ୍ପିୟନ
ଭୁବନେଶ୍ୱର, ୨୪।୨ (କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ଆନ୍ତଃଜିଲା କ୍ରିକେଟ ଟୁର୍ନାମେଣ୍ଟରେ ଭୁବନେଶ୍ୱର ‘ଏ’ ଚାମ୍ପିୟନ ହୋଇଛି। ମଙ୍ଗଳବାର ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲରେ ଭୁବନେଶ୍ୱର ‘ଏ’ ଦଳ ୬ ଉଇକେଟରେ...
ଜାତୀୟ ଲେଗ୍ କ୍ରିକେଟ: ଓଡ଼ିଶା ଚାମ୍ପିୟନ
ଭୁବନେଶ୍ୱର, ୨୪।୨(କ୍ରୀଡ଼ା ପ୍ରତିନିଧି)-ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଉଦ୍ଯାପିତ ୯ମ ଜାତୀୟ ଲେଗ୍ କ୍ରିକେଟରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ଚନ୍ଦନ ରାୟଙ୍କ ନେତୃତ୍ୱାଧୀନ ଓଡ଼ିଶା ଫାଇନାଲରେ ଦିଲ୍ଲୀକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୮ ଓଭରରେ...
Archives


