ଖେଳ

୧୦୦ବି ଛୁଇଁପାରିଲାନି ସିଏସ୍‌କେ

ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ୩୬ ରନ୍‌ର ଅପରାଜିତ ଇନିଂସ ସତ୍ତ୍ୱେ ସିଏସ୍‌କେ...

ବିନା ଡିଆର୍‌ଏସ୍‌ରେ ଖେଳାଗଲା

ମୁମ୍ବାଇ,୧୨।୫: ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରାରମ୍ଭିକ ୨ ଓଭରରେ ନିଷ୍ପତ୍ତି ପୁନଃ ବିଚାର ପ୍ରକ୍ରିୟା (ଡିଆର୍‌ଏସ୍‌) ଉପଲବ୍ଧ ନ ଥିଲା। ଷ୍ଟାଡିୟମର ଗୋଟିଏ...

ଜାଡେଜାଙ୍କୁ ଅନ୍‌ଫଲୋ କଲା ଚେନ୍ନାଇ

ମୁମ୍ବାଇ,୧୨।୫: ଗତ ୧୦ ବର୍ଷ ହେଲା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଇନ୍‌ଷ୍ଟାଗ୍ରାମରେ ଅନ୍‌ଫଲୋ କରି ଦେଇଛି ଏହି ଫ୍ରାଞ୍ଚାଇଜ। ଆହତ ସମସ୍ୟା ଯୋଗୁ ଜାଡେଜା ଚଳିତ ଆଇପିଏଲ୍‌ର ଅବଶିଷ୍ଟାଂଶ ମ୍ୟାଚ୍‌ରୁ...

ଟସ୍‌ ଜିତି ବୋଲିଂ କରିବ ମୁମ୍ବାଇ

ମୁମ୍ବାଇ,୧୨।୫: ମୁମ୍ବାଇ ଓ୍ବାଙ୍ଗଡେ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୫୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ...

ନୂଆ ଇନିଂସ ଆରମ୍ଭ କରିବେ ଧୋନୀ

ଚେନ୍ନାଇ,୧୨।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍‌ ପରେ ଏବେ ଫିଲ୍ମ ଜଗତକୁ ପ୍ରବେଶ କରିବାକୁ ଯାଉଛନ୍ତି। ଧୋନୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ମାତା ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିପାଇଁ ଧୋନୀ ଅଭିନେତା...

ବଲ୍‌ ଷ୍ଟମ୍ପରେ ବାଜିଲା, ହେଲେ ଆଉଟ୍‌ ହେଲେ ନାହିଁ ଓ୍ବାର୍ନର

ମୁମ୍ବାଇ,୧୨।୫: ଚଳିତ ଆଇପିଏଲ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନର ଉଲ୍ଲେଖନୀୟ ପ୍ରଦର୍ଶନ ସ୍ବରୂପ ୪୧ ବଲରେ ୫୨ ରନ୍‌...

ଖଣ୍ଡେ ରୁଟି ଖାଇ ଦିନ କାଟୁଥିଲେ, ଏବେ ବିଶ୍ୱର ଘାତକ ଅଲରାଉଣ୍ଡର

ୱେଷ୍ଟଇଣ୍ଡିଜର ଘାତକ ଅଲରାଉଣ୍ଡର କିରନ ପୋଲାର୍ଡ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଟି-୨୦ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରୁ ପୋଲାର୍ଡ ଅନ୍ୟତମ। କ୍ରିକେଟର ଏହି ଫର୍ମାଟରେ ସେ ମୋଟ ୧୧,୫୭୧ ରନ କରିଛନ୍ତି। ଟି -୨୦ କ୍ରିକେଟରେ ଗୋଟିଏ...

ଥରେ ସ୍ତ୍ରୀଙ୍କ ପାଇଁ ଉପହାର ଆଣିବାକୁ ଯାଇଥିଲେ କୋହଲି, ଘଟିଥିଲା ଏମିତି

ମୁମ୍ବାଇ,୧୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ଆଇପିଏଲ୍‌ ୨୦୨୨ରେ ମଧ୍ୟରେ କୋହଲି ଆରସିବି ଇନ୍‌ସାଇଡର୍‌କୁ ଦେଇଥିବା ଏକ ସାକ୍ଷାତକାରରେ ନିଜ ଫର୍ମ ଏବଂ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା...

ମିଚେଲ ମାର୍ସଙ୍କ ବିସ୍ଫୋରକ ବ୍ୟାଟିଂ: ୮ ଉଇକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ରୟାଲ୍ସର ୧୬୧ ରନ୍‌ର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୨ ଉଇକେଟ ହରାଇ ବିଜୟ ହାସଲ କରିଛି।...

ଚେନ୍ନାଇକୁ ବଡ଼ ଝଟ୍‌କା

ମୁମ୍ବାଇ,୧୧।୫:ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ପୂର୍ବତନ ଅଧିନାୟକ ରବିନ୍ଦ୍ର ଜାଡେଜା ଆହତ କାରଣରୁ ଚଳିତ ସିଜିନ୍‌ରୁ ବାଦ୍‌ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଦିଲ୍ଲୀ...

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ୍‌ ଦେଇଛି। ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଲାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ...

ଅଧିନାୟକତ୍ୱ ପରେ ଏବେ ଦଳରୁ ବାହାର ହୋଇପାରନ୍ତି ଜାଡେଜା ! କିଛି ଏଭଳି…

ନୂଆଦିଲ୍ଲୀ,୧୧।୫: ପୁଣି ଚର୍ଚ୍ଚାରେ ଚେନ୍ନାଇ ସୁପର କିଙ୍ଗ୍ସ। ପ୍ଲେଅଫ୍‌ ଦୌଡ଼ରୁ ଏକପ୍ରକାର ବାହାର ହୋଇଥିବା ଚେନ୍ନାଇର ପୂର୍ବ ଅଧିନାୟକ ରବିନ୍ଦ୍ର ଜାଡେଜା ଚଳିତ ଆଇପିଏଲ୍‌ରୁ ବାହାର ହୋଇପାରନ୍ତି ବୋଲି କୁହାଯାଉଛି। ଏହାଛଡ଼ା ଜାଡେଜା ଏବଂ ଟିମ୍‌ ମଧ୍ୟରେ ନୂଆ ବିବାଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri