ଖେଳ

ନମ୍ବର ୬ରୁ ରାତାରାତି ଓପନର୍‌ ପାଲଟିଥିଲେ ଏହି କ୍ରିକେଟର୍‌: ଏବେ ଆଇପିଏଲ୍‌ରେ କରୁଛନ୍ତି ଜଲଓ୍ବା

ୟୁଏଇ,୨୪।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଏପର୍ଯ୍ୟନ୍ତ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ପାଇଁ ଭଲ ଚାଲିଛି। ପ୍ରଥମ ୨ଟି ଉଭୟ ମ୍ୟାଚ ଜିତିବାରେ କେକେଆର୍‌ ସଫଳ ହୋଇଛି। ଦଳର ଏହି ବିଜୟରେ ଯୁବ ଖେଳାଳି ଭେଙ୍କଟେଶ ଆୟାରଙ୍କ ଅବଦାନ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବିସିସିଆଇକୁ ଲାଗିଲାଣି ଭୟ

ନୂଆଦିଲ୍ଲୀ,୨୪।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟାର୍ଦ୍ଧ ଖେଳାଯାଉଛି।ଅକ୍ଟୋବର ୧୫ରେ ଟୁର୍ନାମେଣ୍ଟର ଫାଇନାଲ ଅନୁଷ୍ଠିତ ହେବ। ଏହାର ୨ ଦିନ ପରେ ଟି -୨୦ ବିଶ୍ୱକପ ଆରମ୍ଭ ହେବ । ଏଥିପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି ଏବଂ ଏହି ଦଳରେ...

ଦଳ ବିଜୟ ପରେ ଲାଗିଲା ଝଟ୍‌କା: ୨୪ ଲକ୍ଷ ଟଙ୍କାର ଜୋରିମନା ଦେବେ ଏହି ଦଳର ଅଧିନାୟକ

ଦୁବାଇ,୨୪।:କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଉଇକଟରେ ପରାସ୍ତ କରିଛି। ଏହି ବିଜୟ ସହିତ କୋଲକାତା ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥରୁ ଷଷ୍ଠ...

ବ୍ୟାଟିଂ ବେଳେ ବଲ୍‌ ବାଜି ଭାଙ୍ଗି ଯାଇଥିଲା ଦାନ୍ତ, ତଥାପି ଖେଳିବା ଜାରି ରଖିଥିଲେ ଏହି ମହାନ କ୍ରିକେଟର୍‌

ଭାରତର ପ୍ରସିଦ୍ଧ ଅଲରାଉଣ୍ଡ ତଥା ୧୯୮୩ ବିଶ୍ୱକପର ହିରୋ ମହିନ୍ଦର ଅମରନାଥଙ୍କ ଆଜି ୭୧ତମ ଜନ୍ମଦିନ। ସେପ୍ଟେମ୍ବର ୨୪ ୧୯୫୦ ପଟିଆଲାରେ ଜନ୍ମଗ୍ରହଣ କରିଥିବା ଅମରନାଥଙ୍କ ପିତା ଲାଲା ଅମରନାଥ ମଧ୍ୟ ଜଣେ ଲୋକପ୍ରିୟ କ୍ରିକେଟର୍‌ ଥିଲେ। ତାଙ୍କ ପିଢିକୁ...

କଳିଙ୍ଗରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୪।୯(ସ୍ପୋଟର୍‌ସ ବ୍ୟୁରୋ):ଭୁବନେଶ୍ୱରରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ମେଗା ଇଭେଣ୍ଟ। ଆଉ ଠିକ୍‌ ଦୁଇମାସ ପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ହେବ। ଗୁରୁବାର ଆୟୋଜିତ ଏକ...

ଆଇପିଏଲ୍‌ରେ ଏହି ‘ମିଷ୍ଟ୍ରି ଗର୍ଲ’ କିଏ

ଦୁବାଇ,୨୪।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଖରାପ ପ୍ରଦର୍ଶନ ଜାରି ରହିଛି। ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟ ହରାଇ ପରାଜୟର ସମ୍ମୁଖୀନ ହୋଇଛି। ମ୍ୟାଚ ସମୟରେ ଏକ ‘ମିଷ୍ଟ୍ରି ଗର୍ଲ’...

ଆଇପିଏଲ ଛାଡ଼ି ସ୍ବଦେଶ ଫେରିଲେ ଷ୍ଟାର ବିଦେଶୀ ଖେଳାଳି

ଆବୁଧାବି, ୨୪।୯: ଚଳିତ ଆଇପିଏଲ ସିଜନରେ ସଂଘର୍ଷ କରୁଥିବା ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)କୁ ଗୁରୁବାର ଏକ ଶକ୍ତ ଧକ୍କା ଲାଗିଛି। ବାପାଙ୍କ ମୃତ୍ୟୁ କାରଣରୁ ହାଇଦ୍ରାବାଦ୍‌ ଦଳର ଷ୍ଟାର ବିଦେଶୀ ଖେଳାଳି ଶେର୍ଫାନେ ରଦରଫର୍ଡ ସ୍ବଦେଶ ଫେରିଛନ୍ତି। ଏ ନେଇ...

ମୁମ୍ବାଇର ନିଦ ହଜାଇ ଦେଲା ନାଇଟ୍‌ ରାଇଡର୍ସ

ଆବୁଧାବି, ୨୩।୯: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନିଦ ହଜାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ଆବୁଧାବି ଗ୍ରାଉଣ୍ଡରେ ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ଅତିସହଜରେ ୧୫.୧ ଓଭରରେ ୩ ଉଇକେଟରେ ହରାଇ ହାସଲ...

ବିସ୍ଫୋରକ ଓପନିଂ ପାର୍ଟନରଶିପ୍‌ ସତ୍ତ୍ୱେ ଭଲ ସ୍କୋର ଛିଡ଼ା କରିପାରିଲାନି ମୁମ୍ବାଇ

ଆବୁଧାବି,୨୩।୯: ଏଠାରେ ଗୁରୁବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଗରେ ଛିଡ଼ା କରିଛି ୧୫୬ ରନ୍‌ର ବିଜୟ ଲକ୍ଷ୍ୟ। ମୁମ୍ବାଇକୁ ଭଲ ଆରମ୍ଭ ଦେଇଥିଲା...

ଇନ୍‌ଷ୍ଟା ପୋଷ୍ଟ ପାଇଁ ଫସିଲେ ଷ୍ଟାର ଅଲରାଉଣ୍ଡର

ଆବୁଧାବି,୨୩।୯: ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଅଡ଼ୁଆରେ ପଡ଼ିଛନ୍ତି ପଞ୍ଜାବ କିଙ୍ଗ୍ସ ଅଲରାଉଣ୍ଡର ଦୀପକ ହୁଡା। ଇନ୍‌ଷ୍ଟାଗ୍ରାମରେ  ପୋଷ୍ଟ କାରଣରୁ ସେ ମ୍ୟାଚ୍‌ ଫିକ୍ସିଂରେ ଲିପ୍ତ ଥାଇ ପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଶବିର ହୁସେନ...

କେକେଆର ଭର୍ସସ୍‌ ୧୦୦୦

ଆବୁ ଧାବି,୨୩।୯: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ୩୦ ବଲରେ ୩୩ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସ ଅବସରରେ କେକେଆର୍‌ ବିପକ୍ଷରେ ୧ ହଜାର ରନ୍‌ ପୂରଣ କରିଛନ୍ତି...

‘କେହି ଭାରତ ଯିବାକୁ ମନା କରିପାରିବେ ନାହିଁ’

ମେଲବୋର୍ନ,୨୩।୯: କୌଣସି ଦଳ ଭାରତକୁ ଗସ୍ତ କରିବାକୁ ମନା କରିବେ ନାହିଁ। କିନ୍ତୁ ପାକିସ୍ତାନ ଓ ବାଂଲାଦେଶ  ଗସ୍ତକୁ ବାତିଲ କରିବା ଖେଳାଳି ଓ ସଂଗଠନଙ୍କ ପକ୍ଷେ ସହଜ ହୋଇପଡ଼ିଛି। ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ଦଳ ପାକିସ୍ତାନ ଗସ୍ତକୁ ବାତିଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri