ବିସିସିଆଇର ସବୁଜ ସଙ୍କେତ; ଆସନ୍ତା ବର୍ଷରୁ ହୋଇପାରେ ମହିଳା ଆଇପିଏଲ୍
ନୂଆଦିଲ୍ଲୀ,୨୫।୩: ପୁରୁଷ ଭଳି ମହିଳା ଆଇପିଏଲ୍ ଆୟୋଜନ କରିବାକୁ ସବୁଜ ସଙ୍କେତ ଦେଇଛି ବିସିସିଆଇ। ୨୦୨୨ ଆଇପିଏଲ୍ ଆରମ୍ଭ ପୂର୍ବରୁ ଆୟୋଜିତ ପରିଚାଳନା ପରିଷଦ ବୈଠକରେ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏଣୁ ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ...
ଧୋନୀ ଆଇପିଏଲ୍ରୁ ସନ୍ୟାସ ନେବାକୁ ନେଇ ଏପରି କହିଲେ ସିଏସ୍କେ ସିଇଓ
ନୂଆଦିଲ୍ଲୀ,୨୫।୩: ଥରେ କିମ୍ବା ଦୁଇଥର ନୁହେଁ, ଚେନ୍ନାଇ ସୁପରକିଙ୍ଗ୍ସକୁ ଚାରିଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ବିଜେତା କରିଛନ୍ତି ମହାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ହେଲେ ସେ ହଠାତ୍ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ...
‘୨୦୨୨ ହିଁ ଶେଷ; ଆଇପିଏଲ୍ର ପରବର୍ତ୍ତୀ ସିଜନରେ ଖେଳିବେ ନାହିଁ ’
ନୂଆଦିଲ୍ଲୀ,୨୫।୩: ଦୀର୍ଘ ୧୪ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗ୍ସ ସହ ଯୋଡ଼ି ହୋଇ ରହିଛନ୍ତି ମହାନ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନୀ। ହେଲେ ହଠାତ ସିଏସ୍କେ ଅଧିନାୟକ ପଦରୁ ହଟିଯାଇ ସେ ସମସ୍ତଙ୍କୁ ଚମକାଇଦେଇଛନ୍ତି। ଫ୍ରାଞ୍ଚାଇଜ୍ ୧୬...
୧୪୫ ବର୍ଷର କ୍ରିକେଟ ଇତିହାସରେ ଦ୍ୱିତୀୟ ଥର ପାଇଁ ଘଟିଲା ଏମିତି
ଗ୍ରେନେଡା,୨୫।୩: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡକୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ଇଂଲଣ୍ଡ ଦଳର ସମ୍ମାନ ବଞ୍ଚାଇ ଦେଇଥିଲା ୧୦ ଏବଂ ୧୧ ନଂ ବ୍ୟାଟିଂ କରିବାକୁ ଆସିଥିବା ସାକିବ ମହମ୍ମମୁଦ ଏବଂ...
ଚକିତ କରିପାରେ ପଞ୍ଜାବ କିଙ୍ଗ୍ସ
ନୂଆଦିଲ୍ଲୀ,୨୫।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ନୂଆ ଫ୍ରାଞ୍ଚାଇଜ ସମେତ ୧୦ ଦଳ ଭଲ ସ୍କାଡ ଗଠନ କରିଛନ୍ତି। କିନ୍ତୁ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ମତରେ ପଞ୍ଜାବ...
ଦକ୍ଷିଣ ଆଫ୍ରିକା ପାଇଁ ୨୦୨୩ ବିଶ୍ୱକପ୍ ଯୋଗ୍ୟତା ହାସଲ କରିବା କଷ୍ଟକର
ସେଞ୍ଚୁରିଆନ,୨୫।୩: ନିକଟରେ ବାଂଲାଦେଶଠାରୁ ୨-୧ରେ ଦିନିକିଆ ସିରିଜ୍ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା। ତେବେ ଏହି ସିରିଜ୍ ପରାଜୟ ଯୋଗୁ ଆଗାମୀ ବିଶ୍ୱକପ୍ ଲାଗି ଯୋଗ୍ୟତା ହାସଲ କରିବା ପାଇଁ ଦକ୍ଷିଣ ଆଫ୍ରିକା ସଂଘର୍ଷ କରିବାକୁ ପଡ଼ିବ। ୨୦୨୩ ଅକ୍ଟୋବର...
ପ୍ରଥମ ପ୍ରତିକ୍ରିୟାରେ ଏମିତି କହିଲେ କ୍ୟାପଟେନ ଜାଡେଜା
ମୁମ୍ବାଇ,୨୫।୩: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଆଗାମୀ ଆଇପିଏଲ ଲାଗି ଅଧିନାୟକ ଘୋଷଣା କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ଆଇପିଏଲ ଆରମ୍ଭରୁ ସିଏସ୍କେର ଗୁରୁଦାୟିତ୍ୱ ସମ୍ଭାଳୁ ଥିବା ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ପଦରୁ ହଟିବା ସହ ଜାଡେଜାଙ୍କୁ ତାଙ୍କ...
ପଡ଼ିଆରେ ବ୍ୟାଟ୍ସମ୍ୟାନ୍-ବୋଲର୍ଙ୍କ ମଧ୍ୟରେ ରୋଚକ ମୁହୂର୍ତ୍ତ : ଦେଖନ୍ତୁ ଭିଡିଓ
ଲାହୋର,୨୫।୩:ପୂର୍ବ ତୁଳନାରେ ଆଜିକାଲି କ୍ରିକେଟ୍ ଏକ ଭଦ୍ରଲୋକଙ୍କ ଖେଳ ଭାବରେ ଉଭା ହେଉଛି। ଅତୀତରେ, ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହିତ କ୍ରିକେଟ ପଡ଼ିଆରେ ପରସ୍ପରକୁ ସ୍ଲେଜ କରିବା ଦେଖାଯାଉଥିଲା। ଉଭୟ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ ସେଜିଂ ପାଇଁ ଜଣାଶୁଣା। ନିକଟରେ...
ଭାବପ୍ରବଣ ହେଲେ ଧୋନୀଙ୍କ ପ୍ରଶଂସକ
ମୁମ୍ବାଇ,୨୪।୩:ଦୀର୍ଘ ୧୪ ବର୍ଷ ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଛାଡିଛନ୍ତି। ୪୦ ବର୍ଷ ବୟସରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କର ନୂତନ ଉତ୍ତରାଧିକାରୀ ଭାବରେ ଚୟନ କରିଛନ୍ତି।...
ଘରଠାରୁ ୨୦ ମିନିଟ୍ ଦୂରରେ ଥାଇ ମଧ୍ୟ ଯାଇପାରୁନାହାନ୍ତି କୋହଲି
ମୁମ୍ବାଇ,୨୪।୩: ପୂର୍ବତନ ଭାରତୀୟ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ବିରାଟ କୋହଲି ଆଜିକାଲି ତାଙ୍କ ଘର ପାଖରେ ଅଛନ୍ତି। ଏହା ସତ୍ତ୍ୱେ ସେ ଘରକୁ ଯାଇପାରୁ ନାହାନ୍ତି। ଏଥିପାଇଁ ସେ ଦୁଃଖ ପ୍ରକାଶ କଛଛନ୍ତି। ଆଇପିଏଲ ୨୦୨୨ ପାଇଁ...
ସଚିନ, ସଙ୍ଗାକାରାଙ୍କୁ ପଛରେ ଛାଡ଼ିଲେ ସ୍ମିଥ
ଲାହୋର,୨୪।୩: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ବିଶ୍ୱର ଦ୍ରୁତତମ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୮ ହଜାର ରନ୍ ପୂରଣ କରିଛନ୍ତି। ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ୧୭ ରନ୍ର ପାଳି ଖେଳିବା ଅବସରରେ ଏହି ରେକର୍ଡ...
ଜାଡେଜାଙ୍କୁ ଅଧିନାୟକ କରିବା ଧୋନୀଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ଭାର ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଏ ନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। “ଧୋନୀ ସିଏସ୍କେର ନେତୃତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି...
Archives


