ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଟାରୌବା,୨୯ା୭:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ବ୍ରାଏନ ଲାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ସିରିଜ୍କୁ କ୍ଲିନ୍ ସୁଇପ୍ କରିବା ପରେ ଭାରତୀୟ ଦଳ ଟି୨୦ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ବରିଷ୍ଠ...
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ
ବର୍ମିଂହାମ,୨୯ା୭: ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହୋଇଛି। ୭୨ଟି ଦେଶର ଆଥଲେଟ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଆଲେକଜାଣ୍ଡାର ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପ୍ରିନ୍ସ ଚାଲର୍ସ। ଏହି କାର୍ଯ୍ୟକ୍ରମରେ...
ତୃତୀୟ ସ୍ଥାନରେ ଭାରତ
ଦୁବାଇ,୨୮ା୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩-୦ରେ କ୍ଲିନ୍ ସୁଇପ୍ ପରେ ଭାରତ ସଦ୍ୟ ପ୍ରକାଶିତ ପୁରୁଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଟିମ୍ ର଼୍ୟାଙ୍କିଙ୍ଗ ତାଲିକାରେ ତୃତୀୟ ସ୍ଥାନ ବଜାୟ ରଖିଛି। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତ...
୪୪ତମ ଚେସ୍ ଅଲିମ୍ପିଆଡ୍ରୁ ଓହରିଲା ପାକିସ୍ତାନ
ଇସ୍ଲାମାବାଦ୍/ନୂଆଦିଲ୍ଲୀ,୨୮ା୭: ଚେନ୍ନାଇରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪୪ତମ ଚେସ୍ ଅଲିମ୍ପିଆଡ୍ରୁ ଓହରିଯାଇଛି ପାକିସ୍ତାନ। ଜମ୍ମୁ-କଶ୍ମୀର ବାଟ ଦେଇ ପ୍ରତିଯୋଗିତାର ଟର୍ଚ୍ଚ ରିଲେ ଯାଇଥିବାରୁ ପ୍ରତିବାଦ ସ୍ବରୂପ ଦେଶ ଏହି ନିଷ୍ପତ୍ତି ନେଇଥିବା ପାକିସ୍ତାନ ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି।...
୧-୧ରେ ସିରିଜ୍ ବରାବର
ଗାଲେ,୨୮ା୭: ଗାଲେରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ ୧-୧ରେ ବରାବର କରିଛି ଶ୍ରୀଲଙ୍କା। ୫୦୯ ରନ୍ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୨୬୧ ରନ୍ରେ ସମସ୍ତ ଉଇକେଟ ହରାଇଛି। ଫଳରେ ୨୪୬ ରନ୍ରେ ପାକିସ୍ତାନ ପରାସ୍ତ...
ହିଟ୍ମ୍ୟାନ୍କୁ ପଛରେ ପକାଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୨୮।୭: ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି ଦୌଡ଼ରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ଓପନର୍ ମାର୍ଟିନ ଗୁପ୍ତିଲ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ବିରାଟ କୋହଲି ଫର୍ମରେ ନ ଥିବାରୁ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଆଗେଇ...
ସିରିଜ ପୋଛିନେବା ପରେ ଏମିତି କହିଲେ ଅଧିନାୟକ ଧାଓ୍ବନ
ପୋର୍ଟ ଅଫ୍ ସ୍ପେନ୍,୨୮।୭: ଶିଖର ଧାଓ୍ବନ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିଛି। ବୁଧବାର ଖେଲାଯାଇଥିବା ତୃତୀୟ ତଥା ଅନ୍ତିମ ମୁକାବିଲାକୁ ୧୧୯ ରନ୍ରେ ଜିତି ସିରିଜକୁ ୩-୦ରେ ଜିତି ନେଇଥିଲା। ଏହି...
ମାତ୍ର ଆଉ ଗୋଟିଏ ଓଭର୍ ମିଳିଯାଇଥିଲେ ମୁଁ…
ତ୍ରିନିଦାଦ,୨୮।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ ସୁଇପ କରିଛି ଭାରତ। ତୃତୀୟ ଦିନିକିଆ ମ୍ୟାଚକୁ ୧୧୯ ରନ୍ରେ ଜିତି ତିନି ଟିକିଆ ସିରିଜକୁ ୩-୦ରେ କବଜା କରିଛି ଶିଖର ସେନା। ଏହି ମ୍ୟାଚରେ ଶୁବମନ ଗିଲ ୯୮ ରନ୍ର...
ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତର ୨୧୫ ଆଥଲେଟ୍ କରିବେ ଅଂଶଗ୍ରହଣ
ବର୍ମିଂହାମ୍, ୨୭।୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଆଜିଠାରୁ ଇଂଲଣ୍ଡର ବର୍ମିଂହାମ ଠାରେ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଇଂଲଣ୍ଡରେ ପହଞ୍ଚିଛନ୍ତି। ଭାରତ ୧୮ ଥରପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ଯାଉଛି। ବର୍ମିଂହାମ କ୍ରୀଡ଼ାରେ...
କ୍ଲିନ୍ସୁଇପ୍ କଲା ଭାରତ
ତ୍ରିନିଦାଦ,୨୮।୭: ତ୍ରିନିଦାଦର କ୍ୱିନ୍ସ ପାର୍କ ଓଭାଲରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତ ୧୧୯ ରନ୍ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହା ସହ ଭାରତ ଦିନିକିଆ ସିରିଜକୁ ୩-୦ରେ ଜିତି ନେଇଛି। ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ୍କୁ ନିଜ ଘରେ ଦିନିକିଆ...
ଉପରକୁ ଉଠିଲେ ଧାଓ୍ବନ୍
ଦୁବାଇ,୨୭ା୭:ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଉପରକୁ ଉଠିଛନ୍ତି ଶିଖର ଧାଓ୍ବନ ଓ ଶ୍ରେୟସ ଆୟାର। ଚଳିତ ଓ୍ବେଷ୍ଟଇଣ୍ଡିଜ୍ ସିରିଜର ପ୍ରଥମ ମ୍ୟାଚରେ ଧାଓ୍ବନ୍ ୯୭ ରନ୍ କରିଥିବା ବେଳେ ଆୟା ବ୍ୟାକ୍ ଟୁ ବ୍ୟାକ୍ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ...
ଟସ୍ ଜିତିଲା ଭାରତ
ପୋର୍ଟ ଅଫ୍ ସ୍ପେନ୍,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ତ୍ରିନିଦାଦର କ୍ୱିନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଅଧିନାୟକ ଶିଖର ଧାୱନ...
Archives


