ଆଇପିଏଲ୍ ପୂର୍ବରୁ ଜୀବନର ଲକ୍ଷ୍ୟକୁ ନେଇ ଏଭଳି କହିଲେ ଏହି ଯୁବ ଭାରତୀୟ ବୋଲର୍; ସଫଳତାର ଶ୍ରେୟ ଦେଇ…
ନୂଆଦିଲ୍ଲୀ,୮।୪: ଭାରତର ଉଦୀୟମାନ କ୍ରିକେଟ ତାରକାଙ୍କ ମଧ୍ୟରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଅନ୍ୟତମ। ୨୭ ବର୍ଷୀୟ ଏହି କ୍ରିକେଟର ୨୦୧୭ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଛୋଟ ଫର୍ମାଟରେ ଖେଳ ଆରମ୍ଭ କରିଥିଲେ। ଏଯାବତ ସେ ଭାରତ ପକ୍ଷରୁ ୫...
ହସ୍ପିଟାଲରେ ଭର୍ତ୍ତି ହେଲେ ଏହି କ୍ରିକେଟର
ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧। ଏଥିପାଇଁ ପ୍ରସ୍ତୁତି ଜୋର୍ସୋର୍ରେ ଆରମ୍ଭ ହୋଇସାରିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟାସ ଆୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଭାରତ ଏବଂ ଇଂଲଣ୍ଡ...
୨୦୨୧ ଆଇପିଏଲ୍ ସିଏସ୍କେର ଏହି ୪ ଧୁରନ୍ଧରଙ୍କ ପାଇଁ ହୋଇପାରେ ଶେଷ ସିଜିନ୍
ନୂଆଦିଲ୍ଲୀ,୮।୪: ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍କୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହାକୁ ନେଇ ପ୍ରଶଂସକଙ୍କ ସହ ଖେଳାଳିଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଏକ ଶକ୍ତିଶାଳୀ ଦଳ ଭାବରେ ପରିଗଣିତ ହୋଇଛି।...
ଏମ୍ଆଇ ବନାମ ଆର୍ସିବି: ଆଇପିଏଲ୍ର ଏହି ରୋମାଞ୍ଚକର ପ୍ରଥମ ମୁକାବିଲାକୁ କେବେ, କେଉଁଠି ଦେଖିବେ; ଜାଣନ୍ତୁ…
ନୂଆଦିଲ୍ଲୀ,୮।୪: ଆଉ ଗୋଟିଏ ଦିନର ଅପେକ୍ଷା। ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧। ଶୁକ୍ରବାର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)କୁ ଭେଟିବ। ସିଜିନ-୧୪ର ପ୍ରଥମ ମ୍ୟାଚ୍ରେ ବିରାଟ କୋହଲି ଏବଂ...
ଆଇପିଏଲ୍ର ପ୍ରଥମ ମ୍ୟାଚ୍ ପୂର୍ବରୁ ପ୍ରବଳ ନାଚିଲେ ଆରସିବି ଖେଳାଳି: ଜାଣନ୍ତୁ କାହିଁକି
ଚେନ୍ନାଇ,୮।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜନରେ ପ୍ରଥମ ଟାଇଟଲ ହାସଲ କରିବାକୁ ପ୍ରସ୍ତୁତ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ। ଆଇପିଏଲ୍ ୨୦୨୧ରେ ସେମାନଙ୍କର ଅଭିଯାନ ଆରମ୍ଭ କରିବା ପୂର୍ବରୁ, କିଛି ଆରସିବି ଖେଳାଳି ଫଟୋଶୁଟରେ ଅଂଶଗ୍ରହଣ...
କାଲିଠୁ ଆଇପିଏଲ୍ ମହାସମର: କେବଳ ପ୍ରସାରଣ ଟିମ୍ର ହେବ ୧୦ ହଜାର କରୋନା ଟେଷ୍ଟ
ନୂଆଦିଲ୍ଲୀ,୮।୪: କରୋନା ଭିତରେ ଆଇପିଏଲ୍ର ୧୪ତମ ସଂସ୍କରଣ ଖେଳା ହେବାକୁ ଯାଉଛି। ଆଇପିଏଲକୁ ସଫଳ କରିବା ପାଇଁ ବାୟୋ ବବୁଲକୁ ଅତ୍ୟନ୍ତ କଠିନ କରାଯାଇଛି। ଯଦି ସମଗ୍ର ଆଇପିଏଲରେ କ୍ରିକେଟରଙ୍କ ନିକଟତର କେହି ଅଛନ୍ତି, ତେବେ ଏହା ବ୍ରଡକାଷ୍ଟିଂ ଟିମ୍...
ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେବା ନେଇ ଆଶଙ୍କା: ଆଇସିସି କହିଲା ଏମିତି
ନୂଆଦିଲ୍ଲୀ,୮।୪: ଭାରତରେ, ଟି-୨୦ ବିଶ୍ୱକପ ୨୦୨୧ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ। କିନ୍ତୁ ଏହାପୂର୍ବରୁ ମଧ୍ୟ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଟି -୨୦ ବିଶ୍ୱକପ ଆୟୋଜନରେ ଅସୁବିଧା ହେବାର ସମ୍ଭାବନା...
ଗାଭାସ୍କରଙ୍କ ଆଇପିଏଲ ଏକାଦଶର ଅଧିନାୟକ ଧୋନୀ
ନୂଆଦିଲ୍ଲୀ, ୮।୪(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣ ପୂର୍ବରୁ କିମ୍ବଦନ୍ତୀ ଭାରତୀୟ ଟେଷ୍ଟ ଓପନର ସୁନୀଲ ଗାଭାସ୍କର ସର୍ବକାଳୀନ ଆଇପିଏଲ ଏକାଦଶ ଚୟନ କରିଛନ୍ତି। ଏଥିରେ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଧିନାୟକ କରିଛନ୍ତି। ଆଇପିଏଲ ଇତିହାସର ସବୁଠାରୁ...
ଆଇପିଏଲ୍:ରେକର୍ଡ ବ୍ରେକର ବିରାଟ
କ୍ରିକେଟ ଇତିହାସର ସମସ୍ତ ଫର୍ମାଟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଜଣେ ବିଚକ୍ଷଣ ବ୍ୟାଟ୍ସମ୍ୟାନ ଭାବେ ପରିଚିତ। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ମଧ୍ୟ ତାଙ୍କ ରେକର୍ଡ ଅତି ଚମତ୍କାର। ସେ ଏ ପର୍ଯ୍ୟନ୍ତ ୧୮୪ ଇନିଂସ ଖେଳି...
୪ ପ୍ରସିଦ୍ଧ କ୍ରିକେଟରଙ୍କ ଭବିଷ୍ୟବାଣୀ: ପ୍ଲେ-ଅଫ୍ରେ ପହଞ୍ଚି ପାରିବ ନାହିଁ ଚେନ୍ନାଇ
ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସିଜନରେ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଦଳ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ...
ସାଇ ଭୋପାଳରେ ୩୬ କୋଭିଡ୍ ପଜିଟିଭ
ନୂଆଦିଲ୍ଲୀ,୮।୪(ପି.ଟି.): ଭୋପାଳସ୍ଥିତ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ସେଣ୍ଟରରେ ୩୬ ଜଣ କୋଭିଡ୍ ପଜିଟିଭ ବୋଲି ଟେଷ୍ଟରୁ ଜଣାପଡିଛି। ଏମାନଙ୍କ ମଧ୍ୟରେ ୨୪ଜଣ କ୍ରୀଡ଼ାବିତ୍ ଓ ୧୨ଜଣ ସପୋର୍ଟ ଷ୍ଟାଫ୍ ସାମିଲ ରହିଛନ୍ତି। ତେବେ ଏହି ଆଥ୍ଲେଟମାନେ ଆଗାମୀ...
ଚାରିବର୍ଷ ପରେ ଟପ୍ସରେ ସାନିଆ ସାମିଲ
ନୂଆଦିଲ୍ଲୀ, ୮।୪(ପି.ଟି.)- ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍ ପୋଡିୟମ ସ୍କିମ୍ (ଟପ୍ସ)ରେ ସାମିଲ ହୋଇଛନ୍ତି। ୪ ବର୍ଷ ବ୍ୟବଧାନରେ ସାନିଆ ଏହି କାର୍ଯ୍ୟକ୍ରମରେ ପୁଣି ସାମିଲ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ୫୬ତମ ମିଶନ...
Archives


