ବଲାଙ୍ଗୀର,୩୦ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନ୍ଡୋର ଷ୍ଟାଡିୟମରେ ୩ ଦିନିଆ ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିିପ୍ ବୁଧବାର ଉଦ୍ଯାପିତ ହୋଇଛି। ପୁରୁଷ ସିଙ୍ଗଲ୍ସରେ ଭୁବନେଶ୍ୱରର ପାରସ ମାଥୁର ୧୪-୨୧, ୨୧-୧୪ ଓ ୨୧-୧୪ ସେଟ୍ରେ ସମ୍ବଲପୁରର...
ଭୁବନେଶ୍ୱର,୩୦ା୧୧(ସରୋଜ ଜେନା): ନୂଆଦିଲ୍ଲୀରେ ହେବାକୁ ଥିବା ଆମ୍ବେଦକର ନ୍ୟାଶନାଲ ଗେମ୍ସରେ ଓଡ଼ିଶାରୁ ୧୨ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଭୁବନେଶ୍ୱରର ପ୍ଲାଜମା କରାଟେ ସ୍କୁଲରୁ ବିଭିନ୍ନ ବୟସ ବର୍ଗରେ ୫ ଜଣ ବାଳିକା ଓ ୭ ଜଣ ବାଳକ ଅଂଶଗ୍ରହଣ...
ଭୁବନେଶ୍ୱର, ୩୦।୧୧(ତପନ ସ୍ବାଇଁ): ନେପାଳରେ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହା ଡିସେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାଗ ନେଇଥିବା ଭାରତୀୟ ଦଳରେ ଓଡ଼ିଶାର ୫ କରାଟେକା ସ୍ଥାନ ପାଇଛନ୍ତି। ଗତ ଜାତୀୟ ପ୍ରତିଯୋଗିତାରୁ ପ୍ରଦର୍ଶନ...
Archives
Model This Week
ପିଲାଙ୍କ ଧରିତ୍ରୀ