ଖେଳ

ଅହମଦାବାଦ ପିଚ୍‌କୁ ଆଭରେଜ୍‌ ମାନ୍ୟତା ଦେଲା ଆଇସିସି: ଖେଳାଯାଇଥିଲା ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ,୮ା୧୨: ନଭେମ୍ବର ୧୯ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମର ଯେଉଁ ପିଚ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ଖେଳାଯାଇଥିଲା, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତାହାକୁ ଆଭରେଜ ମାନ୍ୟତା ଦେଇଛି। ତେବେ ଆଇସିସି ମ୍ୟାଚ...

କୋରିଆକୁ ହରାଇଲା ଭାରତ

ସାଣ୍ଟିଆଗେ,୮ା୧୨: ଜୁନିୟର ମହିଳା ହକି ବିଶ୍ୱକପ୍‌ରେ ୯ମରୁ ୧୨ତମ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ ସହ କୋରିଆକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତର ରୋପନି କୁମାରୀ (୨୩ତମ ମିନିଟ), ମମ୍‌ତାଜ ଖାଁ (୪୪ତମ) ଓ...

ଆଇପିଏଲ୍ ୨୦୨୪ରେ ଚମକିବେ ଓଡ଼ିଶାର ଏହି ଖେଳାଳି, ନିଲାମ ପାଇଁ ପଞ୍ଜିକରଣ କଲେ ଏତିକି…

ନୂଆଦିଲ୍ଲୀ, ୮।୧୨: ଇଣ୍ଡିଆନ ପ୍ରିମିଅର ଲିଗ ୨୦୨୪ (ଆଇପିଏଲ୍)ରେ ଚମକିବେ ଓଡ଼ିଶା ଖେଳାଳି। ଡିସେମ୍ବର ୧୯ ତାରିଖରେ ଆଇପିଏଲ୍ ନିଲାମୀ ପାଇଁ ଓଡିଶାରୁ ୧୬ ଖେଳାଳି ପଞ୍ଜିକୃତ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ମିଳିଛି। ସମସ୍ତ ଖେଳାଳିଙ୍କର...

ଗମ୍ଭୀରଙ୍କ ଉପରେ ଅଭିଯୋଗ କରି ନିଜେ ଫସିଲେ ଶ୍ରୀସନ୍ଥ, ମିଳିଲା ନୋଟିସ

ନୂଆଦିଲ୍ଲୀ,୮।୧୨: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବଂ ଏସ୍‌. ଶ୍ରୀସନ୍ଥଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନୂଆମୋଡ ନେଇଛି। ଉଭୟ ଖେଳାଳି ୨୦୦୭ ଟି୨୦ ବିଶ୍ୱକପ୍‌ ଏବଂ ୨୦୧୧ ଦିନିକିଆ କ୍ରିକେଟ ଜିତିଥିବା ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ। ଏବେ...

୩ ମାସ ପରେ ମଇଦାନକୁ ଫେରିଲେ ପୃଥ୍ବୀ ଶ’, ନେଟ୍‌ ଅଭ୍ୟାସ କରୁଥିବା ଭିଡିଓ କଲେ ଶେୟାର

ନୂଆଦିଲ୍ଲୀ,୮।୧୨: ଭାରତୀୟ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀରେ ନେଟ୍‌ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ମଇଦାନକୁ ଫେରିବାର ଅଦ୍ଭୁତ...

ଡବ୍ଲ୍ୟୁପିଏଲ୍‌ କମିଟି ଗଠନ: ଖୁବ ଶୀଘ୍ର ଘୋଷଣା ହେବ ତାରିଖ, ଭେନ୍ୟୁ

ନୂଆଦିଲ୍ଲୀ,୮ା୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୮ଜଣ ସଦସ୍ୟ ବିଶିଷ୍ଟ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) କମିଟି ଗଠନ କରିଛି। ବିସିସିଆଇ ସଭାପତି ରୋଜର ବିନ୍ନିଙ୍କୁ ଡବ୍ଲ୍ୟୁପିଏଲ୍‌ର ଅଧ୍ୟକ୍ଷ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଏହାର ଆବାହକ କରାଯାଇଛି। କମିଟିର...

ବିଶ୍ୱକପ୍‌ ଫାଇନାଲରେ ଏହି କାରଣ ଯୋଗୁ ହାରିଛି ଭାରତ, ଆଇସିସି କଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୨: ବିଶ୍ୱକପ୍‌ ଶେଷ ହେବାର ପ୍ରାୟ ୧୯ ଦିନ ବିତିଗଲାଣି। ବର୍ତ୍ତମାନ ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ, ଟିମ ଇଣ୍ଡିଆ ଯେଉଁ ପିଚ୍‌ରେ ଅଷ୍ଟ୍ରେଲିଆ ବିଫକ୍ଷରେ ଫାଇନାଲ ମୁକାବିଲା ଖେଳିଥିଲା, ତାହାକୁ ଅନ୍ତର୍ଜାତୀୟ...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିପାରନ୍ତି ବିରାଟ କୋହଲି: ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୮।୧୨: ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ରୁ ବିରାଟ କୋହଲିଙ୍କୁ ବାଦ ଦିଆଯାଇପାରେ ଏବଂ ଟିମ ଇଣ୍ଡିଆ ତୃତୀୟ ସ୍ଥାନରେ ଇଶାନ କିଶାନଙ୍କୁ ସୁଯୋଗ ଦେଇପାରେ। ଇଶାନ କିଶନ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା,...

ବଡ଼ ପୁରସ୍କାର ଦୌଡ଼ରେ ଶାମି

ନୂଆଦିଲ୍ଲୀ,୮।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପ୍ଲେୟାର ଅଫ ଦି ମନ୍ଥ୍‌ ପୁରସ୍କାର ପାଇଁ ମନୋନୀତ କରିଛି। ନଭେମ୍ବର ମାସରେ ଶାମି ତାଙ୍କର ଭଲ ପ୍ରଦର୍ଶନ ପାଇଁ ସର୍ଟଲିଷ୍ଟ ହୋଇଛନ୍ତି। ବିଶ୍ୱକପ୍‌ରେ ଶାମି...

ଆଜିଠାରୁ କୁଚ୍‌ ବିହାର ଟ୍ରଫି କ୍ରିକେଟ୍‌

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ୧୧ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ହାଇଦ୍ରାବାଦ ମଧ୍ୟରେ ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ଏବଂ କ୍ରୀଷ୍ଣା ବିକାଶ...

ଟିମ ଇଣ୍ଡିଆକୁ ଫେରିବାକୁ କସରତ କରୁଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ,୭।୧୨: ଏବେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳ ବାହାରେ ଅଛନ୍ତି। ୨୦୨୩ ବିଶ୍ୱକପରେ ଏହି ଷ୍ଟାର ଅଲରାଉଣ୍ଡର ଆହତ ହୋଇଥିଲେ, ଯାହା ପରେ ସେ ଦଳକୁ ଫେରିପାରିନଥିଲେ। ବର୍ତ୍ତମାନ ହାର୍ଦ୍ଦିକ ପ୍ରତ୍ୟାବର୍ତ୍ତନ ପାଇଁ କଠିନ ପରିଶ୍ରମ କରୁଥିବା ଦେଖାଯାଉଛି।...

ଟସ୍‌ରେ କଏନ ବଦଳେ ପଡିଲା ବ୍ୟାଟ, ଦେଖନ୍ତୁ ଭିଡିଓ

କାନବେରା,୭।୧୨: ଡିସେମ୍ବର ୭ ଗୁରୁବାରଠାରୁ ବିଗ ବ୍ୟାସ ଲିଗର ନୂଆ ସିଜନ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆର ଟି -୨୦ ଫ୍ରାଞ୍ଚାଇଜ ଲିଗ ମେଲବୋର୍ଣ୍ଣ ଷ୍ଟାର୍ସ ଏବଂ ବ୍ରିସବେନ ହିଟ ମଧ୍ୟରେ ମ୍ୟାଚ ସହିତ ଚମତ୍କାର ଓପନିଂ କରିଥିଲା। ଏଠାରେ, ମ୍ୟାଚ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri