ଖେଳ

‘ଟ୍ରୋଲର୍ସ ରିଅଲ ଫ୍ୟାନ୍ସ ନୁହଁନ୍ତି’

ନୂଆଦିଲ୍ଲୀ,୨୮।୨: ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ଭାରତୀୟ ଦଳ ପରାସ୍ତ ହେବା ପରେ ମହମ୍ମଦ ଶାମିଙ୍କୁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା କରାଯାଇଥିଲା। ଏପରି କି ତାଙ୍କୁ ଦେଶଦ୍ରୋହୀ ଏବଂ ମ୍ୟାଚ୍‌ ହାରିବା ପାଇଁ ଟଙ୍କା ନେଇ ଥିବା କୁହାଯାଇଥିଲା। ଏହା...

କୋହଲିଙ୍କୁ ପଛରେ ପକାଇଲେ ଶ୍ରେୟାସ

ଧର୍ମଶାଳା,୨୮।୨: ଫୁଲ ଫର୍ମରେ ଥିବା ଶ୍ରେୟାସ ଆୟାର ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଏଭଳି ପ୍ରଦର୍ଶନ ଯୋଗୁ ଭାରତ ୩-୦ରେ ସିରିଜ୍‌କୁ ମୂଳପୋଛ କରିଛି। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ...

ପଞ୍ଜାବ ମଙ୍ଗ ଧରିବେ ମୟଙ୍କ

ନୂଆଦିଲ୍ଲୀ,୨୮।୨: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନରେ ମୟଙ୍କ ଅଗ୍ରଓ୍ବାଲ ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଭାର ସମ୍ଭାଳିବେ। ୨୦୧୮ଠାରୁ ଭାରତୀୟ ଓପନର ଏହି ଫ୍ରାଞ୍ଚାଇଜ ସହ ଯୋଡ଼ି ହୋଇ ଅଛନ୍ତି। ସେ ପୂର୍ବରୁ ଦଳର...

ଦୌଡି ଦୌଡି ଯାଇ ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଧରାଇଲେ ରୋହିତ ଶର୍ମା

ଧର୍ମଶାଳା,୨୮।୨: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜରେ ଭାରତ ୩-୦ କ୍ଲିନ ସୁଇପ କରିଛି। ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଅଧିନାୟକ ରୋହିତ ଶର୍ମା ଟ୍ରଫି...

ଏହି କ୍ରିକେଟର୍‌ଙ୍କ ଧୈର୍ଯ୍ୟକୁ ଦେଶ କରୁଛି ସଲାମ

ନୂଆଦିଲ୍ଲୀ,୨୮।୨: କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ-ବନ୍ଧୁ-କୁଟୁମ୍ବ ଧରି ଆସେ। ବରୋଦା କ୍ରିକେଟର ବିଷ୍ଣୁ ସୋଲାଙ୍କିଙ୍କ କ୍ଷେତ୍ରରେ ଏହି ଉକ୍ତିର ଯଥାର୍ଥ ପ୍ରତିପାଦିତ ହୋଇଛି। ଝିଅ ପରେ ବାପାଙ୍କୁ ହରାଇଥିବା ବିଷ୍ଣୁ ସବୁ ଭୁଲି ଦଳ ପାଇଁ ମ୍ୟାଚ୍‌...

ସାଥୀ ଖେଳାଳିଙ୍କୁ ଖାସ୍‌ ମେସେଜ୍‌ ଦେଲେ ରୋହିତ ଶର୍ମା

ଧର୍ମଶାଳା,୨୮।୨: ଭାରତୀୟ କ୍ରିକେଟ ଦଳର ବିଜୟ ଧାରା ଜାରି ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ରବିବାର ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୬ ଉଇକେଟରେ ପରାସ୍ତ କରିଛି। ଏହିପରି, ଆୟୋଜକ ଦଳ ୩...

କ୍ଲିନ ସୁଇପ୍‌ ସହ ରେକର୍ଡ ସମକକ୍ଷ ହେଲା ଟିମ୍‌ ଇଣ୍ଡିଆ

ଧର୍ମଶାଳା,୨୭।୨: ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬ ଉଇକେଟରେ ହରାଇ ଦେଇଛି ଭାରତୀୟ ଦଳ। ଏଥିସହିତ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୩-୦ରେ ମୂଳ...

ରେକର୍ଡ ପାଇଁ ଦରକାର ୧୪୭ ରନ୍‌

ଧର୍ମଶାଳା,୨୭।୨: ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଶ୍ରୀଲଙ୍କା ସମ୍ମାନଜନକ ସ୍କୋର ଛିଡ଼ା କରିଛି। ଅଧିନାୟକ ଦସୁନ ଶନାକା (୭୪ ରନ)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁ ଶ୍ରୀଲଙ୍କା ୨୦ ଓଭରରେ ୫ ଉଇକେଟ ହରାଇ ୧୪୬ ରନ୍‌ କରିପାରିଛି। ଏହି ମ୍ୟାଚ୍‌ରେ ବିଜୟୀ...

ରୋହିତଙ୍କ କୀର୍ତ୍ତିମାନ

ଧର୍ମଶାଳା,୨୭।୨: ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ରବିବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ତଥା ତୃତୀୟ ଟି୨୦ ମୁକାବିଲା ଥିଲା ତାଙ୍କ କ୍ୟାରିୟରର ୧୨୫ତମ ମ୍ୟାଚ୍‌। ଏହି...

୪ ପରିବର୍ତ୍ତନ ସହ ଓହ୍ଲାଇଲା ଭାରତ

ଧର୍ମଶାଳା,୨୭।୨: ଏଠାରେ ଖେଳାଯିବାକୁ ଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା। ମ୍ୟାଚ୍‌ରେ ୪ ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ। ଆହତ ସମସ୍ୟା...

ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଭାରତୀୟ ଓପନର

ଧର୍ମଶାଳା,୨୭।୨: ଭାରତୀୟ ଉଇକେଟକିପର ବ୍ୟାଟର ଇଶାନ କିଷନ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ବ୍ୟାଟିଂ କଲା ବେଳେ ତାଙ୍କ ହେଲମେଟରେ ବଲ ବାଜିଥିଲା। ଚେକ୍‌ ଅପ୍‌ ପାଇଁ କିଷନଙ୍କୁ ହସ୍ପିଟାଲକୁ...

ସିଏସ୍‌କେ-କେକେଆର୍‌ ମ୍ୟାଚ୍‌ରୁ ଆରମ୍ଭ ହେବ ଆଇପିଏଲ୍‌

ମୁମ୍ବାଇ,୨୭।୨: ଆଗାମୀ ଆଇପିଏଲ ସଂସ୍କରଣ ଆସନ୍ତା ୨୬ ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଗତ ଥରର ଦୁଇ ଫାଇନାଲିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏବଂ କୋଲକାତା ନାଇଟ୍‌ ରାଇଡର୍ସ (ଆରସିବି) ପ୍ରଥମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri