ଇତିହାସ ରଚିଲେ ସାତ୍ତ୍ୱିକ-ଚିରାଗ ଯୋଡି
ଟୋକିଓ,୨୬।୮: ଜାପାନର ରାଜଧାନୀ ଟୋକିଓରେ ଭାରତର ସାତ୍ତ୍ୱିକ୍ ସାଇରାଜ ରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ଏହି ଭାରତୀୟ ଯୋଡି ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ପଦକ ନିଶ୍ଚିତ କରିଛନ୍ତି। ପୁରୁଷ ଡବଲ୍ସରେ ପଦକ ହାସଲ...
ଏହି କାରଣରୁ ରାଗିଯାନ୍ତି କୋହଲି
ନୂଆଦିଲ୍ଲୀ,୨୫।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ଅନ୍ଦାଜ୍ ପାଇଁ ଜଣାଶୁଣା। ପଡ଼ିଆରେ ସେ ନିଜର କ୍ରୋଧ ଅନେକ ଥର ଦେଖାଇଛନ୍ତି। ଏବେ ବିରାଟ କୋହଲିଙ୍କ କ୍ରୋଧକୁ ନେଇ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ...
ୟୁକ୍ରେନ ପାଇଁ ଖେଳିଲେ ସ୍ବିଟେକ, ନାଡାଲ
ନ୍ୟୁୟର୍କ, ୨୬ା୮(ଏପି):ୟୁକ୍ରେନରେ ମାନବିକ ସହାୟତା ପାଇଁ ପାଣ୍ଠି ସହାୟତା ଉଦ୍ଦେଶ୍ୟରେ ୟୁଏସ୍ ଓପନ୍ ପୂର୍ବରୁ ଟେନିସ ଷ୍ଟାରମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଇଭେଣ୍ଟର ଆୟୋଜନ କରାଯାଇଥିଲା। ଏଥିରେ ଭାଗନେଇଥିବା ଖେଳାଳିମାନଙ୍କ ମଧ୍ୟରେ ରାଫାଲ ନାଡାଲ ଓ ଇଗା ସ୍ବିଟେକ ରହିଛନ୍ତି।...
ୟୁଏସ୍ ଓପନ ଖେଳିପାରିବେନି ଟେନିସ ଷ୍ଟାର
ନ୍ୟୁୟର୍କ,୨୫ା୮: ଟେନିସ ଷ୍ଟାର ନୋଭାକ୍ ଜୋକୋଭିଚ୍ ୟୁଏସ୍ ଓପନ ଟେନିସ ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ। କୋଭିଡ୍ ଭ୍ୟାକ୍ସିନ ନେଇ ନ ଥିବାରୁ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଇଭେଣ୍ଟ ପାଇଁ ଉଠାଣର...
ଆଇସିସି ଜାରି କଲା ଷ୍ଟାଣ୍ଡିଂ ଟିକେଟ: ଦାମ୍ କେତେ ଜାଣନ୍ତୁ…
ଦୁବାଇ,୨୫ା୮: ଆଇସିସି ଟି୨୦ ବିଶ୍ୱକପ୍କୁ ଆଉ କିଛି ମାସ ରହିଛି। ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ମହାମୁକାବିଲା ପୁଣି ଚର୍ଚ୍ଚାକୁ ଆସିଛି। ଏହି ମ୍ୟାଚ୍ ପାଇଁ ଆଇସିସି ପକ୍ଷରୁ ଷ୍ଟାଣ୍ଡିଂ ରୁମ୍ ଟିକେଟ୍ ରିଲିଜ୍ କରାଯାଇଛି। ଭାରତ-ପାକିସ୍ତାନ ମୁକାବିଲା ପାଇଁ ଟିକେଟ...
ଗୋଟିଏ ଦିନରେ ୩୦୯ ରନ୍: ୯୧ ବର୍ଷ ହେଲାଣି ଭାଙ୍ଗିନି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ଙ୍କ ରେକର୍ଡ
ବ୍ରିସ୍ବେନ୍,୨୭।୮: ଭାରତୀୟ କ୍ରିକେଟ ଟିମ୍ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍ କମ୍ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍ ଭିତରେ ଅନେକ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି। ସେଭଳି ଜଣେ ହେଲେ ସାର୍ ଡନ୍...
ପାକିସ୍ତାନ ଅଧିନାୟକଙ୍କୁ ଭେଟିଲେ କୋହଲି
ୟୁଏଇ,୨୫।୮: ଭାରତୀୟ ଦଳ ଏସିଆ କପ ପାଇଁ ଦୁବାଇରେ ପହଞ୍ଚିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର ମଧ୍ୟବର୍ତ୍ତୀକାଳୀନ କୋଚ କରାଯାଇଛି। ତାଙ୍କ କୋଚିଂ ଅଧୀନରେ ଦଳ ତାଲିମ ଆରମ୍ଭ କରିଛି। ନିୟମିତ କୋଚ ରାହୁଲ ଦ୍ରାବିଡ...
ଲିଜେଣ୍ଡ୍ସ ଲିଗ୍ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ
ଭୁବନେଶ୍ୱର, ୨୫।୮ (କ୍ରୀଡ଼ା ପ୍ରତିନିଧି): ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୬ ତାରିଖରେ ଆରମ୍ଭ ହେବ। ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଟି୨୦ ଲିଗ୍ର ମ୍ୟାଚଗୁଡ଼ିକ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ...
ଏସିଆ କପ୍ରେ ଡ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ
ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ ବଡ ନିଷ୍ପତ୍ତି ନେଇଛି। ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତର...
ବାରବାଟୀରେ ଖେଳାଯିବ ଲିଜେଣ୍ଡ କ୍ରିକେଟ ଲିଗ୍ର ୩ ମ୍ୟାଚ୍
କଟକ ଅଫିସ,୨୪।୮: ଲିଜେଣ୍ଡ କ୍ରିକେଟ ଲିଗ୍(ଏଲ୍ଏଲ୍ସି)ର ତିନୋଟି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବେର ୨୭, ୨୯ ଓ ୩୦ରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଅନ୍ତର୍ଜାତୀୟ ଖେଳାଳି ଏଥିରେ ଭାଗ...
ଆଲୋଚକଙ୍କୁ କଡ଼ା ଜବାବ ଦେଲେ କୋହଲି
ନୂଆଦିଲ୍ଲୀ,୨୪।୮: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ ସମାଲୋଚନା କରାଯାଉଛି। ନଭେମ୍ବର ୨୦୧୯ ଠାରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିନାହାଁନ୍ତି। ଗତ ମାସରେ...
ଆଗାମୀ ସିଜନରେ ଅଧିନାୟକ ବଦଳାଇବ ପଞ୍ଜାବ କିଙ୍ଗ୍ସ? ବୟାନ ଜାରି କରି ସ୍ପଷ୍ଟ କଲା ଫ୍ରାଞ୍ଚାଇଜ୍…
ନୂଆଦିଲ୍ଲୀ,୨୪।୮: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ ଆଉ ଢ଼େର ସମୟ ବାକି। ହେଲେ ଏବେଠାରୁ ଚର୍ଚ୍ଚାରେ ଆଇପିଏଲ୍ ଟିମ୍। କିଛିଦିନ ପୂର୍ବେ ପଞ୍ଜାବ କିଙ୍ଗ୍ସ କୋଚ୍ ଅନିଲ କୁମ୍ବଲେଙ୍କୁ ବାହାର କରି ନୂଆ କୋଚ୍ ନିଯୁକ୍ତ କରିପାରେ ବୋଲି କୁହାଯାଉଥିଲା।...
Archives


