ପ୍ରଥମ ଖେଳାଳି ଭାବେ ଡବ୍ଲ୍ୟୁଟିସିରେ ରେକର୍ଡ
ବେଙ୍ଗାଲୁରୁ,୧୫।୩: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କ୍ୟାରିୟରରେ ଆଉ ଏକ ସଫଳତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ତଥା ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ ଉଭୟ ଇନିଂସରେ ମୋ ୬ ଉଇକେଟ ନେଇଥିଲେ। ଏଥିସହିତ ସେ ଡବ୍ଲ୍ୟୁଟିସି ଟେଷ୍ଟ...
ଏଥର ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଦେଲେ ରୋହିତ ଶର୍ମା
ବେଙ୍ଗାଲୁରୁ,୧୫।୩: ବେଙ୍ଗାଲୁରୁରେ ଖେଳାଯାଇଥିବା ପିଙ୍କ-ବଲ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୨୩୮ ରନରେ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବ୍ଜା କରିଛି। ତୃତୀୟ ଦିନରେ ଭାରତ ଏହି ଟେଷ୍ଟ ମ୍ୟାଚ ଜିତିଛି। ଏହାପୂର୍ବରୁ ଟିମ ଇଣ୍ଡିଆ ମଧ୍ୟ ତିନି ଦିନ...
ଆଜି କ୍ରିକେଟ୍ ଇତିହାସରେ ଏକ ସ୍ମରଣୀୟ ଦିନ: ୧୪୫ ବର୍ଷ ପୂର୍ବେ…
ଆଜି ଅର୍ଥାତ୍ ମାର୍ଚ୍ଚ ୧୫ କ୍ରିକେଟ ଇତିହାସରେ ଏକ ବିଶେଷ ଦିନ। ୧୪୫ ବର୍ଷ ପୂର୍ବେ ମାର୍ଚ୍ଚ ୧୫ ୧୮୭୭ରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା। ଦୁଇ ଦଳ ମଧ୍ୟରେ ଏହି ଐତିହାସିକ ମ୍ୟାଚ...
ଟେଷ୍ଟ ସିରିଜ୍ ପୋଛିଲା ଟିମ୍ ଇଣ୍ଡିଆ
ବେଙ୍ଗାଲୁରୁ,୧୪।୩: ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନ ମଧ୍ୟରେ ଜିତି ନେଇଛି। ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୨୩୮ ରନ୍ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏଥିଯୋଗୁ...
ବିରୋଧୀ ଖେଳାଳିଙ୍କ ପିଠି ଥାପୁଡାଇଲେ ଦ୍ରାଭିଡ
ବେଙ୍ଗାଲୁରୁ,୧୪।୩: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କାର ଦ୍ରୁତ ବୋଲର ସୁରଙ୍ଗା ଲାକମାଲଙ୍କୁ ତାଙ୍କର ଜବରଦସ୍ତ ଅନ୍ତର୍ଜାତୀୟ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଲାକମଲ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ...
୪୦୦ ରନ୍ରେ ଆଗୁଆ ଥାଇ ଫଲୋଅନ୍ ଦେଲାନି ଅଷ୍ଟ୍ରେଲିଆ
କରାଚୀ,୧୪।୩: ଜାତୀୟ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୦୦ରୁ ଊର୍ଦ୍ଧ୍ୱ ରନ୍ରେ ଆଗୁଆ ରହିବା ପରେ ମଧ୍ୟ ପାକିସ୍ତାନକୁ ଫଲୋଅନ୍ ଦେଇନାହିଁ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୫୬/୯ରେ ପାଳି...
ସେଲଫି ପାଇଁ ଗିରଫ ହେଲେ କୋହଲିଙ୍କ ୪ ଫ୍ୟାନ
ବେଙ୍ଗାଲୁରୁ,୧୪।୩: ସୁରକ୍ଷା ବଳୟ ଡେଇଁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ସେଲଫି ନେବା ୪ ପ୍ରଶଂସକଙ୍କୁ ମହଙ୍ଗା ପଡ଼ିଛି। ୪ ଜଣଙ୍କୁ ହେପାଜତକୁ ନିଆଯାଇଥିବା ପୋଲିସ ପକ୍ଷରୁ ସୋମବାର କୁହାଯାଇଛି। ପୋଲିସ କହିବା ଅନୁଯାୟୀ, କୁବନ ପାର୍କ...
ଷ୍ଟେଇନଙ୍କୁ ଟପିଲେ ଅଶ୍ୱିନ
ବେଙ୍ଗାଲୁରୁ,୧୪।୩: ଭେଟେରାନ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସୋମବାର ସର୍ବାଧିକ ଟେଷ୍ଟ ଉଇକେଟ ହାସଲକାରୀ ବୋଲରଙ୍କ ତାଲିକାରେ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ପେସର ଡେଲ ଷ୍ଟେଇନଙ୍କୁ ଟପିଛନ୍ତି। ୨୦୨୦ରେ କ୍ରିକେଟରୁ ଅବସର ନେଇଥିବା ଷ୍ଟେଇନ ୯୩ ଟେଷ୍ଟରେ ୪୩୯...
ବିଶ୍ୱକପ୍ରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
ହାମିଲଟନ,୧୪।୩: ଚଳିତ ମହିଳା ଦିନିକିଆ ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଥିବା ବାଂଲାଦେଶ ୯ ରନ୍ରେ ପାକିସ୍ତାନକୁ ହରାଇ ଦେଇଛି। ଏହା ମହିଳା ବାଂଲାଦେଶ ଦଳ ପାଇଁ ବିଶ୍ୱକପ୍...
ଋତୁରାଜ, ଦୀପକଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ
ନୂଆଦିଲ୍ଲୀ,୧୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଟିମ୍ ମ୍ୟାନେଜମେଣ୍ଟ ଏବେ ବି ଦଳର ପ୍ରମୁଖ ଖେଳାଳି ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ଚହରଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛି। ଏ ନେଇ ଫ୍ରାଞ୍ଚାଇଜର ସିଇଓ କାଶି ବିଶ୍ୱନାଥନ ରବିବାର କହିଛନ୍ତି।...
କୋହଲିଙ୍କ ପାଇଁ ପାଗଳ ପ୍ରଶଂସକ; କଲେ ଏମିତି କାମ
ବେଙ୍ଗାଲୁରୁ,୧୪।୩: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ୨ ମ୍ୟାଚ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଦୃଢ ସ୍ଥିତିରେ ଅଛି। ଭ୍ରମଣକାରୀ ଶ୍ରୀଲଙ୍କା ସମ୍ମୁଖରେ ଟିମ ଇଣ୍ଡିଆ ୪୪୭ ରନର ଏକ ବଡ଼...
୪୪୬ ରନ୍ର ଅଗ୍ରଣୀ ପରେ ପାଳି ଘୋଷଣା କଲା ଟିମ୍ ଇଣ୍ଡିଆ
ବେଙ୍ଗାଲୁରୁ,୧୩।୩: ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ୪୪୬ ରନ୍ରେ ଆଗୁଆ ରହିବା ପରେ ବ୍ୟାଟିଂ ସମାପ୍ତି ଘୋଷଣା କରିଛି। ପ୍ରଥମ ଇନିଂସରେ ଭାରତ ୨୫୨ ରନ୍ କରିଥିବା ବେଳେ ମାତ୍ର ୧୦୯...
Archives


