ଦକ୍ଷିଣ ଆଫ୍ରିକା କୋଚଙ୍କ ମନ୍ତବ୍ୟକୁ ନେଇ ବିବାଦ ପରେ, ‘ବାଉନା’ କଥା ଉଠାଇଲେ ବାଭୁମା
ନୂଆଦିଲ୍ଲୀ,୨୬ା୧୧: ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ବୁଧବାର କୋଚ୍ ଶୁକ୍ରୀ କନରାଡଙ୍କ ବିବାଦୀୟ ମନ୍ତବ୍ୟକୁ ଅଧିକ ଗୁରୁତ୍ୱ ନ ଦେଇ କହିଛନ୍ତି ଯେ କୋଚ୍ ନିଜ ମନ୍ତବ୍ୟକୁ ନିଶ୍ଚିତ ଭାବେ ସମୀକ୍ଷା କରିବେ। କନରାଡ୍ କହିଥିଲେ ଯେ ସେ ଚାହୁଁଥିଲେ…
ଦକ୍ଷିଣ ଆଫ୍ରିକାଠାରୁ ସିରିଜ ହାରିବା ପରେ ଗୌତମ ଗମ୍ଭୀର କଲେ ଖବରଦାତା ସମ୍ମିଳନୀ, କହିଲେ ମୋ ଭବିଷ୍ୟତ ଉପରେ…
ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପରାଜୟ ପରେ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଯେଉଁଥିରେ ତାଙ୍କୁ ପଚରାଯାଇଛି ଯେ ସେ ଟେଷ୍ଟ କ୍ରିକେଟ ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ…
ଭାରତର ଲଜ୍ଜାଜନକ ପରାଜୟ: ୨-୦ରେ ସିରିଜ ପୋଛି ନେଲା ଦକ୍ଷିଣ ଆଫ୍ରିକା
ଗୌହାଟି,୨୬।୧୧: ଗୌହାଟିରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୪୦୮ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ୫୪୯ ରନର ଟାର୍ଗେଟକୁ ପିଛା କରି ଭାରତର ଦ୍ୱିତୀୟ ଇନିଂସ ୧୪୦ ରନରେ ଶେଷ ହୋଇଛି। ଏହି ଟେଷ୍ଟରେ ଭାରତର ବ୍ୟାଟସମ୍ୟାନମାନେ…
ହସ୍ପିଟାଲରୁ ଡିସଚାର୍ଜ ହେଲେ ସ୍ମୃତି ମନ୍ଧାନାଙ୍କ ବାପା, ପଲାଶଙ୍କ ସହିତ ବିବାହକୁ ନେଇ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୨୬।୧୧: ମନ୍ଧାନା ପରିବାର ପାଇଁ ଏକ ବଡ଼ ଆଶ୍ୱସ୍ତି ଆସିଛି। ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପିତା ଶ୍ରୀନିବାସଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସ୍ମୃତିଙ୍କ ପିତାଙ୍କୁ ହୃଦଘାତ ପରେ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାରର ଜରୁରୀକାଳୀନ…
ଦକ୍ଷିଣ ଆଫ୍ରିକା କୋଚଙ୍କ ବିବାଦୀୟ ମନ୍ତବ୍ୟ, ‘ଭାରତୀୟ ଦଳକୁ ଦୟନୀୟ ଭାବେ…’
ନୂଆଦିଲ୍ଲୀ,୨୫।୧୧: ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍ ଶୁକ୍ରି କନରାଡଙ୍କ ଏକ ବିବାଦୀୟ ମନ୍ତବ୍ୟ କ୍ରୀଡ଼ା ଜଗତରେ ଝଡ଼ ସୃଷ୍ଟି କରିଛି। ୫୪୯ ରନର ବିଶାଳ ଲକ୍ଷ୍ୟ ଦେବାରେ ବିଳମ୍ବ କରିବାର…
ଟି-୨୦ ବିଶ୍ୱକପ୍ ୨୦୨୬ କାର୍ଯ୍ୟସୂଚୀ ଘୋଷଣା; ଏହିଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ମୁମ୍ବାଇ,୨୫।୧୧: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଟି-୨୦ ବିଶ୍ୱକପ୍ ୨୦୨୬ ର ସମ୍ପୂର୍ଣ୍ଣ ସୂଚୀ ଘୋଷଣା କରିଛି। ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏବଂ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗୋଟିଏ ଗ୍ରୁପ୍ରେ ରଖାଯାଇଛି। ବିଶ୍ୱକପ୍ ଫେବୃଆରୀ ୭, ୨୦୨୬ ରେ…
ଭଞ୍ଜ ଟ୍ରଫି: କୋରାପୁଟକୁ ୩-୨ ଗୋଲରେ ହରାଇଲା ସୁନ୍ଦରଗଡ଼
ଭଞ୍ଜନଗର,୨୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଭଞ୍ଜ ଟ୍ରଫି-୨୦୨୫ ସର୍ବ ଭାରତୀୟ ଟୁର୍ନାମେଣ୍ଟ ଚାଲିଛି। ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍ କୋରାପୁଟ ଓ ସୁନ୍ଦରଗଡ଼ ମଧ୍ୟରେ ହୋଇଥିଲା। ଏକ କଡ଼ା ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ରେ ସୁନ୍ଦରଗଡ଼ କୋରାପୁଟକୁ ୩-୨ଗୋଲରେ ପରାସ୍ତ…
ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ ପଲାଶ! ବିବାହ ସ୍ଥଗିତ ପଛରେ ସାମ୍ନାକୁ ଆସିଲା ବଡ଼ ସତ, ଭାଇରାଲ ହେଲା…
ନୂଆଦିଲ୍ଲୀ,୨୫।୧୧: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ-ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଛଲଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ନଭେମ୍ବର ୨୩ ତାରିଖରେ ସାଙ୍ଗଲିରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ ହେବାର ଥିଲା। ବିବାହ…
ଲଗାତାର ଦ୍ୱିତୀୟ ଥର କବାଡି ବିଶ୍ୱକପ ଜିତିଲା ମହିଳା ଭାରତୀୟ ଟିମ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଢାକା,୨୪।୧୧: ଭାରତୀୟ ମହିଳା କବାଡି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା କବାଡି ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛି। ବାଂଲାଦେଶର ଢାକାଠାରେ ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ୩୫-୨୮ ପଏଣ୍ଟରେ ଚାଇନିଜ୍ ତାଇପେଇକୁ ପରାସ୍ତ…
ଅଷ୍ଟ୍ରେଲିଆ-ପାକିସ୍ତାନ ସିରିଜ୍ର କାର୍ଯ୍ୟସୂଚୀରେ ହୋଇପାରେ ବଡ଼ ପରିବର୍ତ୍ତନ
କରାଚୀ,୨୪ା୧୧: ଆସନ୍ତା ବର୍ଷ ମାର୍ଚ୍ଚରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ। ସେହି ମାସରେ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଖେଳାଯିବାକୁ ଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)…
ହଠାତ୍ ବଦଳିଲା ପୃଥ୍ବୀ ଶ’ଙ୍କ ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ, ଋତୁରାଜଙ୍କ ସ୍ଥାନରେ…
ନୂଆଦିଲ୍ଲୀ,୨୪।୧୧: ଭାରତୀୟ କ୍ରିକେଟର ସବୁଠାରୁ ପ୍ରତିଭାଶାଳୀ ଖେଳାଳିଙ୍କ ମଧ୍ୟରୁ ଜଣେ ପୃଥ୍ବୀ ଶ’ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ଗତ ବର୍ଷ IPL ୨୦୨୫ ନିଲାମରେ କୌଣସି ଦଳ ତାଙ୍କୁ କିଣି ନଥିଲେ, ତେଣୁ ଏହି ସୀମା…
ଶୋଚନୀୟ ସ୍ଥିତିରେ ଟିମ୍ ଇଣ୍ଡିଆ: ୨୦୧ ରନ୍ରେ ଅଲ୍ଆଉଟ
ଗୌହାଟୀ,୨୪।୧୧: ସ୍ଥାନୀୟ ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ ଦେଖିବାକୁ ମିଳିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଟିମ୍ ଇଣ୍ଡିଆ ୨୦୧ ରନ୍ରେ ଅଲଆଉଟ ହୋଇଯାଇଛି। ଫଳରେ ଗୌହାଟୀ…
Archives


