Posted inଖେଳ

ବାହୁବଳୀ ସାଜିଲେ ରିଷଭ ପନ୍ତ, କଲେ ଏମିତି କାମ

ଲର୍ଡସ,୧୯।୮: ଭାରତୀୟ କ୍ରିକେଟ ଦଳ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ବିଜୟ ହାସଲ କରି ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ଅଗଷ୍ଟ ୨୫ ରୁ ଆରମ୍ଭ ହେବାକୁ ଥିବା ଲିଡସ ଟେଷ୍ଟ ପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତ ଖେଳାଳି ପୁଣି ଥରେ ସେମାନଙ୍କ ଫିଟନେସ ଉପରେ କାମ କରୁଛନ୍ତି । ଟିମ ଇଣ୍ଡିଆର ଉଇକେଟ କିପର ରିଷଭ ପନ୍ତ ମଧ୍ୟ ଝାଳ ବୁହାଉଛନ୍ତି ଏବଂ ସେ ତାଙ୍କ ଗୋଡର ମାଂସପେଶୀ ପ୍ରତି ଧ୍ୟାନ ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ରିଷଭ ଅକ୍ଷର ପଟେଲଙ୍କୁ ଉଠାଇ ଓ୍ବାର୍କଆଉଟ୍‌ କରିବା ଆରମ୍ଭ କରିଥିଲେ। ପନ୍ତ ଏହାର ଭିଡିଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ ସେ ଆକ୍ଷର ପଟେଲଙ୍କୁ ତାଙ୍କ କୋଳରେ ଠିଆ କରି ଓ୍ବାର୍କଆଉଟ୍‌ କରୁଥିବାର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌ରେ ମିଳିପାରେ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ,୨୪।୧: ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି୨୦ ସିରିଜ୍‌। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୁଜରାଟର ଅହମ୍ମଦାବାଦ୍‌ସ୍ଥିତ...

୬ ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ହାର୍ଦ୍ଦିକଙ୍କ ପେଣ୍ଟହାଉସ୍‌: ଭିତରୁ ଦେଖିବାକୁ…

ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ସ୍ବତନ୍ତ୍ର...

ଓଡ଼ିଶା ରାଜ୍ୟ ଫିଡେ ରେଟିଂ ଚେସ୍‌: ରାଜେଶ ଚାମ୍ପିୟନ

ବିଶାଖାପାଟଣା,୬।୧୦(ସ୍ପୋଟ୍ସ ବ୍ୟୁରୋ)- ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ବିନୟ ପରାଡାଇଜ୍‌ରେ ଚାଲିଥିବା ୬୦ତମ ଓଡ଼ିଶା ରାଜ୍ୟ ଫିଡେ ରେଟିଂ (ଓପନ୍‌) ଚେସ୍‌ ପ୍ରତିଯୋଗିତାରେ ପୁରୀର...

ପାକିସ୍ତାନ ଦଳରେ ସାମିଲ ହେବେ ସୋଏବ ମଲିକ

କରାଚୀ, ୮ା୮ (ପି.ଟି.)- ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅଗଷ୍ଟ ୨୮ରୁ ସାଉଥାମ୍ପଟନରେ ଆରମ୍ଭ ହେବ। ଟି୨୦ ସ୍ପେଶାଲିଷ୍ଟ ସୋଏବ ମଲିକ...

ପ୍ଲଙ୍କେଟ ଶିଲ୍ଡ ଟୁର୍ନାମେଣ୍ଟ ବାତିଲ, ଓ୍ବେଲିଂଟନ ଚାମ୍ପିୟନ

ଅକ୍‌ଲାଣ୍ଡ,୧୬।୩- କରୋନା ଭାଇରସର ଭୟବହତା ଯୋଗୁ ବହୁ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ହୋଇସାରିଛି। ଏହି ଧାରାରେ ଯୋଡ଼ି ହୋଇଛି ନ୍ୟୁଜିଲାଣ୍ଡର ପ୍ରଥମ...

ଜାତୀୟ ସିନିୟର ଭଲିବଲ୍‌: ଓଡ଼ିଶାର ବିଜୟଧାରା ରୋକିଲା ଛତିଶଗଡ଼

ଭୁବନେଶ୍ୱର, ୨୯।୧୨ (ସ୍ପୋଟର୍‌ସ ବ୍ୟୁରୋ) – ଓଡ଼ିଶା ଭଲିବଲ୍‌ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ୍‌ (ମହିଳା ଓ ପୁରୁଷ)...

ସିଜନର ଶେଷ ଗେମ୍‌ ଖେଳିବ ଓଏଫ୍‌ସି: ବିଜୟ ସହ ପ୍ଲେ ଅଫ୍‌ ଲକ୍ଷ୍ୟ

ଭୁବନେଶ୍ୱର,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସିଜନର ନିଜର ଅନ୍ତିମ ମ୍ୟାଚ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳିବ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। କଳିଙ୍ଗ ଷ୍ଟାଡିୟମରେ ବୁଧବାର...

ପୁଣି ବ୍ରୋଞ୍ଜ ଜିତି ଇତିହାସ ରଚିଲେ ଅବନୀ

ଟୋକିଓ,୩।୯: ମହିଳା ୫୦ ମିଟର ରାଇଫଲ ପି-୩, ଏସ୍‌ଏଚ୍‌-୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଅବନୀ ଲେଖରା ଇତିହାସ ସୃଷ୍ଟି କରଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଏହା...

Advertisement
Archives

Model This Week