ଖେଳ

ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆ ଟିମ୍‌କୁ ଏକାକୀ ପାଣି ପିଆଇ ଦେଇଥିଲେ

ବେଲଫାଷ୍ଟ,୧୪।୯: କ୍ରିକେଟରୁ ଜିମ୍ବାଓ୍ବେର ସିନିୟର ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ ଟେଲରଙ୍କ ଅବସର ସହ ଏକ ଯୁଗ ଶେଷ ହୋଇଛି। ଜିମ୍ବାଓ୍ବେ କ୍ରିକେଟ ଇତିହାସର ସବୁଠୁ ସଫଳତମ ବ୍ୟାଟ୍ସମ୍ୟାନ ୧୭ ବର୍ଷର କ୍ୟାରିୟରରେ ୩୪ ଟେଷ୍ଟ, ୨୦୨ ଦିନିକିଆ ଓ ୪୫ ଟି୨୦...

କ୍ଷତିପୂରଣ ପାଇଁ ଇସିବିକୁ ଏଭଳି ପ୍ରସ୍ତାବ ଦେଲା ବିସିସିଆଇ

ମାଞ୍ଚେଷ୍ଟର,୧୩।୯: ଆଗାମୀ ବର୍ଷ ଜୁଲାଇରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବାର ଅଛି। ସେହି ସିରିଜ୍‌ରେ ଅତିରିକ୍ତ ୨ଟି ଟି୨୦ ମ୍ୟାଚ୍‌ ଖେଳିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ...

ଶାସ୍ତ୍ରୀଙ୍କୁ ଦଣ୍ଡିତ କରାଯିବ ନାହିଁ

ନୂଆଦିଲ୍ଲୀ,୧୩।୯: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଲଣ୍ଡନରେ ନିଜ ବୁକ୍‌ ଲଞ୍ଚିଂ ପ୍ରୋଗ୍ରାମରେ ଯୋଗ ଦେଇଥିଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ତାହା ପୁଣି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବିନା ଅନୁମତିରେ। ତେବେ...

ଏବେ ଭାରତ-ପାକିସ୍ତାନ ସିରିଜ୍‌ ସମ୍ଭବ ନୁହେଁ

ଲାହୋର,୧୩।୯: ଏବେ ଦୁଇ ପଡ଼ୋଶୀ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‌ ଖେଳାଯିବା ସମ୍ଭବ ନୁହେଁ। ନୂଆ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଚେୟାରମ୍ୟାନ ଦାୟିତ୍ୱ ପାଇଥିବା ପୂର୍ବତନ ପାକିସ୍ତାନ କ୍ରିକେଟର ରମିଜ ରାଜା...

ଆଇପିଏଲ ପାଇଁ ବାତିଲ ହୋଇନାହିଁ ମାଞ୍ଚେଷ୍ଟର ଟେଷ୍ଟ

ନୂଆଦିଲ୍ଲୀ,୧୩।୯: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ୫ମ ତଥା ଅନ୍ତିମ ଟେଷ୍ଟ ବାତିଲ ହେବା ପରେ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରଥମ ଥର ମୁହଁ ଖୋଲିଛନ୍ତି। ଦଳୀୟ କ୍ୟାମ୍ପରେ କୋଭିଡ୍‌ ଦେଖାଦେବା ପରେ ଖେଳାଳିମାନେ ଖେଳିବାକୁ...

କୋହଲିଙ୍କୁ ନେଇ ବିସିସିଆଇର ବଡ଼ ଘୋଷଣା: ଅଧିନାୟକ ପଦରେ ରହିବେ ନା ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୯: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ସୀମିତ ଓଭର କ୍ରିକେଟରେ ଦଳର ଅଧିନାୟକତ୍ୱ ଛାଡିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର କୋଷାଧ୍ୟକ୍ଷ ଅରୁଣ...

ଭାରତୀୟ ଦଳକୁ କୋଚିଂ ଦେବାକୁ ଚାହୁଁନାହାନ୍ତି ଧୋନୀ: ଗାଙ୍ଗୁଲି କଲେ ଖୁଲାସା

ନୂଆଦିଲ୍ଲୀ,୧୩।୯: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଟି -୨୦ ବିଶ୍ୱକପ ପାଇଁ ଦଳର ମେଣ୍ଟର କରାଯାଇଛି। ଦଳ ୨୦୦୭ ମସିହାରୁ ବିଶ୍ୱକପ ଟାଇଟଲ ଜିତି ନାହିଁ। କିନ୍ତୁ ଧୋନୀ କେବଳ ଏହି ବିଶ୍ୱକପ ପର୍ଯ୍ୟନ୍ତ ଦଳ ସହ...

କୋହଲିଙ୍କ ବିରୋଧରେ ଚାଲିଛି ଷଡଯନ୍ତ୍ର

ଇସଲମାବାଦ,୧୩।୯: ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆର ଟି -୨୦ ଏବଂ ଦିନିକିଆ ଦଳର ଅଧିନାୟକ ପଦ ଛାଡିବେ ଏବଂ ରୋହିତ ଶର୍ମା ଏହି ଦାୟିତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି। କୋହଲି ତାଙ୍କ ବ୍ୟାଟିଂ...

ଗୋଟିଏ ଘଟଣା ଯୋଗୁ ବଦଳିଯାଇଥିଲା ଏହି ମହାନ କ୍ରିକେଟ୍‌ରଙ୍କ ଜୀବନ:ପାଇଥିଲେ ‘କିଙ୍ଗ ଅଫ ସ୍ପିନ’ ଆଖ୍ୟ

ଦୁନିଆର ମହାନ ସ୍ପିନର ସେନ୍‌ ୱାର୍ନ ଆଜି ଅର୍ଥାତ୍‌ ୧୩ ସେପ୍ଟେମ୍ବର ୨୦୨୧ରେ ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କ୍ରିକେଟରେ ତାଙ୍କର ସଫଳତା ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଉଦାହରଣ। ୱାର୍ନ ଛୋଟ ଥିବାବେଳେ ଫୁଟବଲ...

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ହରାରେ,୧୩।୯: ଜିମ୍ବାୱେର ତାରକା କ୍ରିକେଟର ବ୍ରେଣ୍ଡନ ଟେଲର କ୍ରିକେଟକୁ ଅଲବିଦା କହିଛନ୍ତି। ଫଳରେ ତାଙ୍କର ୧୭ ବର୍ଷର କ୍ରିକେଟ୍‌ କ୍ୟାରିଅରର ଅନ୍ତ ଘଟିଛି। ୩୪ ବର୍ଷୀୟ ପୂର୍ବତନ ଅଧିନାୟକ ତଥା ଜିମ୍ବାୱେର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ଟେଲର ସୋମବାର ଆୟର୍ଲାଣ୍ଡ...

କୋହଲି ଦେବେ ଇସ୍ତଫା, ଟି-୨୦ ବିଶ୍ୱକପ ପରେ ରୋହିତ ହେବେ ଅଧିନାୟକ…

କୋଲକାତା,୧୩।୯: ଭାରତୀୟ କ୍ରିକେଟ ଦଳରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଅକ୍ଟୋବର-ନଭେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପରେ ଦଳର ବର୍ତ୍ତମାନର...

ବନ୍ଧୁଙ୍କ ସହ ଥିବାବେଳେ ସାଙ୍ଗରେ ଫୋନ୍‌ ନିଅନ୍ତି ନାହିଁ ଧୋନୀ: ଜାଣନ୍ତୁ କାହିଁକି

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ଖୁବ ଶୀଘ୍ର ଟିମ ଇଣ୍ଡିଆରେ ନଜର ଆସିବେ। କିନ୍ତୁ ଏଥର ପଡିଆରେ ନୁହେଁ, ସେ ଟି-୨୦ ବିଶ୍ୱକପରେ ମେଣ୍ଟର ଭାବରେ ଦଳକୁ ସମର୍ଥନ କରିବେ। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ହେବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri