ଖେଳ

ଗୋଟିଏ ଦିନରେ ଦୁଇ କ୍ରିକେଟରଙ୍କ ଅବସର

ନୂଆଦିଲ୍ଲୀ,୨୬।୨: ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଦୁଇ ଖେଳାଳି ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଗୋଟିଏ ପକ୍ଷରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ ପଠାନ ଥିବାବେଳେ ଅନ୍ୟ ପଟେ ରହିଛନ୍ତି ପେସର ବିନୟ କୁମାର। ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟ...

କ୍ରିକେଟକୁ ଅଲ୍‌ବିଦା କଲେ ୨୦୦୭ ଟି୨୦, ୨୦୧୧ ବିଶ୍ୱକପ୍‌ ହିରୋ

ନୂଆଦିଲ୍ଲୀ,୨୬।୨: ପୂର୍ବତନ ଭାରତୀୟ ଅଲରାଉଣ୍ଡର ୟୁସୁଫ ପଠାନ ଶୁକବ୍ରାର ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ବଡ଼ ଭାଇ ୟୁସୁଫ ୨୦୦୭ ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ।...

ହାରିବା ପରେ ମାପିଚୁପି ପ୍ରତିକ୍ରିୟା ଦେଲେ ଇଂଲଣ୍ଡ ଅଧିନାୟକ: କହିଲେ ‘ପିଚ୍‌କୁ ଦୋଷ ଦେବା ଠିକ୍‌ ନୁହେଁ, ହେଲେ…’

ନୂଆଦିଲ୍ଲୀ,୨୬।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମୁକାବିଲାରେ ବିଜେତା ହୋଇଛି ଭାରତୀୟ ଟିମ୍‌। ୧୦ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇ ସିରିଜକୁ ୨-୧ ସ୍ଥିତିକୁ ଆଣିଛି ଭାରତ। ଏଥିସହ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ନିଜ ସ୍ଥାନ...

ଗୋଟିଏ ମ୍ୟାଚ୍‌ରେ ୧୧ ଉଇକେଟ; ଅଧିନାୟକ କୋହଲି କହିଲେ ‘ ଏ ବାପୁ….’

ଅହମ୍ମଦାବାଦ,୨୬।୨: ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’ ହୋଇଛନ୍ତି ଅକ୍ଷର ପଟେଲ। ସେ ମ୍ୟାଚ୍‌ରେ କେବଳ ୭୦ରନ୍‌ ଦେଇ ମୋଟ ୧୧ ଉଇକେଟ ନେଇ ଚକିତ କରିଥିଲେ। ଏଥିନେଇ କ୍ରିକେଟଜଗତ ସହ ଜଡ଼ିତ...

ଅଶ୍ୱିନଙ୍କୁ ଏବେ ଏହି ନାମରେ ଡାକିବେ କୋହଲି: କହିଲେ…

ଅହମ୍ମଦାବାଦ,୨୬।୨: ଭାରତୀୟ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ବେଶ୍‌ ସ୍ବତନ୍ତ୍ର ଥିଲା। କାରଣ ମ୍ୟାଚ୍‌ରେ ସେ ୪୦୦ ଉଇକେଟ ନେଇ ରେକର୍ଡ କରିଛନ୍ତି। ଏପରି କରିବାରେ ସେ ବିଶ୍ୱର ୬ଷ୍ଠ ସ୍ପିନର ପାଲଟିଛନ୍ତି। ଦିବାରାତ୍ର...

ଇଂଲଣ୍ଡ ଅଧିନାୟକଙ୍କ ଏଭଳି ପ୍ରଶଂସା କରି ପୁଣି ହୃଦୟ ଜିତିଲେ ସେହଓ୍ବାଗ୍‌, କହିଲେ ‘ଏହି ରୁଟ୍‌ର ସମସ୍ତ ଲାଇନ୍‌ ବ୍ୟସ୍ତ’

ନୂଆଦିଲ୍ଲୀ,୨୬।୨: ଭାରତୀୟ ପୂର୍ବ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହଓ୍ବାଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ମ୍ୟାଚ୍‌ ସମୟରେ ହେଉ ଅବା ପରେ ସେ ମଜାଳିଆ ପୋଷ୍ଟକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି। ଏବେ ସେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ...

ନମ୍ବର ୧ ହେଲା ଭାରତ

ଅହମଦାବାଦ,୨୬।୨: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୧୦ ଉଇକେଟରେ ହରାଇ ଚାରିମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି। ଏହି ବୃହତ ବିଜୟ ସହ ଭାରତ...

କ୍ରିକେଟ୍‌ ଇତିହାସରେ ୨୨ଥର ପାଇଁ ଘଟିଲା ଏମିତି

ଅହମଦାବାଦ,୨୬।୨: ଇଂଲଣ୍ଡ ବିପକ୍ଷ ପିଙ୍କ ବଲ ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷ କରି ବାଜିମାତ କରିଛି ଟିମ ଇଣ୍ତିଆ। ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସ୍ପିନରଙ୍କ ଆଗରେ ଇଂଲଣ୍ଡ ଦଳ ଧରାଶାୟୀ ହୋଇଛି। ଫଳରେ ଦୁଇ ଦିନରେ ମାତ୍ର...

ଇତିହାସ ରଚିଲେ ରୁଟ୍‌: ୩୮ ବର୍ଷ ପରେ କଲେ ଏମିତି କାରନାମା

ଅହମ୍ମଦାବାଦ,୨୬।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଘରୋଇ ଦଳ ବିଜୟ ହାସଲ କରିଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୧୪୫ ରନ କରିଥିଲା। ଇଂଲଣ୍ଡ ଅଧିନାୟକ ତଥା ପାର୍ଟ ଟାଇମ ସ୍ପିନର ଜୋ ରୁଟ ଆଠ...

୧୦୦ତମ ଟେଷ୍ଟରେ କଲେ ଏମିତି ନିଆରା କାରନାମା କଲେ ଇଶାନ୍ତ ଶର୍ମା

ଅହମ୍ମଦାବାଦ,୨୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ବୋଲର୍‌ ଇଶାନ୍ତ ଶର୍ମା ଏକ ନିଆରା କାର୍ଯ୍ୟ କରିଥିଲେ। ୧୦୦ ତମ ଟେଷ୍ଟ...

ବେଙ୍ଗାଲୁରୁକୁ ହରାଇ ଜାମସେଦପୁର ୬ଷ୍ଠ

ଭାସ୍କୋ, ୨୬।୨-ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ଗୁରୁବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସିକୁ ୩-୨ ଗୋଲରେ ହରାଇ ଜାମସେଦପୁର ଏଫ୍‌ସି ୬ଷ୍ଠ ସ୍ଥାନ ଅଧିକାର କରିଛି। ଉଭୟ ଦଳପାଇଁ ଏହାଥିଲା ଚଳିତ ସିଜନର ଶେଷ ଲିଗ୍‌ ମ୍ୟାଚ। ଜାମସେଦପୁର ୨୦...

କୋକୋ ଗଫ୍‌ ସେମିଫାଇନାଲରେ

ଆଡିଲେଡ୍‌, ୨୬ା୨ (ଏପି)-କୋକୋ ଗଫ୍‌ ଓ ଜିଲ୍‌ ଟିଚ୍‌ମ୍ୟାନ ଗୁରୁବାର ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୬ ବର୍ଷୀୟା ଗଫ୍‌ ୨-୬, ୬-୪, ୬-୪ ସେଟ୍‌ରେ ସେଲ୍‌ବି ରୋଜର୍ସଙ୍କୁ ପରାସ୍ତ କରିଥିବା ବେଳେ ଟିଚ୍‌ମ୍ୟାନ ୬-୪,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri