ଖେଳ

ଭାରତୀୟ ଖେଳାଳିଙ୍କ ମାଲିସ୍‌ କଲେ ପାକିସ୍ତାନ କ୍ରିକେଟର୍‌

ଦୁବାଇ,୧୮।୧୦: ଆଗାମୀ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥି ସହିତ ଉଭୟ ଦେଶର ଖେଳାଳିମାନେ ପରସ୍ପର ଏହି ମ୍ୟାଚ୍‌କୁ ନେଇ ପ୍ରତିକ୍ରିୟ ଦେବାରେ ଲାଗିଛନ୍ତି।...

ଯୁବରାଜ ସିଂ ଗିରଫ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୧୦: ସୋସିଆଲ ମିଡିଆରେ ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେଇଥିବାରୁ ହାନସି ପୋଲିସ କ୍ରିକେଟର ଯୁବରାଜ ସିଂଙ୍କୁ ଗିରଫ କରିଛି। ଏହି ଗିରଫ ୨୦୨୦ର ଏକ ମାମଲାରେ ହୋଇଛି। ଗିରଫ ହେବାର କିଛି ସମୟ ପରେ ଯୁବରାଜ ହାଇକୋର୍ଟଙ୍କ ନିର୍ଦ୍ଦେଶରେ...

ଭାରତୀୟ କ୍ରିକେଟ୍‌ ଦଳର କୋଚ ଅଫର୍‌ ପ୍ରତ୍ୟାଖ୍ୟାନ ଏହି ପ୍ରସିଦ୍ଧ କ୍ରିକେଟର୍‌

ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କୁ ନିକଟକୁ ଡାକରା ଯାଇଥିଲା। ତେବେ ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ପଣ୍ଟିଂ ବିସିସିଆଇର ଅଫରକୁ...

ବିଶ୍ୱକପ୍‌ ଆରମ୍ଭରୁ ବିପର୍ଯ୍ୟୟ

ଅଲ ଆମେରାତ,୧୭।୧୦: ଟି୨୦ ବିଶ୍ୱକପ୍‌ ଆରମ୍ଭରୁ ବିପର୍ଯ୍ୟୟ ଘଟିଛି। ବାଂଲାଦେଶକୁ ୬ ରନ୍‌ରେ ହରାଇ ଦେଇଛି ଦୁର୍ବଳ ସ୍କଟଲାଣ୍ଡ। ୧୪୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ବାଂଲାଦେଶ ୭ ଉଇକେଟ ହରାଇ ୧୩୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।...

ନୂଆ ରେକର୍ଡ ପ୍ରତିଷ୍ଠା କଲେ ଶାକିବ

ଅଲ ଆମେରାତ,୧୭।୧୦: ଟି୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ। ଚଳିତ ଟି୨୦ ବିଶ୍ୱକପ୍‌ରେ ସ୍କଟଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଶାକିବ ଦୁଇ ଉଇକେଟ ହାତେଇ ଥିଲେ।...

ଭାରତୀୟ ବିଶ୍ୱକପ୍‌ ଦଳ ପାଇଁ ରାଇନାଙ୍କ ସ୍ବତନ୍ତ୍ର ମେସେଜ୍‌

ଦୁବାଇ,୧୭।୧୦: ୟୁଏଇ ଏବଂ ଓମାନଠାରେ ରବିବାର ଆରମ୍ଭ ହୋଇଯାଇଛି ଟି୨୦ ବିଶ୍ୱକପ୍‌। ଏହି କ୍ରିକେଟ ମହାକୁମ୍ଭ ପୂର୍ବରୁ ଭାରତୀୟ ଦଳର ଖେଳାଳିଙ୍କୁ ଏକ ସ୍ବତନ୍ତ୍ର ମେସେଜ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା। ତାଙ୍କ ମତରେ ଟି୨୦ ଫର୍ମାଟର...

ବାଦ୍‌ ପଡ଼ିବେ ରାଇନା; ସିଏସ୍‌କେ ଟାର୍ଗେଟରେ ଡୁ’ପ୍ଲେସି, ଶାର୍ଦ୍ଦୁଳ, ଦୀପକ

ଦୁବାଇ,୧୭।୧୦: ଭେଟେରାନ ବ୍ୟାଟର ସୁରେଶ ରାଇନ ସମ୍ଭବତଃ ଆଗାମୀ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରୁ ବାଦ୍‌ ପଡ଼ିପାରନ୍ତି। ରୁତୁରାଜ ଗାଏକ୍ୱାଡ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ରିଟେନ ସିଏସ୍‌କେ ରିଟେନ କରିବ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ...

ଟି-୨୦ ବିଶ୍ୱକପ୍‌ ଆରମ୍ଭ: ଭୋ ଭୋ ହୋଇ କାନ୍ଦିଲେ ଏହି ଦଳର ଖେଳାଳି

ଦୁବାଇ,୧୭।୧୦: ୟୁଏଇରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲା ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯାଉଛି। ଏହି ଦୁଇ ଟିମ୍‌ ବିଶ୍ୱ କ୍ରିକେଟ୍‌ରେ ନୂଆ ମୁହଁ। ବିଶ୍ୱକପ୍‌ ଆୟୋଜନ କରୁଥିବାରୁ ଓମାନକୁ ଏଠାରେ ଖେଳିବାକୁ ସୁଯୋଗ...

ଦଳ ଚାମ୍ପିଅନ୍‌ ହେବା ପରେ କାହାକୁ ପ୍ରଥମେ ଫୋନ କରିଥିଲେ ଧୋନୀ

ଶାରଜା,୧୭।୧୦: ଆଇପିଏଲ୍‌ ୨୦୨୧ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବାଜି ମାରି ନେଇଛି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଚତୁର୍ଥଥର ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଛି। ମ୍ୟାଚ୍‌ ଜିତିବା ପରେ ଧୋନୀ ଏବଂ ଦଳର ଅନ୍ୟ ଖେଳାଳି ପଡିଆରେ ଥିଲେ। ଏହି...

ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ: କୋହଲି ଦେଲେ ଦୃଢ ଜବାବ

ଦୁବାଇ,୧୭।୧୦: ୟୁଏଇ ଏବଂ ଓମାନ ମାଟିରେ ଆଜିଠାରୁ ଟି -୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟରେ ସମଗ୍ର ବିଶ୍ୱର ଆଖି ରହିଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ। ଏହି ମ୍ୟାଚ ପୂର୍ବରୁ ଭାରତ ଅଧିନାୟକ ବିରାଟ କୋହଲି...

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ କୋହଲିଙ୍କୁ ଟିକେଟ୍‌ ମାଗିଲେ ସାଙ୍ଗ: ଜବାବ ମିଳିଲା ଏମିତି

ଦୁବାଇ,୧୭।୧୦: ଅକ୍ଟୋବର ୨୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି। ତେବେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ଟିମ ଇଣ୍ଡିଆର ଅଧିନାୟକ ବିରାଟ...

ରାହୁଲ ଦ୍ରାବିଡ କୋଚ୍‌ ହେବା ନେଇ ମୁହଁ ଖୋଲିଲେ କୋହଲି: କହିଲେ,ଏସବୁ କ’ଣ ଚାଲିଛି…

ଦୁବାଇ,୧୭।୧୦: ‘ଦ ଓ୍ବାଲ୍‌’ ଭାବରେ ଜଣାଶୁଣା ରାହୁଲ ଦ୍ରାବିଡଙ୍କୁ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୧ ର ପରବର୍ତ୍ତୀ କୋଚ ହେବା ନେଇ ଚର୍ଚ୍ଚା ଚାଲିଛି। ବର୍ତ୍ତମାନର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆସୁଛି। ଭାରତୀୟ ଅଧିନାୟକ ବିରାଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri