ଖେଳ

୫୧ ବର୍ଷରେ ବି ନୂଆ ନୂଆ ଗର୍ଲଫ୍ରେଣ୍ଡ କରିବାକୁ ପସନ୍ଦ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଲେଗ-ସ୍ପିନର ସେନ୍‌ ୱାର୍ଣ୍ଣ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। କ୍ରିକେଟର ଶ୍ରେଷ୍ଠ ଲେଗ-ସ୍ପିନର ଭାବରେ ମାନ୍ୟତା ପାଇବା ବ୍ୟତୀତ ୱାର୍ଣ୍ଣ ପ୍ରେମ ବ୍ୟାପାରକୁ ନେଇ ମଧ୍ୟ ଚର୍ଚ୍ଚାରେ ଥା’ନ୍ତି। ମହିଳାଙ୍କ ସହ ହେଉ କିମ୍ବା ବିବିଏଲ ଖେଳ…

ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଲେ ଓପନର, ପାଣି ପୂରାଇ ଦେଲେ ଆଣ୍ଡରସନ

ଟ୍ରେଣ୍ଟ ବ୍ରିଜ୍‌,୫।୮: ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି। ଦୁହେଁ ପ୍ରଥମ ଉଇକେଟ ପାଇଁ ଯୋଡ଼ିଥିଲେ ୯୭ ରନ୍‌। ଲାଗୁଥିଲା…

ଆଇପିଏଲ ଫ୍ରାଞ୍ଚାଇଜମାନଙ୍କ ଚିନ୍ତା ବଢ଼ାଇଲା ପାକିସ୍ତାନ

ନୂଆଦିଲ୍ଲୀ,୫।୮: ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଗୁରୁବାର ନ୍ୟୁଜିଲାଣ୍ଡ ସହିତ ଏକ ସୀମିତ ଓଭର ସିରିଜ୍‌ ଲାଗି କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିରିଜ୍‌ ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ଖେଳାଯିବ। ଏହି ସମୟରେ ଖେଳାଯିବାର ଅଛି ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଟିମ୍‌ ଇଣ୍ଡିଆକୁ ପ୍ରଶଂସା କଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୫।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳକୁ ପ୍ରଶଂସାରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର, କ୍ରିକେଟର୍ସଙ୍କ ପର୍ଯ୍ୟନ୍ତ ଶତମୁଖ ହୋଇଛନ୍ତି। ଏପରି କି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଦଳର ପୂର୍ବତନ ତଥା ମହାନ ଅଧିନାୟକ…

ସେମିରେ ପରାଜୟ ପରେ ଖେଳାଳିଙ୍କ ଘର ଆଗରେ ବାଣ ଫୁଟାଇ ନାଚିଲେ

ଡେରାଡୁନ,୫।୮: ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଆର୍ଜେଣ୍ଟିନାଠାରୁ ହାରିବା ପରେ ଭାରତୀୟ ମହିଳା ହକି ଦଳର ସ୍ବର୍ଣ୍ଣ ପଦକ ହାତେଇବା ଆଶା ମାଟିରେ ମିଶିଯାଇଛି। ହେଲେ ଏହି ପରାଜୟ ପରେ ଉତ୍ତରାଖଣ୍ଡର ହରିଦ୍ୱାର ଜିଲାରେ ମହିଳା ଦଳର ସଦସ୍ୟା ବନ୍ଦନା କାଟାରିୟାଙ୍କ ଘର…

ପୂରା ବର୍ଷ ପଡ଼ିଆରୁ ଦୂରେଇ ରହିବେ ଷ୍ଟାର ଖେଳାଳି

ଲଣ୍ଡନ,୫।୮: ଚଳିତ ବର୍ଷ କ୍ରିକେଟ ପଡ଼ିଆକୁ ଓହ୍ଲାଇପାରିବେ ନାହିଁ ଇଂଲଣ୍ଡର ଷ୍ଟାର ପେସର ଜୋଫ୍ରା ଆର୍ଚ୍ଚର। ଡାହାଣ କହୁଣି ଜନିତ ସମସ୍ୟାରୁ ତାଙ୍କୁ ମୁକୁଳିବାକୁ ସମୟ ଦରକାର। ଏ ନେଇ ଗୁରୁବାର ସୂଚନା ଦେଇଛି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ।…

ଖାତା ଖୋଲିପାରିଲେ ନାହିଁ କୋହଲି, ଫେଲ୍‌ ମାରିଲେ ପୂଜାରା, ରାହାନେ

ଟ୍ରେଣ୍ଟ ବ୍ରିଜ,୫।୮: ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିଫଳ ହୋଇଛନ୍ତି। ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ଗୋଲ୍ଡେନ ଡକ୍‌ର ଶିକାର ହୋଇଛନ୍ତି କୋହଲି। ତାଙ୍କ ଭଳି ଫେଲ୍‌ ମାରିଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୪)।…

ଖେଳାଳିଙ୍କ ପାଇଁ ୨.୫ କୋଟି, ଚାକିରି, ଜମି

ନୂଆଦିଲ୍ଲୀ,୫।୮: ଗୁରୁବାର ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ଜର୍ମାନୀକୁ ହରାଇ ଟୋକିଓ ଅଲିମ୍ପିକ୍ସରେ ହାତେଇଛି ବ୍ରୋଞ୍ଜ ପଦକ। ଏହି ଐତିହାସିକ ବିଜୟ ପରେ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ବିଭିନ୍ନ ରାଜ୍ୟ। ହରିୟାଣା ତା’ର ଖେଳାଳିଙ୍କୁ ୨.୫…

ପଡ଼ିଲା ରୋହିତଙ୍କ ଉଇକେଟ

ଟ୍ରେଣ୍ଟ ବ୍ରିଜ,୫।୮:ଏଠାରେ ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ବୋଲରଙ୍କୁ ମିଳିଛି ପ୍ରଥମ ସଫଳତା। ଭାରତୀୟ ଓପନର ରୋହିତ ଶର୍ମା ୩୬ ରନ୍‌ କରି ଓଲି ରବିନସନଙ୍କ ବଲରେ ସାମ କୁରାନଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇ…

ରୌପ୍ୟ ଜିତିଲେ ରବି କୁମାର: ଭାରତ ଖାତାକୁ ଆସିଲା ପଞ୍ଚମ ପଦକ

ଟୋକିଓ,୫।୮: ଭାରତୀୟ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ସେ ୫୭ କିଲୋଗ୍ରାମ ଫାଇନାଲରେ ଜାଭୁର ଉଗୁଏଭ୍‌ଙ୍କଠାରୁ ୪-୭ରେ ପରାସ୍ତ ହୋଇଛନ୍ତି। ଫଳରେ ରୌପ୍ୟ ପଦକରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି। ଏହାପୂର୍ବରୁ ଆଜି…

ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ହରଭଜନ; ଅଶ୍ୱିନଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୫।୮: ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ଭାରତର ପୂର୍ବ ସ୍ପିନର ହରଭଜନ ସିଂହ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ନ ଖେଳାଇବାର ନିଷ୍ପତ୍ତି ଠିକ୍‌। ଅଶ୍ୱିନଙ୍କ ସ୍ଥାନରେ ଜାଡେଜାଙ୍କୁ ସାମିଲ କରି ଭାରତ ନିଜର ବ୍ୟାଟିଂକୁ ମଜଭୂତ…

ନଟିଂହାମ କ୍ରିକେଟ ପଡ଼ିଆରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ବେଳେ ଖାଲି ପଡ଼ିଥିଲା ଏହି ଚୌକି; ଭାବୁକ କରୁଛି କାରଣ…

ନଟିଂହାମ,୫।୮: ଭାରତ-ଇଂଲଣ୍ଡ ମଧ୍ୟରେ ଖେଲାଯାଉଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ ଗ୍ରାଉଣ୍ଡରେ ଖେଳାଯାଉଛି। ମ୍ୟାଚ୍‌ର ପ୍ରଥମ ଦିନ ଷ୍ଟାଡିୟମରେ ଏକ ଖାଲି ଚଉକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?