ଅକ୍ଷରଙ୍କ ବୋଲିଂ ଦେଖି ଖୁସିରେ ଝୁମିଲେ ‘କ୍ରିକେଟର ଭଗବାନ’; ଟୁଇଟ୍ କରି କହିଲେ…
ଅହମ୍ମଦାବାଦ,୨୫।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଲଂଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳ ଜାରି ରହିଛି। ଏହି ଦିବାରାତ୍ର ମ୍ୟାଚ୍ର ପ୍ରଥମ ଦିନରେ ଚମକିଛନ୍ତି ଭାରତୀୟ ବୋଲର୍ ଅକ୍ଷର ପଟେଲ। ପ୍ରଥମ ପାଳିରେ ସେ ୨୧.୪ ଓଭର ବୋଲିଂ କରିଥିବା...
ପ୍ରଥମଥର ପାଇଁ ବାପାଙ୍କ ଖେଳ ଦେଖିବେ ଭାମିକା
ଅହମଦାବାଦ,୨୫।୨:ଭାରତୀ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ କିଛି ଦିନ ପୈତୃକ ଛୁଟି ନେବା ପରେ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଛନ୍ତି। ଅହମ୍ମଦାବାଦ୍ର ନବନିର୍ମିତ...
ପୁଣି ଇତିହାସ ରଚିଲେ ରୋହିତ ଶର୍ମା, ୩ଟି ଫର୍ମାଟରେ ଏମିତି କଲେ କାରନାମା
ଅହମ୍ମଦାବାଦ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଅହମ୍ମଦାବାଦର ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନରେ ଟସ ଜିତିବା ପରେ ଇଂଲଣ୍ଡ ବ୍ୟାଟିଂ କରିଥିଲା। କିନ୍ତୁ ପୂରା ଦଳ ମାତ୍ର...
ଗିରଫ ଭୟରେ ହାଇକୋର୍ଟ ଗଲେ କ୍ରିକେଟର୍ ଯୁବରାଜ ସିଂ
ଚଣ୍ଡିଗଡ,୨୫।୨:ଭାରତର ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଦଳିତ ସମାଜ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ହରିୟାଣା ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଅପମାନଜନକ ମନ୍ତବ୍ୟ ମାମଲାରେ ଗିରଫ ଭୟରେ ଯୁବରାଜଙ୍କ ପକ୍ଷରୁ...
ଯାହା ଗତ ୧୫ ଦିବାରାତ୍ର ଟେଷ୍ଟରେ ହୋଇ ନ ଥିଲା, ତାହା ମୋଟେରା ଟେଷ୍ଟର ପ୍ରଥମ ଦିନରେ ହେଲା ସମ୍ଭବ
ଅହମଦାବାଦ,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ବୋଲିଂ ଯାଦୁରେ ଇଂଲଣ୍ଡ ୧୧୨ ରନ ରେ ଅଲଆଉଟ୍ ହୋଇଛି। ପରେ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ...
ଭାଜପାରେ ସାମିଲ ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍
କୋଲକତା,୨୫।୨: ପୂର୍ବତନ କ୍ରିକେଟର ମନୋଜ ତିୱାରୀଙ୍କ ପରେ ଅଶୋକ ଡିିଣ୍ଡା ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ଡିଣ୍ଡା ଭାଜପାରେ ଯୋଗ ଦେଇଛନ୍ତି। ନିକଟରେ ସେ...
୧୦୦ତମ ଟେଷ୍ଟ ପାଇଁ ଈଶାନ୍ତ ସମ୍ବର୍ଦ୍ଧିତ
ଅହମଦାବାଦ, ୨୫।୨(ପି.ଟି.)- ଇଂଲଣ୍ଡ ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିବାରୁ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏକ ସ୍ମରଣିକା ଏବଂ ଗୃହ...
କାର ଦୁର୍ଘଟଣାରେ ଟାଇଗର ଉଡ୍ସ ଗୁରୁତର
ଲସ୍ ଏଞ୍ଜେଲ୍ସ, ୨୫।୨ (ପି.ଟି.): ଆମେରିକୀୟ ଗଲ୍ଫ ସୁପରଷ୍ଟାର ଟାଇଗର ଉଡର୍ସ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମଙ୍ଗଳବାର ରାସ୍ତା ମଝିରେ ଥିବା ଡିଭାଇଡରରେ ଟାଇଗରଙ୍କ ଏସ୍ୟୁଭି କାର...
କୋପା ଆମେରିକାରୁ ଓହରିଲେ କାତାର, ଅଷ୍ଟ୍ରେଲିଆ
ସାଓ ପାଉଲୋ,୨୫।୨(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରୁ କାତାର ଓ ଅଷ୍ଟ୍ରେଲିଆ ଓହରିଯାଇଛନ୍ତି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏହି ଦୁଇ ଦେଶ ଓହରିଯାଇଛନ୍ତି ବୋଲି ଆମେରିକୀୟ ସକ୍କର ଫେଡେରେଶନ ସୂଚନା ଦେଇଛି। ଟୁର୍ନାମେଣ୍ଟ ଜୁନ୍ ୧୧ରୁ...
ଇଣ୍ଡିଆନ ସୁପର ଲିଗ୍: ବିପିନଙ୍କ ହ୍ୟାଟ୍ରିକ, ଓଡ଼ିଶା ଏଫ୍ସିର ଶୋଚନୀୟ ପରାଜୟ
ବାମ୍ବୋଲିମ୍,୨୫।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ସିଟି ଏଫ୍ସି ୬-୧ ଗୋଲରେ ଓଡ଼ିଶା ଏଫ୍ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଅନୁଷ୍ଠିତ ସମ୍ପୂର୍ଣ୍ଣ ଏକପାଖିଆ ଏହି ମ୍ୟାଚ୍ରେ କିନ୍ତୁ ଓଡ଼ିଶା ପ୍ରଥମ ଗୋଲ...
ବିଜୟ ହଜାରେ ଟ୍ରଫି: ପଡିକାଲଙ୍କ ଶତକ: ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ
ଭୁବନେଶ୍ୱର,୨୫।୨(ସ୍ପୋର୍ଟ୍ସ ବ୍ୟୁରୋ): ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମେ କେରଳଠାରୁ ୩୪ ରନରେ ଭିଜେଡି ନିୟମରେ ପରାସ୍ତ ହେବା ପରେ ଓଡ଼ିଶା ଦ୍ୱିତୀୟ ମ୍ୟାଚ୍ରେ ରେଲ୍ଓ୍ବେଠାରୁ ୮ ଉଇକେଟରେ ପରାସ୍ତ ହୋଇଥିଲା। ବୁଧବାର...
ଭାରତ କବ୍ଜାରେ ଦିବାରାତ୍ର ଟେଷ୍ଟ
ଅହମ୍ମଦାବାଦ,୨୪।୨: ବିଶ୍ୱର ସର୍ବବୃହତ୍ କ୍ରିକେଟ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପ୍ରଥମ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ କବ୍ଜାରେ ରହିଛି। ପ୍ରଥମେ ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ...
Archives


