ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି ଏହି କ୍ରିକେଟର୍
ଦୁବାଇ,୩।୧୦: ଆଜି ଟି -୨୦ ବିଶ୍ୱକପରେ ଭାରତ ଆଫଗାନିସ୍ତାନକୁ ଭେଟିବ। ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ ଏହି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଆଫଗାନିସ୍ତାନର ରସିଦ ଖାନଙ୍କ ବ୍ୟତୀତ ଅନ୍ୟ ଜଣେ ବୋଲର...
କ୍ରମାଗତ ଚତୁର୍ଥ ବିଜୟ ପରେ ବି ଖୁସି ନାହାନ୍ତି ପାକିସ୍ତାନ ଅଧିନାୟକ
ଆବୁଧାବି,୩।୧୧: ଟି-୨୦ ବିଶ୍ୱକପ୍ରେ ବାବର ଆଜାମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳର ପ୍ରଦର୍ଶନ ଭଲ ରହିଛି। ଦଳ ମଧ୍ୟ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଦଳ ନାମ୍ବିଆକୁ ୪୫ ରନରେ ପରାସ୍ତ କରିଛି। ଏହା ଦଳର କ୍ରମାଗତ ଚତୁର୍ଥ...
ଏମିତି ଫଟୋ ଶେୟାର ଶୁଭମନ୍, ପ୍ରଶଂସକ କହିଲେ ସାରାଙ୍କ ସହ ବ୍ରେକ୍ଅପ୍ ହୋଇଗଲା କି
ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏବେ ଛୁଟି କାଟୁଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍) ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସେ ଶୁଭମନ...
ରେକର୍ଡ ଠାରୁ ହାତେ ଦୂରରେ ରିଜଓ୍ବାନ
ଆବୁଧାବି,୩।୧୧: ଗୋଟିଏ ବର୍ଷରେ ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ରନ୍ କରିବାର ରେକର୍ଡ ଠାରୁ ହାତେ ଦୂରରେ ଅଛନ୍ତି ପାକିସ୍ତାନ ଓପନର ମହମ୍ମଦ ରିଜଓ୍ବାନ। ଚମତ୍କାର ଫର୍ମରେ ଥିବା ରିଜଓ୍ବାନ ଏପର୍ଯ୍ୟନ୍ତ ୨୦୨୧ରେ ୧୬୬୧ ରନ୍ କରିସାରିଛନ୍ତି। ତେବେ ଗୋଟିଏ ବର୍ଷ...
ସେମିରେ ପହଞ୍ଚିଲା ଅପରାଜେୟ ପାକିସ୍ତାନ
ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଅପରାଜେୟ ଧାରା ରଖିଛି ପାକିସ୍ତାନ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ବାବର ଆଜାମଙ୍କ ଦଳ ୪୫ ରନ୍ରେ ନାମ୍ବିଆକୁ ହରାଇ ଦେଇଛି। ସୁପର-୧୨ ପର୍ଯ୍ୟାୟରେ ଏହା ପାକିସ୍ତାନର କ୍ରମାଗତ ୪ର୍ଥ ବିଜୟ। ୪ ମ୍ୟାଚ୍ରୁ ୮...
ଟି୨୦ ବିଶ୍ୱକପ୍ରେ ଦ୍ୱିତୀୟ ଥର ପାଇଁ ଶତକୀୟ ଓପନିଂ ଭାଗିଦାରୀ
ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ଅପରାଜେୟ ଥିବା ପାକିସ୍ତାନ ମଙ୍ଗଳବାର ଚାଲିଥିବା ମ୍ୟାଚ୍ରେ ନାମ୍ବିଆ ଆଗରେ ୧୯୦ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଦଳର ଦୁଇ ଓପନର(ବାବର ଓ ମହମ୍ମଦ ରିଜଓ୍ବାନ)ଙ୍କ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ...
କୋହଲିଙ୍କ ଝିଅକୁ ବଳାତ୍କାର ଧମକ : ସାଇବର ପୋଲିସକୁ ନୋଟିସ
ନୂଆଦିଲ୍ଲୀ,୨।୧୧: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରିବାରକୁ ଧମକ ମିଳିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇବା ପରେ ସାଇବର ପୋଲିସକୁ ନୋଟିସ କରିଛି ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)। ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନଠାରୁ ୧୦ ଉଇକେଟରେ...
ଅବସରରୁ ଫେରିବାକୁ ଯାଉଛନ୍ତି ଯୁବରାଜ
ନୂଆଦିଲ୍ଲୀ,୨।୧୧: ବିଶ୍ୱକପ୍ ଚାମ୍ପିୟନ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆସନ୍ତା ବର୍ଷ ଫେବୃୟାରୀରେ ଅବସରରୁ ଫେରି ପାରନ୍ତି। ଏ ନେଇ ସୋମବାର ମଧ୍ୟରାତିରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ପବ୍ଲିକ ଡିମାଣ୍ଡ କାରଣରୁ ଅବସର ଘୋଷଣା...
ଇଶାନଙ୍କୁ ଓପନିଂ ପଠାଇବା ଲାଗି ଏକମତ ଥିଲେ ରୋହିତ
ଦୁବାଇ,୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାଇଁ ଲୋକେଶ ରାହୁଲ ଓ ଇଶାନ କିଷନ ଓପନିଂ କରିଥିଲେ। ଫଳରେ ୩ୟ କ୍ରମରେ ବ୍ୟାଟିଂ କରିଥିଲେ ଦୀର୍ଘ ଦିନ ହେଲା ଓପନିଂ କରୁଥିବା ରୋହିତ ଶର୍ମା। ଏଥିଲାଗି ମ୍ୟାଚ୍ ପୂର୍ବରୁ...
କୋହଲିଙ୍କ ହାତରୁ ଯାଇପାରେ ଦିନିକିଆ ଦଳର ନେତୃତ୍ୱ
ନୂଆଦିଲ୍ଲୀ,୨।୧୧: ଚଳିତ ଟି୨୦ ବିଶ୍ୱକପ୍ ପରେ ନ୍ୟୁଜିଲାଣ୍ଡ ସହ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳିବ ଭାରତୀୟ ଦଳ। ଏହି ସିରିଜ୍ରେ ବରିଷ୍ଠ ଓପନର ରୋହିତ ଶର୍ମା ଦଳର ନେତୃତ୍ୱ ନେଇପାରନ୍ତି। କେବଳ ଘୋଷଣା ବାକି ଅଛି। କିନ୍ତୁ...
ପରିସ୍ଥିତି ପାଇଁ କିଏ ଦାୟୀ ? ବିସିସିଆଇ ନା ଟିମ ଇଣ୍ଡିଆ, ଖେଳାଳିଙ୍କ ଶରୀର-ମନ କ୍ଳାନ୍ତ…
ନୂଆଦିଲ୍ଲୀ,୨।୧୧: ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ରେ କେବଳ ପରାଜୟ ପାଇଛି। ଉଭୟ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ବଡ଼ ପରାଜୟ ସ୍ବୀକାର କରିଛି ଟିମ୍ ଇଣ୍ଡିଆ। ବର୍ତ୍ତମାନ ସେମିଫାଇନାଲରେ ପହଞ୍ଚିବା ଟିମତ ଇଣ୍ଡିଆ ପାଇଁ କଷ୍ଟକର ହୋଇପଡିଛି। ଏହି...
ଏହି କ୍ରିକେଟର୍ଙ୍କ ପରଲୋକ
ଲଣ୍ଡନ,୨।୧୧: ଇଂଲଣ୍ଡ ଦଳ ଟି -୨୦ ବିଶ୍ୱକପ ୨୦୨୧ ର ସେମିଫାଇନାଲରେ ପ୍ରବେଶ କରିଛି। ତେବେ ଇଂଲଣ୍ଡ ଦଳ ସେମିଫାଇନାଲରେ ପହଞ୍ଚିବାର ଖୁସି ଫିକା ପଡିଯାଇଛି। ଇଂଲଣ୍ଡର ପୂର୍ବତନ ବୋଲର ଆଲାନ ଇଗଲ୍ସଡେନ ପରଲୋକ ଘଟିଛି। ତାଙ୍କୁ ୫୭ ବର୍ଷ...
Archives


