ସିରିଜ୍ ଜିତିବାକୁ ହେଲେ ଏହି ଖେଳାଳିଙ୍କୁ ଚୁପ୍ ରଖ
ଲଣ୍ଡନ,୩୧।୮: ଆମକୁ ଟେଷ୍ଟ ସିରିଜ୍ ଜିତିବାକୁ ହେଲେ ଆଗାମୀ ଦୁଇ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚୁପ୍ ରଖିବାକୁ ପଡ଼ିବ। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ମଙ୍ଗଳବାର ଏଭଳି କହିଛନ୍ତି। ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏବେ ୧-୧ର...
କ୍ରିକେଟରୁ ବିଦାୟ ନେଲେ ଦୁର୍ଦ୍ଧର୍ଷ ବୋଲର
ଜୋହାନ୍ସବର୍ଗ,୩୧।୮: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସର ଡେଲ ଷ୍ଟେଇନ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦୧୯ରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିବା ଷ୍ଟେଇନଙ୍କୁ ଇତିହାସର ଅତ୍ୟତମ ଦୁର୍ଦ୍ଧର୍ଷ ବୋଲର ଭାବେ ଗଣନା କରାଯାଏ। ଅନ୍ତର୍ଜାତୀୟ କ୍ରିକେଟରେ...
ଏହି କାରଣରୁ ଇଂଲଣ୍ଡ ବୋଲରଙ୍କୁ ଖେଳିପାରୁନାହାନ୍ତି କୋହଲି; ଇରଫାନ୍ ରଖିଲେ ଭିନ୍ନ ମତ
ନୂଆଦିଲ୍ଲୀ,୩୧।୮: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏଯାବତ...
ପୁରୁଣା କ୍ଲବକୁ ଫେରୁଛନ୍ତି ରୋନାଲ୍ଡୋ
ମାଞ୍ଚେଷ୍ଟର,୩୧।୮: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଇଟାଲିର ଜୁଭେଣ୍ଟସ ସହ ଚୁକ୍ତି ପ୍ରକ୍ରିୟା ଶେଷ କରିଛି ଇଂଲିଶ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍। ୩୬ ବର୍ଷୀୟ ରୋନାଲ୍ଡୋ ଆଗାମୀ ଦୁଇ ବର୍ଷ ପାଇଁ ପ୍ରିମିୟର ଲିଗ୍ରେ ଖେଳିବେ। ଏଥି ଲାଗି ମାଞ୍ଚେଷ୍ଟର ୟୁନାଇଟେଡ୍...
ସିଂହରାଜ କଲେ କମାଲ୍: ଜିତିଲେ ବ୍ରୋଞ୍ଜ
ଟୋକିଓ,୩୧।୮: ଟୋକିଓ ପାରାଲିମ୍ପିକ୍ସରେ ଭାରତର ସିଂହରାଜ ଅଧାନା ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଟାଇଟଲ ମ୍ୟାଚରେ ମନୀଷ ନରୱାଲ ନିରାଶ ହୋଇଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବାହାରିଯାଇଥିଲେ। ଏହାପୂର୍ବରୁ ମହିଳା ୧୦...
ଆଇପିଏଲ୍ ପୂର୍ବରୁ ଆହତ ହେଲେ ଏହି ଖେଳାଳି, ୩ ଦଳର ବଢିଲା ଚିନ୍ତା
ଲଣ୍ଡନ,୩୧।୮: ନିକଟରେ ଦି ହଣ୍ଡ୍ରେଡ ଲିଗରେ ୨୭ ଟି ଛକା ଓ ୨୨ ଚୌକା ସହ ୩୫୮ ରନ ସ୍କୋର କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଆଘାତ ଇଂଲଣ୍ଡ ଦଳ, କାଉଣ୍ଟି ଦଳ...
ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ପରେ ବଢିଥିଲା କ୍ରିକେଟ୍ ନିଶା; ପଡ଼ିଆରେ କରିଥିଲେ ଅନେକ ରେକର୍ଡ
କ୍ରୀଡା ଏବଂ ଅଧ୍ୟୟନର ମିଳନ କ୍ୱଚିତ୍ ଦେଖାଯାଏ, କିନ୍ତୁ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଭଲ ଅଧ୍ୟୟନ କରିବା ପରେ ଖେଳକୁ ନିଜର କ୍ୟାରିଅର୍ କରିଥିଲେ। ଏହିପରି ଜଣେ କ୍ରିକେଟର ହେଉଛନ୍ତି ଜଭଗଲ ଶ୍ରୀନାଥ, ଯିଏ ଇଞ୍ଜିନିୟରିଂ କରିଥିଲେ ଏବଂ...
ମାଲାମାଲ ହେବ ବିସିସିଆଇ
ନୂଆଦିଲ୍ଲୀ,୩୧।୮: ଘରୋଇ ଟି-୨୦ ଲିଗ ଆଇପିଏଲ ପାଇଁ ବିସିସିଆଇ ବଡ ପ୍ରସ୍ତୁତି କରୁଛି। ଆଇପିଏଲ୍ର ପରବର୍ତ୍ତୀ ସିଜିନରୁ ୮ ଟିମ୍ ବଦଳରେ ୧୦ଟି ଟିମ୍ ଭାଗ ନେବେ। ବୋର୍ଡ ଏକ ଦଳର ମୂଳ ମୂଲ୍ୟ ପ୍ରାୟ ୨ ହଜାର କୋଟି...
ଇଂଲଣ୍ଡ କ୍ରିକେଟର୍ଙ୍କୁ ନିଜ ଜର୍ସି ଦେଲେ ରବିନ୍ଦ୍ର ଜାଡେଜା, ଜାଣନ୍ତୁ କାହିଁକି
ଲଣ୍ଡନ,୩୧।୮:ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ବିଶେଷ କାରଣ ପାଇଁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କୁ ତାଙ୍କ ଟେଷ୍ଟ ଜର୍ସି ଉପହାର ଦେଇଛନ୍ତି। ଏହି ଜର୍ସିରେ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ସମସ୍ତ ସଦସ୍ୟ ମଧ୍ୟ ଦସ୍ତଖତ...
ତାଲିବାନଙ୍କ ପ୍ରଶଂସାରେ ଶତମୁଖ ଏହି ପ୍ରସିଦ୍ଧ କ୍ରିକେଟର୍
ଇସଲାମାବାଦ୍,୩୧।୮: ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଯିଏକି ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏଥର ତାଲିବାନକୁ ପ୍ରଶଂସା ସେ ପୁଣି ଲୋକଳୋଚନକୁ ଆସିଛନ୍ତି। ତାଲିବାନ ବିଷୟରେ ସେ ଦେଇଥିବା ବିବୃତ୍ତି ସମଗ୍ର ବିଶ୍ୱରେ ଏକ...
ଆଖିବୁଜିଲେ ମହାନ କ୍ରିକେଟର୍
ମୁମ୍ବାଇ,୩୧।୮:ମୁମ୍ବାଇ ଏବଂ ବରୋଦା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ଭାସୁ ପରଞ୍ଜପେଙ୍କର ୮୨ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି। ଭାସୁ ମଧ୍ୟ ଜଣେ ମହାନ କୋଚ ଥିଲେ। ସେ ଭାରତର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କ କୌଶଳକୁ ତୀକ୍ଷ୍ଣ...
ଟୋକିଓରେ ପୁଣି ଉଡିଲା ତ୍ରିରଙ୍ଗା: ବିଶ୍ୱରେକର୍ଡ ସହ ସୁମିତ ଆଣିଲେ ସ୍ବର୍ଣ୍ଣ
ଟୋକିଓ,୩୦।୮: ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ସୋମବାର ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ଅବନୀଙ୍କ ପରେ ଆଜି ସୁମିତ ଅନ୍ତିଲ ଭାରତ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଜାଭେଲିନ୍ ଥ୍ରୋର ପୁରୁଷ ଏଫ୍୬୪ କିଗ୍ରା ବର୍ଗରେ ସେ ସ୍ବର୍ଣ୍ଣ...
Archives


