ଖେଳ

ଖେଳାଳିଙ୍କୁ ୟୁନିଫର୍ମ ଜାଳି ଦେବାକୁ କହିଲେ ଅଧିନାୟିକା

କାବୁଲ,୧୯।୮ : ସୋସିଆଲ ମିଡିଆରୁ ସମସ୍ତ ଫଟୋ ଡିଲିଟ୍‌ କର। ୟୁନିଫର୍ମକୁ ଜାଳିଦିଅ। ଯେମିତି ହେଲେ ପରିଚୟ ଲୁଚାଅ। ଖେଳାଳିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଆଫଗାନିସ୍ତାନ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଖାଲିଦା ପୋପାଲ। ଏହା ଦର୍ଶାଉଛି ତାଲିବାନ୍‌...

ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବେ କି ପ୍ରୀତି ଜିଣ୍ଟାଙ୍କ ଏହି ବ୍ୟାଟ୍ସମ୍ୟାନ! ୪୮ ବଲ୍‌ରେ ମାରିଛନ୍ତି ଶତକ

ଲଣ୍ଡନ,୧୯।୮: ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଘରୋଇ ଇଂଲଣ୍ଡ ଟିମ୍‌ ନିଜ ବ୍ୟାଟିଂ ସଜାଡ଼ିବା ଆରମ୍ଭ କରିଛି। ଟି-୨୦ ସ୍ପେଶାଲିଷ୍ଟ କୁହାଯାଉଥିବା ଡଓ୍ବେିଡ ମଲାନଙ୍କୁ ଦଳରେ ସାମିଲ କରାଯାଇଛି। ସେ ଲଗାତାର ଭାବେ...

ମେସିଙ୍କ ଲୁହର ମୂଲ୍ୟ କୋଟିଏ: ଯେଉଁ ଟିସୁ ପେପରରେ ଲୁହ ପୋଛି ଥିଲେ ତା’ର ମୂଲ୍ୟ ଜାଣିଲେ…

ଫୁଟବଲ୍‌ ଜଗତରେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କ ନାମ କିଏ ବା ନ ଜଣେ। ନିକଟରେ ବାର୍ସିଲୋନାରୁ ଲିଓନେଲ ମେସିଙ୍କ ବିଦାୟ ଘୋଷଣା ସମସ୍ତ ଫୁଟବଲ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା। ଏଫ୍‌ସି ବାର୍ସିଲୋନାରୁ ତାଙ୍କ ବିଦାୟ...

ଏନ୍‌ସିଏ ମୁଖ୍ୟ ପଦବୀ ପାଇଁ ପୁଣି ଆବେଦନ କଲେ ଦ୍ରାବିଡ

ବେଙ୍ଗାଲୁରୁ,୧୯।୮: ଭାରତୀୟ କ୍ରିକେଟଜଗତରେ ରାହୁଲ ଦ୍ରାବିଡ଼ ଅନ୍ୟତମ ସମ୍ମାନିତ ଖେଳାଳି। ସେ ଜଣେ ସକ୍ରିୟ କ୍ରିକେଟର ହିସାବରେ ତ କେବେ କୋଚିଂ କ୍ୟାରିୟରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଭାରତର ଏହି ପୂର୍ବତନ ଅଧିନାୟକ ଗତ ଦୁଇ ବର୍ଷ ଧରି ଜାତୀୟ...

କ୍ରିକେଟ ଷ୍ଟାଡିୟମ୍‌ରେ ଲାଗିଛି ଲଙ୍କା-କଖାରୁ, ରାଗି ଏଭଳି କହିଲେ ଶୋଏବ୍‌ ଅଖତର…

ଲାହୋର,୧୯।୮: ଷ୍ଟାଡିୟମ୍‌ରେ ଖେଳ ହୁଏ। ତେବେ ଏବେ ବହୁଦିନ ଧରି ଷ୍ଟାଡିୟମ୍‌ ଖାଲି ପଡ଼ିବାରୁ ସେଠାରେ ଲଙ୍କା ଏବଂ କଖାରୁ ଗଛ ଉଠି ଫଳ ବି ଫଳିଛି। ଏଭଳି ପାକିସ୍ତାନର ପଞ୍ଜାବ ପ୍ରଦେଶର ଖାନଓ୍ବୋଲ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିଛି। ଷ୍ଟାଡିୟମ୍‌ରେ...

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ସ୍ମିଥ୍‌ଙ୍କ ସହ ଘର ବାହୁଡିଲେ…

ସିଡନୀ,୧୯।୮: ୟୁଏଇ ଏବଂ ଓମାନରେ ଖେଳାଯିବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଆରୋନ ଫିଞ୍ଚଙ୍କୁ ଅଧିନାୟକ କରାଯାଇଥିବା ବେଳେ ଆହତ ସମସ୍ୟାରୁ ସୁସ୍ଥ ହୋଇ ଦଳରେ ସ୍ଥାନ ପାଇଛନ୍ତି...

ଝଗଡ଼ାକୁ ଆମେ ଡରୁନାହୁଁ, ଆମକୁ ଧକ୍କା ଦେଲେ ଆମେ ତାର ଜବାବ ଦେବୁ: ଇଂଲଣ୍ଡ କୋଚ୍‌

ଲଣ୍ଡନ,୧୯।୮: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଅନେକ କାରଣରୁ ସ୍ମରଣୀୟ ଥିଲା। ହେଲେ ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କିଛି ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଏବେ ଇଂଲଣ୍ଡର ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌ ଏହି ପ୍ରସଙ୍ଗରେ...

ଏହି କ୍ରିକେଟର୍‌ଙ୍କୁ ପ୍ରବଳ ଗାଳି ଦେଇଥିଲେ କୋହଲି, ଏବେ କଲେ ଖୁଲାସା

ଲଣ୍ଡନ,୧୯।୮:ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଅନେକ ମତଭେଦ ଲାଗି ରହିଥିଲା। ପିଚ୍‌ରେ ଦୌଡ଼ିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଆଣ୍ଡରସନଙ୍କୁ କଡ଼ା ଜବାବ ଦେଇଥିଲେ। କୋହଲି ଏପରିକି ଆଣ୍ଡରସନଙ୍କୁ...

ଗୋଟିଏ ନିଶ୍ୱାସରେ ମ୍ୟାଚ୍‌ ଛଡ଼ାଇ ଆଣିପାରନ୍ତି ଏହି ଭାରତୀୟ ଅଲରାଉଣ୍ଡର: କାର୍ତ୍ତିକ

ନୂଆଦିଲ୍ଲୀ,୧୯।୮: ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ ୨୦୨୧। ଏହାକୁ ନେଇ କ୍ରିକେଟ ବିଶେଷଜ୍ଞ ଏବଂ ସମୀକ୍ଷକମାନେ ନିଜର ମତ ରଖୁଛନ୍ତି। ଏହି ତାଲିକାରେ ଯୋଡ଼ି ହୋଇଛନ୍ତି କ୍ରିକେଟର ଦୀନେଶ କାର୍ତ୍ତିକ। ସେ କହିଛନ୍ତି ବିରାଟ କୋହଲିଙ୍କ ନେତୃତ୍ୱରେ...

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ‘ସାଲ୍ୟୁଟ୍‌’ ମାରିଲେ ପାକିସ୍ତାନୀ ସାମ୍ବାଦିକା

ଇସଲାମାବାଦ,୧୯।୮: ଇଂଲଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟ ଭାରତୀୟ ପେସ୍‌ ବୋଲର୍‌ ମହମ୍ମଦ ସିରାଜ୍‌ ଚମତ୍କାର ବୋଲିଂ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏହି ଟେଷ୍ଟରେ ଉଭୟ ଇନିଂସରେ ୪-୪ ଉଇକେଟ୍‌ ନେଇଥିଲେ। ଫଳରେ ଭାରତ...

ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନେଲା ଚକିତ କଲା ଭଳି ନିଷ୍ପତ୍ତି

ଲର୍ଡସ,୧୯।୮: ଲର୍ଡସରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଯିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଏକ ଚକିତ କଲା ଭଳି ନିଷ୍ପତ୍ତି ନେଇଛି। ଅଗଷ୍ଟ ୨୫ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳ...

ବାହୁବଳୀ ସାଜିଲେ ରିଷଭ ପନ୍ତ, କଲେ ଏମିତି କାମ

ଲର୍ଡସ,୧୯।୮: ଭାରତୀୟ କ୍ରିକେଟ ଦଳ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ବିଜୟ ହାସଲ କରି ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ଅଗଷ୍ଟ ୨୫ ରୁ ଆରମ୍ଭ ହେବାକୁ ଥିବା ଲିଡସ ଟେଷ୍ଟ ପାଇଁ ଭାରତୀୟ ଦଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri