ଖେଳ

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌; କୋହଲି- ରାହୁଲଙ୍କୁ ନେଇ ପୂର୍ବ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୨୧।୧: ଅନେକ ଥର ଭାରତୀୟ କ୍ରିକେଟ ଦଳ ଦୁଇ ଭାଗ ହୋଇଥିବା ନେଇ ଚର୍ଚ୍ଚା ହୋଇଆସିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଏଭଳି ଗୁଜବ ପ୍ରଚାରିତ ହେଉଥିବା ବେଳେ ଏବେ ପୂର୍ବତନ ଅଧିନାୟକ କୋହଲିଙ୍କ ସହ କେ.ଏଲ୍‌...

ହରଭଜନଙ୍କୁ କରୋନା, ଖେଳିପାରିବେନି…

ନୂଆଦିଲ୍ଲୀ,୨୧।୧: ଭାରତର ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିନେଇ ସେ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏନେଇ ୪୧ ବର୍ଷୀୟ କ୍ରିକେଟର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ମୋର କୋଭିଡ୍‌ ଟେଷ୍ଟ ପଜିଟିଭ୍‌ ଆସିଛି।...

ବିନା ପରିବର୍ତ୍ତନରେ ଓହ୍ଲାଇଲା ଭାରତ

ପାର୍ଲ,୨୧।୧: ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍‌ ଶେଷ ଆଡ଼କୁ ପିଚ୍‌ ଧିରେ ଧିରେ ଧିମା ହୋଇଯାଉଥିବାରୁ ସେ ପ୍ରଥମେ ବ୍ୟାଟିଂ କରିବାକୁ...

ଅହମ୍ମଦାବାଦ ଫ୍ରାଞ୍ଚାଇଜର ନେତୃତ୍ୱ ନେବେ ହାର୍ଦ୍ଦିକ

ନୂଆଦିଲ୍ଲୀ,୨୧।୧: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ନୂଆ ଭାବେ ସାମିଲ ହୋଇଥିବା ଅହମ୍ମଦାବାଦ ଦଳର ନେତୃତ୍ୱ ସମ୍ଭାଳିବେ। ଏ ନେଇ ଖୁବ୍‌ ଶୀଘ୍ର ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯିବ। ଏହା ପଛର ଉଦ୍ଦେଶ୍ୟ ଦଳକୁ ଗୁଜରାଟୀ ପରିଚୟ ଦେବା। ଗୁଜରାଟରେ...

କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁଥିଲେ ଗାଙ୍ଗୁଲି

ନୂଆଦିଲ୍ଳୀ,୨୧।୧: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଖବରଦାତା ସମ୍ମିଳନୀରେ ଦିନିକିଆ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ବିସିସିଆଇ ଅଧିକାରୀଙ୍କ ସହ କୌଣସି ଆଲୋଚନା ହୋଇ ନ ଥିବା କହିଥିଲେ। ଏଥିଯୋଗୁ କୋହଲିଙ୍କୁ...

ଏବେ ବି ଯଥେଷ୍ଟ ପଠାନ ବ୍ରଦର୍ସ

ଅଲ ଆମେରାତ(ଓମାନ),୨୧।୧: ପେଶାଦାର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ପଠାନ ବ୍ରଦର୍ସ ଏବେ ବି କ୍ରିକେଟ ପଡ଼ିଆରେ ମ୍ୟାଚ୍‌ ଜିତାଇବା ପାଇଁ ଯଥେଷ୍ଟ। ୟୁସୁଫ ପଠାନଙ୍କ ୪୦ରୁ ୮୦ ରନ୍‌ର ବିସ୍ଫୋରକ ଇନିଂସ ଏବଂ ଇର୍ଫାନ (୨୫* ଓ ୨/୨୧)ଙ୍କ...

ପୁଣି ଥରେ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦୁବାଇ,୨୧।୧: ଆସନ୍ତା ବର୍ଷ ୨୦୨୨ରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଛି। ମେନ ଇନ୍‌ ବ୍ଲ୍ୟୁ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ ଅକ୍ଟୋବର ୨୩ ତାରିଖରେ ମେଲବୋର୍ନ କ୍ରିକେଟ...

ପ୍ରଥମ ଅର୍ଦ୍ଧଶତକ ସହ ମାଇଲଷ୍ଟୋନ ହାତେଇଲେ ଶାର୍ଦ୍ଦୁଳ

ପାର୍ଲ,୨୦।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବଲ ସହ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ନିମ୍ନକ୍ରମରେ ବ୍ୟାଟିଂ କରିବାକୁ ଆସି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ଭାରତୀୟ ଦଳକୁ ପରାଜୟରୁ...

ଟିମ୍‌ ଇଣ୍ଡିଆ ହାତରୁ ଗଲା ନଂ ୧ ମାନ୍ୟତା

ଦୁବାଇ,୨୦।୧: ଭାରତକୁ ପଛରେ ପକାଇ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ନଂ ୧ ମାନ୍ୟତା ହାସଲ କରିଛି ଅଷ୍ଟ୍ରେଲିଆ। ଆଶେସ ସିରିଜ୍‌ରେ ଇଂଲଣ୍ଡକୁ ୪-୦ ରେ ହରାଇବା ପରେ ଅଷ୍ଟ୍ରେଲିଆ ଏହି ସଫଳତା ପାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଠାରୁ ମିଳିଥିବା ୨-୧ର...

ବର୍ଷର ଶ୍ରେଷ୍ଠ ଆଇସିସି ଟେଷ୍ଟ ଦଳରେ ୩ ଭାରତୀୟ

ଦୁବାଇ,୨୦।୧: ୨୦୨୧ ବର୍ଷ ଲାଗି ଘୋଷିତ ଆଇସିସି ଟେଷ୍ଟ ଦଳରେ ୩ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଓପନର ରୋହିତ ଶର୍ମା, ଉଇକେଟକିପର ରିଷଭ ପନ୍ତ ଓ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏଥିପୂର୍ବରୁ ଘୋଷିତ ଆଇସିସି...

ଟି୨୦ ଭଳି ଆଇସିସି ଦିନିକିଆ ଦଳରେ ମଧ୍ୟ ଭାରତୀୟଙ୍କ ପାଇଁ ସ୍ଥାନ ନାହିଁ

ଦୁବାଇ,୨୦।୧: ଆଇସିସି ପୁରୁଷ ଟି୨୦ ଭଳି ବର୍ଷର ଦିନିକିଆ ଦଳରେ ମଧ୍ୟ କୌଣସି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। କେବଳ ଭାରତୀୟ ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ମିଳି ନାହିଁ, ତା’ ନୁହେଁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ...

ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ପୁଣି ଯୁକ୍ତିତର୍କ କରି ଚର୍ଚ୍ଚାରେ କୋହଲି; ଭିଡିଓରେ ଦେଖନ୍ତୁ ପୁରା ଘଟଣା

ପର୍ଲ,୨୦।୧: ବିରାଟ କୋହଲି ଆଉ ତିନୋଟି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନାହାନ୍ତ ସତ କିନ୍ତୁ ପଡ଼ିଆରେ ତାଙ୍କ ଆକ୍ରୋଶ ଅକ୍ଷୁର୍ଣ୍ଣ ରହିଛି। ନିକଟରେ ଷ୍ଟମ୍ପ ମାଇକ୍‌ରେ କ୍ରୋଧ ଜାହିର କରିବାକୁ ନେଇ ସେ ସମାଲୋଚିତ ହୋଇଥିବା ବେଳେ ପୁଣି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri