ଖେଳ

ରହମତଙ୍କ ଶତକ, ଆଫଗାନିସ୍ତାନ ୨୭୧/୫

ଚିଟ୍ଟାଗଙ୍ଗ, ୫ା୯ (ଏଏଫ୍‌ପି)- ବ୍ୟାଟ୍ସମ୍ୟାନ ରହମତ ଶାହ ଆଫଗାନିସ୍ତାନର ପ୍ରଥମ କ୍ରିକେଟର ଭାବେ ଏକ ଟେଷ୍ଟ ଶତକ ହାସଲ କରିଛନ୍ତି। ଏଠାରେ ଗୁରୁବାର ବାଂଲାଦେଶ ବିପକ୍ଷରେ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି।...

ଧାଓ୍ବନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ-ଏ ପରାସ୍ତ

ଥିରୁଭାନନ୍ତପୁରମ, ୫।୯ (ପି.ଟି.)- ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ୪ର୍ଥ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ବରିଷ୍ଠ ଓପନର୍‌ ଶିଖର ଧାଓ୍ବନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ-ଏ ଦଳ ଭିଜେଡି ପଦ୍ଧତି ୪ ରନରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ନିକଟରୁ ପରାସ୍ତ ହୋଇଛି।...

ଦକ୍ଷିଣ ଆଫ୍ରିକା ଟି୨୦ ଦଳରେ ପରିବର୍ତ୍ତନ

ଜୋହାନ୍ସବର୍ଗ,୫।୯(ପିଟି): ଆସନ୍ତା ୧୫ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ଘୋଷିତ ଦକ୍ଷିଣ ଆଫ୍ରିକା ଦଳରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ସ୍ଥାନ ପାଇଥିବା ଅଲରାଉଣ୍ଡର ଜନ-ଜନ ଟ୍ରେଭର ସ୍ମୁଟ୍ସ ଦଳରୁ ବାଦ୍‌ ପଡ଼ିଛନ୍ତି।...

୧୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରସିଦ

ଚଟୋଗ୍ରାମ,୫।୯: ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍‌ ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସ୍ଥାନୀୟ ଜାହୁର ଅହମ୍ମଦ ଚୌଧାରୀ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନ ଦଳର ନେତୃତ୍ୱ ନେଇ ରସିଦ ସର୍ବକନିଷ୍ଠ ଟେଷ୍ଟ...

ନାବାଳିକାଙ୍କୁ ଅସଦାଚରଣ, ବିଦା ହେଲେ ସନ୍ତରଣ କୋଚ୍‌

ନୂଆଦିଲ୍ଲୀ,୫।୯(ପିଟି): ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦା ହୋଇଛନ୍ତି ସନ୍ତରଣ କୋଚ୍‌। ଘଟଣାର ଭିଡିଓ ଭାଇରାଲ ହୋଇଥିବାରୁ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କୋଚ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗୋଆ ସନ୍ତରଣ ମହାସଂଘ (ଜିଏସ୍‌ଏ)ରେ କୋଚ୍‌ ଭାବେ...

ମିମ୍‌ ପାଲଟିଲା କୋହଲିଙ୍କ ଲାଟେଷ୍ଟ ଫଟୋ

ନୂଆଦିଲ୍ଲୀ,୫।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଟୁଇଟରରେ ନିଜର ବିନା ପୋଷାକ ଫଟୋ ଶେୟାର କରିଛନ୍ତି। ଏହି ପୋଷ୍ଟର ମଜା ଉଠାଇଛନ୍ତି ଭାରତୀୟ ପ୍ରଶଂସକମାନେ। ନିକଟରେ ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ବିଭିନ୍ନ ରାଜ୍ୟରେ...

ନିଜ ଗୁରୁଙ୍କୁ ଦାମୀ ଉପହାର ଦେଇଛନ୍ତି ଏହିସବୁ କ୍ରିକେଟର୍‌

ସାରା ଦେଶରେ ଆଜି ଗୁରୁ ଦିବସ ପାଳନ କରାଯାଉଛି। ଏହି ଅବସରରେ ଶିଷ୍ୟମାନେ ଗୁରୁଙ୍କୁ ପୂଜା କରିବା ସହ ବିଭିନ୍ନ ଦାମୀ ଉପହାରମାନ ଦେଉଛନ୍ତି। କ୍ରିକେଟରମାନେ ମଧ୍ୟ ନିଜ ଗୁରୁଙ୍କୁ ଦାମୀ ଉପହାର ଦେଉଥିବା ଲକ୍ଷ୍ୟ କରାଯାଇଛି। ସଚିନ ତେନ୍ଦୁଲକର...

ରାସ୍ତାରେ ମାଙ୍କଡଚିତ କରୁଥିବା ଦୁଇ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଲା ସାଇ

କୋଲକାତା,୫।୯: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦୁଇ ଛାତ୍ରୀଛାତ୍ର ସ୍କୁଲ ପୋଷାକ ପିନ୍ଧି ରାସ୍ତାରେ ମାଙ୍କଡଚିତ (ସମରସଲ୍ଟ) କରୁଥିବାର ଦେଖିବାକୁ ମିଳିଥିଲା। ଉକ୍ତ ଭିଡିଓ ୫ ଥର ଅଲିମ୍ପିକ୍ସ ପଦକ ବିଜେତା ଜିମ୍ନାଷ୍ଟ ନାଡିଆ...

ରୋନାଲ୍ଡୋଙ୍କ ରେକର୍ଡ

ଲିସବନ,୫।୯- ଜୁଭେଣ୍ଟସ ଫରଓ୍ବାର୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ ଦଶମ ଥର ପାଇଁ ଚଳିତ ବର୍ଷର ଶ୍ରେଷ୍ଠ ପର୍ତ୍ତୁଗୀଜ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଆଟଲେଟିକୋ ମାଡ୍ରିଡ୍‌ର ଜୋଆଓ ଫେଲିକ୍ସ ଓ ମାଞ୍ଚେଷ୍ଟର ସିଟିର ବର୍ନାଡୋ ସିଲ୍‌ଭାଙ୍କୁ ପଛରେ ପକାଇ ଏହି ସଫଳତା...

ଅଲୋଡ଼ା ତାଲିକାରେ ଓ୍ବାର୍ନର

ମାଞ୍ଚେଷ୍ଟର,୫।୯: ଚଳିତ ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନରଙ୍କ ଖରାପ ଫର୍ମ ଜାରି ରହିଛି। ସେ ଏଠାରେ ଖେଳାଯାଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଛନ୍ତି। ଷ୍ଟୁଆର୍ଟ ବ୍ରଡଙ୍କ...

୧୦ ମିନିଟ୍‌ରେ ବିକ୍ରି ହେଲା ଫେଡରର-ନାଡାଲଙ୍କ ସମସ୍ତ ମ୍ୟାଚ୍‌ ଟିକେଟ

ଜୋହାନ୍ସବର୍ଗ,୫।୯(ଏଏଫ୍‌ପି)- ଟେନିସ ଇତିହାସର ଦୁଇ କିମ୍ବଦନ୍ତୀ ରୋଜର ଫେଡରର ଓ ରାଫାଲ ନାଡାଲଙ୍କ ମ୍ୟାଚ୍‌ ଉପଭୋଗ କରିବା ଲାଗି ବିଶ୍ୱର ଟେନିସ ପ୍ରଶଂସକମାନେ ସର୍ବଦା ଅପେକ୍ଷା କରି ରହିଥାନ୍ତି। ଏହି ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ ଆଗାମୀ ଫେବୃୟାରୀ ୭ତାରିଖରେ...

ଭାରତୀୟ କ୍ରିକେଟ ଖେଳାଳିଙ୍କ ଗୁରୁ, ଯାହାଙ୍କ ବିନା ସଫଳତା ପାଇବା ଥିଲା ଅସମ୍ଭବ

ଆଜି ସେପ୍ଟେମ୍ବର ୫ ତାରିଖ, ଗୁରୁ ଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। କୁହାଯାଏ, ଜଣେ ଗୁରୁଙ୍କ ବିନା ଜୀବନରେ ସଫଳତା...

ଆଶାରାମ ବାପୁ, ରାମରହିମ୍‌ ଜେଲ୍‌ ଯାଇଛନ୍ତି,ଶାମି ବି ଯିବେ: ହାସିନ୍‌ ଜହାନ

କୋଲକାତା,୫।୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମିଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି। ଶାମିଙ୍କ ପତ୍ନୀ ହାସିନ ଜହାନଙ୍କ ଦ୍ୱାରା ଦାୟର କରାଯାଇଥିବା ଘରୋଇ ହିଂସା ମାମଲାରେ ପଶ୍ଚିମବଙ୍ଗର ଅଲୀପୁଲର କୋର୍ଟ ଏହି ଗିରଫ...

‘କୋହଲି ନୁହେଁ, ଏବେ ବି ଧୋନୀ ଶ୍ରେଷ୍ଠ ଅଧିନାୟକ’

ନୂଆଦିଲ୍ଲୀ,୫।୯:ଓ୍ବେଷ୍ଟଇଣ୍ଡିଜରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କେବଳ ଟେଷ୍ଟ ସିରିଜ୍‌ ଜିତିନାହିଁ ବରଂ ଟେଷ୍ଟରେ ଭାରତର ସବୁଠୁ ସଫଳତମ ଅଧିନାୟକ ହେବାର ମଧ୍ୟ ସୌଭାଗ୍ୟଲାଭ କରିଛନ୍ତି ସେ। ବିରାଟ ୪୮ଟି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେଇ ୨୮ଟି...

ଦୁଲୀପ୍‌ ଟ୍ରଫି ଫାଇନାଲ: ଇଣ୍ଡିଆ ଗ୍ରୀନର ବ୍ୟାଟିଂ ବିପର୍ଯ୍ୟୟ

ବେଙ୍ଗାଲୁରୁ, ୫।୯ (ପି.ଟି.)- ଘରୋଇ କ୍ରିକେଟ୍‌ର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ଦୁଲୀପ୍‌ ଟ୍ରଫିର ଫାଇନାଲ ମ୍ୟାଚ୍‌ ଇଣ୍ଡିଆ ଗ୍ରୀନ୍‌ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ବୁଧବାରଠାରୁ ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି। ପିଙ୍କ୍‌ ବଲ୍‌ରେ ଖେଳାଯାଉଥିବା ଏହି...

ଏଫଆଇଏଚ୍‌ ପ୍ରୋ ଲିଗ୍‌: ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ

ନୂଆଦିଲ୍ଲୀ, ୫।୯(ପି.ଟି.)- ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ହକି ଦଳ ଆସନ୍ତାବର୍ଷ ଜାନୁୟାରୀ୧୮ରେ ଏହାର ପ୍ରଥମ ମ୍ୟାଚ ଘରୋଇ ପରିବେଶରେ ଖେଳିବ। ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେବ ନେଦରଲାଣ୍ଡ୍ସ। ଏଫଆଇଏଚ୍‌ ପ୍ରୋ ଲିଗ୍‌ ସିଜନ-୨ ପାଇଁ ବୁଧବାର ଘୋଷିତ...

ଚତୁର୍ଥ ଅନ୍‌ ଅଫିସିଆଲ ଦିନିକିଆ: ବର୍ଷା ଯୋଗୁ ରିଜର୍ଭ ଡେ’କୁ ଖେଳ ଘୁଞ୍ଚିଲା

ଥିରୁଭାନନ୍ତପୁରମ,୫।୯(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବୁଧବାର ଭାରତ ଏ’ ଓ ଦକ୍ଷିଣ ଆଫ୍ରିକା ଏ’ ମଧ୍ୟରେ ଖେଳା ଯାଇଥିବା ଚତୁର୍ଥ ଅନ୍‌ ଅଫିସିଆଲ ଦିନିକିଆ ମ୍ୟାଚ୍‌ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଫଳରେ ଖେଳ ରିଜର୍ଭ ଡେ ଅର୍ଥାତ...

ୟୁଏସ୍‌ ଓପନ୍‌: ବିପର୍ଯ୍ୟୟ: କ୍ୱାର୍ଟରରୁ ଫେଡରରଙ୍କ ବିଦାୟ

ନ୍ୟୁୟର୍କ, ୫।୯ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ର କ୍ୱାର୍ଟର ଫାଇନାଲରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୨୦ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ତଥା କିମ୍ବଦନ୍ତୀ ସୁଇଜରଲାଣ୍ଡ ଟେନିସ ଖେଳାଳି ରୋଜର ଫେଡରର...