୨୩ତମ ଓଭରରେ ୨୩ ସେକେଣ୍ଡ
ଲର୍ଡସ,୩।୬: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପୂର୍ବତନ ସ୍ପିନର ଶେନ ଓ୍ବର୍ନ ଆଉ ନାହାନ୍ତି ସତ, ହେଲେ ତାଙ୍କୁ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରଶଂସକମାନେ ମନେ ପକାଉଛନ୍ତି। ଏପରିକି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା...
ମାଲିଙ୍ଗାଙ୍କୁ ମିଳିଲା ନୂଆ ଦାୟିତ୍ୱ
ନୂଆଦିଲ୍ଲୀ,୩।୬: ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର୍ ଲାସିଥ ମାଲିଙ୍ଗାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ ପୂର୍ବରୁ ତାଙ୍କୁ ଦଳର ବୋଲିଂ ଷ୍ଟ୍ରାଟେଜୀ କୋଚ୍ ଭାବେ ନିଯୁକ୍ତି ମିଳିଛି। ଆସନ୍ତା ସପ୍ତାହରୁ ଏହି ସିରିଜ...
ଡାଇବେଟିସର ଶିକାର ହୋଇ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ରେ ଅନେକ ରେକର୍ଡ କରିଥିଲେ ଏହି ବୋଲର୍
ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ଆକ୍ରାମଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍ ୧୯ ବର୍ଷ ଧରି ଚାଲିଥିଲା, କିନ୍ତୁ ଏହି ସମୟ...
ବିଳାସପୂର୍ଣ୍ଣ କାର୍ କିଣିଲେ ଶ୍ରେୟାସ, ଦାମ୍ ଜାଣିଲେ…
ମୁମ୍ବାଇ,୩।୬: ଭାରତୀୟ ବ୍ୟାଟ୍ସମ୍ୟାନ ତଥା କୋଲକାତା ନାଇଟ ରାଇଡର୍ସ (କେକେଆର୍) ଅଧିନାୟକ ଶ୍ରେୟାସ ଆୟର ଏକ ବିଳାସପୂର୍ଣ୍ଣ କାର୍ କିଣିଛନ୍ତି। ସେ ମର୍ସିଡିଜ- ଏଏମ୍ଜି ଜି ୬୩ ୪ମେଟିକ୍ ଏସ୍ୟୁଭି କିଣିଛନ୍ତି। ଏହି କାରର ମୂଲ୍ୟ ୨.୪୫ କୋଟି ଟଙ୍କା।...
୧୩୨ରେ ନ୍ୟୁଜିଲାଣ୍ଡ ଅଲଆଉଟ୍
ଲଣ୍ଡନ,୨।୬: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଗୁରୁବାରଠାରୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୨ ରନ୍ରେ ଅଲଆଉଟ୍...
ଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ଦଳ, ଶନିବାର ଅଭ୍ୟାସ ଆରମ୍ଭ
ନୂଆଦିଲ୍ଳୀ,୨।୬: ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଲାଗି ଦକ୍ଷିଣ ଆଫ୍ରିକା ଦଳ ଗୁରୁବାର ଦିଲ୍ଲୀରେ ପହଞ୍ଚିଛି। ସିରିଜ୍ର ପ୍ରଥମ ମ୍ୟାଚ୍ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ତେମ୍ବା...
ଧୋନୀଙ୍କୁ ନେଇ ବଡ଼ ଖୁଲାସା କଲେ ସେହ୍ବାଗ: ତାଙ୍କ ପାଇଁ ମୁଁ…..
ନୂଆଦିଲ୍ଲୀ,୨।୬: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୦୮ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ଚାହୁଁଥିଲି। ଏହାର କାରଣ...
ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍
ଟିମ୍ ଇଣ୍ଡିଆର ମଧ୍ୟମ ପେସର୍ ଦୀପକ ଚହର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ଜୟା ଭରଦ୍ୱାଜଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ସମ୍ପର୍କୀୟଙ୍କ ଉପସ୍ଥିତିରେ ଉଭୟ ସାତ ଫେରା ନେଇଛନ୍ତି। ଦୀପକ ଏବଂ ଜୟାଙ୍କ ବିବାହର...
ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେବେ କି ଗାଙ୍ଗୁଲି, ଟୁଇଟ୍କୁ ନେଇ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧।୬: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟରେ ୩୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ଏକ ନୂଆ ଇନିଂସ ଆରମ୍ଭ କରିବେ ବୋଲି ବୁଧବାର ଟୁଇଟ୍ କରି ସୂଚନା ଦେଇଛନ୍ତି।...
ଶାସ୍ତ୍ରୀଙ୍କ ଅଜବ ଡିମାଣ୍ଡ୍
ମୁମ୍ବାଇ,୧।୬: ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଟି-୨୦ ସିରିଜ୍କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଟି -୨୦ ଫର୍ମାଟ ଦ୍ୱିପାକ୍ଷିକ ସିରିଜ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା କେବଳ ବିଶ୍ୱକପରେ ସୀମିତ ରହିବା ଉଚିତ୍।...
ବାରବାଟୀ ମ୍ୟାଚ୍ ବନ୍ଦ ଲାଗି ହାଇକୋର୍ଟରେ ଦାୟର ହେଲା ମାମଲା
କଟକ ଅଫିସ,୧।୬: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର...
ଏସିଆ କପ୍ରେ ବ୍ରୋଞ୍ଜ ଜିତିଲା ଭାରତ
ଜାକର୍ତ୍ତା,୧।୬: ଇଣ୍ଡୋନେସିଆରେ ଚାଲିଥିବା ଏସିଆ କପ୍ ହକିରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ବୁଧବାର ଜାକର୍ତ୍ତାରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଜାପାନକୁ ୧-୦ ଗୋଲ୍ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଭାରତ ପକ୍ଷରୁ ଏକମାତ୍ର ଗୋଲ...
Archives


