ଖେଳ

ବିଦା ହେବାରୁ ବର୍ତ୍ତିଲା ଡିଫେଣ୍ଡିଂ ଚାମ୍ପିୟନ

ଶାରଜା,୨୯।୧୦: ଲଗାତାର ଦୁଇ ପରାଜୟ ପରେ ଚଳିତ ଟି୨୦ ବିଶ୍ୱକପ୍‌ରେ ବିଜୟ ସ୍ବାଦ ଚାଖିଛି ଡିଫେଣ୍ଡିଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ। ଶୁକ୍ରବାର ଏଠାରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୩ ରନ୍‌ରେ ବାଂଲାଦେଶକୁ ହରାଇ ଦେଇଛି। ଏହି ବିଜୟ ସହ ଓ୍ବେଷ୍ଟଇଣ୍ଡିଜର...

ରୋନାଲ୍ଡୋଙ୍କୁ ଅନୁସରଣ କଲେ ଓ୍ବାର୍ନର

ଦୁବାଇ,୨୯।୧୦: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପଦାକୁ ଅନୁସରଣ କରିଛନ୍ତି ଅଷ୍ଟ୍ରେଲିଆର ତାରକା ଓପନର୍‌ ଡେଭିଡ ୱାର୍ନର। ଏଠାରେ ଚାଲିଥିବା ଟି -୨୦ ବିଶ୍ୱକପ୍‌ର ଏକ ଖବରଦାତା ସମ୍ମିଳନୀରେ ସେ ତାଙ୍କ ସମ୍ମୁଖରେ ରଖାଯାଇଥିବା କୋକାକୋଲା ବୋତଲକୁ ସାମୟିକ ଭାବେ ହଟାଇ ଦେଇଛନ୍ତି।...

ବ୍ୟାଟ୍‌ରେ ବଲ ନ ବାଜିବାରୁ ଡ୍ରେସିଂ ରୁମ୍‌ ଚାଲିଗଲେ ପୋଲାର୍ଡ

ଶାରଜା,୨୯।୧୦: ଏଠାରେ ଶୁକ୍ରବାର ବାଂଲାଦେଶ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟ ଏକ ମ୍ୟାଚ୍‌ରେ ଅସାଧାରଣ ଦୃଶ୍ୟ ଦେଖିବାକୁ ମିଳିଛି। ଓ୍ବେଷ୍ଟଇଣ୍ଡିଜ ପାଇଁ ୫ମ କ୍ରମରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଅଧିନାୟକ କିରନ ପୋଲାର୍ଡଙ୍କ...

ପରିବର୍ତ୍ତନ ଲାଗି ପରାମର୍ଶ ଦେଲେ ଗାଭାସ୍କର

ଦୁବାଇ,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟରେ ଆସନ୍ତା ରବିବାର ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଭାରତୀୟ ଦଳ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର ତଥା ଭାଷ୍ୟକାର ସୁନିଳ ଗାଭାସ୍କର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଳରେ ଦୁଇଟି...

ଶେଷ ୬ ଓଭରରେ ଧୂଆଁଦାର ବ୍ୟାଟିଂ

ଶାରଜା,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଶୁକ୍ରବାର ବାଂଲାଦେଶ ଆଗରେ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ବାଂଲାଦେଶର ବୋଲିଂ ଆଗରେ କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ଦଳ...

ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ଖେଳାଳି ହୋଇପାରନ୍ତି ପାକିସ୍ତାନର ନୂଆ କୋଚ୍‌, କିଛି ଏଭଳି…

ଦୁବାଇ,୨୯।୧୦: ୨୦୧୧ ମସିହାରେ ଟିମ୍‌ ଇଣ୍ଡିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଏହି ସମୟରେ ଦଳର କୋଚ୍‌ ଥିଲେ ଦକ୍ଷିଣ ଆଫ୍ରିକାର ଗ୍ୟାରି କିର୍ଷ୍ଟେନ। ଏବେ ସେ ପାକିସ୍ତାନ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଥିବା କୁହାଯାଉଛି। ସେ...

ଖୁସି ଖବର ଦେଲେ ରୋନାଲଡୋ

ଲଣ୍ଡନ,୨୯।୧୦: ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଯମଜ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପର୍ତ୍ତୁଗାର୍ଲ ଫୁଟବଲ ଖେଳାଳି ରୋନାଲଡୋଙ୍କ ପୂର୍ବରୁ ୪ ସନ୍ତାନ ଅଛି। ସେ ଏବେ ଇଂରାଜୀ...

କୋହଲିଙ୍କୁ ଏମିତି ଦେଖି ଇଶାନଙ୍କ ପାଟି ରହିଗଲା ଖୋଲା

ଦୁବାଇ,୨୯।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତୀୟ କ୍ରିକେଟ ଦଳର ଯାତ୍ରା ବିପର୍ଯ୍ୟୟରୁ ଆରମ୍ଭ ହୋଇଛି। ସୁପର -୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ୧୦ ଉଇକେଟ ହରାଇ ପରାସ୍ତ ହୋଇଛି ଭାରତ। ଅକ୍ଟୋବର ୩୧ରେ ଦଳ ନ୍ୟୁଜିଲାଣ୍ଡକୁ...

ଆଜିର ଦିନକୁ କେବେ ଭୁଲିପାରିବେ ନାହିଁ ଭାରତୀୟ କ୍ରିକେଟ୍‌ ପ୍ରଶଂସକ

ନୂଆଦିଲ୍ଲୀ,୨୯।୧୦:ବର୍ଷ ୨୦୦୦, ଦିନ ୨୯ ଅକ୍ଟୋବର। ସ୍ଥାନ – ଶାରଜା। ସମସ୍ତ ଭାରତୀୟ କ୍ରିକେଟ ପ୍ରଶଂସକ ଏକ ବଡ଼ ଟାଇଟଲ୍‌ ବିଜୟ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ସମସ୍ତଙ୍କର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। କେହି ଭାବି ନ ଥିଲେ ଯେ...

ନେଟ୍‌ରେ ବୋଲିଂ ଟେଷ୍ଟ ଦେବେ ହାର୍ଦ୍ଦିକ

ଦୁବାଇ,୨୯।୧୦: ଆସନ୍ତା ରବିବାର ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଦୁବାଇରେ ଖେଳାଯିବାକୁ ଥିବା କର ବା ମର ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିପାରନ୍ତି। ଶୁକ୍ରବାର ତାଙ୍କୁ ପ୍ରାକ୍ଟିସ ସେସନ ବେଳେ ପୁଣି ଥରେ...

ଯମଜ ସନ୍ତାନର ବାପା ହେଲେ ଏହି କ୍ରିକେଟର୍‌

ମୁମ୍ବାଇ: କ୍ରିକେଟର୍‌ ଦୀନେଶ କାର୍ତ୍ତିକ ଓ ସ୍କ୍ବାଶ୍‌ ଖେଳାଳୀ ଦୀପିକା ପାଲିକଲ ଗୁରୁବାର ଯମଜ ସନ୍ତାନର ବାପା ,ମା’ ହୋଇଛନ୍ତି। ସେ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ଆମେ ୩ରୁ ୫ ହୋଇଗଲୁ।...

ଗର୍ଜିଲା ଓ୍ବାର୍ନରଙ୍କ ବ୍ୟାଟ୍‌

ଦୁବାଇ,୨୮।୧୦ : ଦୀର୍ଘ ଦିନ ପରେ ଫର୍ମକୁ ଫେରିଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର। ତାଙ୍କ ୬୫ ରନ୍‌ର ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ୭ ଉଇକେଟରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୫୪ ରନର ବିଜୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri