ସିନ୍ଧୁ ରନରଅପ୍
ମାଡ୍ରିଡ୍, ୩ା୪(ପି.ଟି.): ଭାରତର ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ମାଡ୍ରିଡ୍ ସ୍ପେନ୍ ମାଷ୍ଟର୍ସ ସୁପର ୩୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ରନରଅପ୍ ହୋଇ ତାଙ୍କ ଅଭିଯାନ ଶେଷ କରିଛନ୍ତି। ରବିବାର ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ବିଶ୍ୱର ୧୨ନମ୍ବର ଖେଳାଳି ଇଣ୍ଡୋନେସିଆର ଗ୍ରେଗୋରିଆ…
କ୍ୱିଟୋଭାଙ୍କୁ ମାୟାମି ଓପନ ଟାଇଟଲ
ମାୟାମି ଗାର୍ଡେନ୍ସ (ଫ୍ଲୋରିଡ଼ା), ୩ା୪(ଏପି): ଦ୍ୱାଦଶ ସିଡ୍ ଚେକ୍ ରିପବ୍ଲିକ୍ର ପେଟ୍ରା କ୍ୱିଟୋଭା ତାଙ୍କ ୧୩ତମ ପଦାର୍ପଣରେ ପ୍ରଥମଥର ମାୟାମି ଓପନ ଟେନିସ୍ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ଏକ ମାରାଥନ ଟାଇବ୍ରେକରରେ ସେ ୭ମ ସିଡ୍ ଏଲିନା…
ଭୁବନେଶ୍ୱର ଭେଟେରାନ ଫୁଟ୍ବଲ ପ୍ଲେୟର ଆସୋସିଏଶନ
ଭୁବନେଶ୍ୱର, ୩ା୪(ସ୍ପୋଟର୍ସ ବ୍ୟୁରୋ): ପୁରାତନ ଫୁଟ୍ବଲ ଖେଳାଳି ତଥା କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକଙ୍କ ଉଦ୍ୟମରେ ଭୁବନେଶ୍ୱରର ବିଭିନ୍ନ ଫୁଟ୍ବଲ କ୍ଲବର ଭେଟେରାନ୍ ଖେଳାଳିମାନେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ମଦର ପବ୍ଲିକ ସ୍କୁଲ୍ଠାରେ ଏକତ୍ରିତ ହୋଇଥିଲେ। ତୃଣମୂଳସ୍ତରରେ ଫୁଟ୍ବଲ ଖେଳର କିପରି ବିକାଶ…
ପ୍ରଗତି ସ୍ପୋର୍ଟିଂ-ରାମେଶ୍ୱର ଯୁଗ୍ମ ବିଜେତା
ଭୁବନେଶ୍ୱର,୩ା୪(ସ୍ପୋଟର୍ସ ବ୍ୟୁରୋ) : ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ରାମେଶ୍ୱର କପ୍ ତଥା କମଳା ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଛି। ପ୍ରବଳ ବର୍ଷା କାରଣରୁ ରାମେଶ୍ୱର ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂକୁ ଯୁଗ୍ମ ବିଜେତା ଘୋଷଣା…
ଭର୍ଷ୍ଟାପେନ୍ଙ୍କୁ ପ୍ରଥମ ଅଷ୍ଟ୍ରେଲିଆନ ଗ୍ରାଁ ପ୍ରି ଟାଇଟଲ
ମେଲବୋର୍ନ, ୩ା୪(ପି.ଟି.): ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ତାଙ୍କ କ୍ୟାରିୟରରେ ପ୍ରଥମଥର ଅଷ୍ଟ୍ରେଲିଆନ୍ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ଜିତିବାରେ ସଫଳ ହୋଇଛନ୍ତି। ୨୦୧୧ ପରେ ରେଡ୍ବୁଲ୍ ଟିମ୍ର ମଧ୍ୟ ଏହା ପ୍ରଥମ ସଫଳତା। ରବିବାର ସ୍ଥାନୀୟ ଆଲବର୍ଟ ପାର୍କଠାରେ…
ପ୍ରତ୍ୟୁଷ ନାୟକ ଚାମ୍ପିୟନ
ଭୁବନେଶ୍ୱର,୩ା୪ (ସ୍ପୋଟର୍ସ ବ୍ୟୁରୋ): ସାଇ ବୀଣାପାଣି ଜ୍ଞାନ ମନ୍ଦିରରେ ଓଡ଼ିଶା ଚେସ୍ ଆସୋସିଏଶନ୍ ପକ୍ଷରୁ ଆୟୋଜିତ ରାଜ୍ୟ ସ୍କୁଲ ଚେସ୍ ଚାମ୍ପିୟନଶିପରେ ଓଲ୍ଡ ଷ୍ଟିଓ୍ବାର୍ଟ ସ୍କୁଲର ପ୍ରତ୍ୟୁଷ ନାୟକ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ପ୍ରତ୍ୟୁଷ ୫ ପଏଣ୍ଟ ଅର୍ଜନ କରିଥିବା…
‘ଆସ୍କ ଫର୍ ଏ ସିକ୍ସ’
ନୂଆଦିଲ୍ଲୀ,୩ା୪(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ସଲିମ୍ ଦୁରାନୀଙ୍କ ବିଷୟରେ କହିଛନ୍ତି ଯେ ଯଦି ଦୁରାନୀଙ୍କ ଆତ୍ମଜୀବନୀ ଲେଖାଯାଏ ତେବେ ଏହାର ନାଁ ‘ଆସ୍କ ଫର ଏ ସିକ୍ସ’ ରଖାଯିବ। ୬୦ ଓ ୭୦ ଦଶକରେ ଦିନିକିଆ କ୍ରିକେଟ ନ ଥିଲେ…
କ୍ରିକେଟର ଅଘୋଷିତ ରାଜକୁମାର ସଲିମ୍ ଦୁରାନୀ
ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍ ଦୁରାନୀଙ୍କ ପରଲୋକ। ୮୮ ବର୍ଷ ବୟସରେ ରବିବାର ସଲିମ୍ ପ୍ରାଣ ହରାଇଛନ୍ତି। ୬୦ ଦଶକର ଏହି ଲୋକପ୍ରିୟ କ୍ରିକେଟର ଜଣଙ୍କ ନିଜ ଆକ୍ରମଣାତ୍ମକ କ୍ରିକେଟ ଖେଳ ଏବଂ ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ବେଶ୍…
ସଲିମ୍ ଦୁରାନୀ ଏକ ଅନୁଷ୍ଠାନ: ମୋଦି
ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍ ଦୁରାନୀଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦୁରାନୀଙ୍କୁ ଜଣେ କିମ୍ବଦନ୍ତୀ ଭାବେ ବର୍ଣ୍ଣନା କରିବା ସହ ନିଜ ମଧ୍ୟରେ ଏକ ଅନୁଷ୍ଠାନ ବୋଲି କହିଥିଲେ। କ୍ରିକେଟ୍ରେ ଭାରତର ଉନ୍ନତିରେ ଦୁରାନୀଙ୍କ…
ମୁମ୍ବାଇକୁ ୮ ଉଇକେଟରେ ହରାଇଲା ଆର୍ସିବି
ବେଙ୍ଗାଲୁରୁ,୨।୪: ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ପଞ୍ଚମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ୮ ଉଇକେଟରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୧ ରନ୍ କରିଥିଲା। ଜବାବରେ…
ଆର୍ସିବି ଆଗରେ ୧୭୨ ରନ୍ର ଟାର୍ଗେଟ୍
ବେଙ୍ଗାଲୁରୁ,୨।୪: ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇପିଏଲର ପଞ୍ଚମ ମ୍ୟାଚରେ ଆର୍ସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ…
ବିଜୟର ସହ ସିଜିନ୍ ଆରମ୍ଭ କଲା ରାଜସ୍ଥାନ
ହାଇଦ୍ରାବାଦ୍,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍ରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର…

