ଖେଳ

ମ୍ୟାଚ ପରେ ଅନୁଷ୍କାଙ୍କୁ ଇସାରା କରିଥିଲେ କୋହଲି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୪: ଆଇପିଏଲ ୨୦୨୩ର ୨୦ ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନ୍‌ରେ ପରାସ୍ତ କରିଛି। କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ମ୍ୟାଚ ଦେଖିବାକୁ ଆସିଥିଲେ। ମ୍ୟାଚ ପରେ କୋହଲି ନିଜେ ଗ୍ରାଉଣ୍ଡରୁ ଷ୍ଟାଡିୟମରେ ବସିଥିବା ଅନୁଷ୍କାଙ୍କୁ…

ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୧୮୬ ରନ…

ମୁମ୍ବାଇ,୧୬।୪ : ଆଇପିଏଲ ସିରିଜ ୧୬ର ୨୨ତମ ମ୍ୟାଚ ରବିବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ମଧ୍ୟରେ ଖେଳାଯାଉଛି। ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

ଆଗାମୀ ମ୍ୟାଚ୍‌ରେ ଦଳରୁ ବାହାରିବେ ପୃଥ୍ବୀ!

ଆଇପିଏଲ ୨୦୨୩ର ୨୦ ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଆରସିବି ଭଲ ବିଜୟ ଲାଭ କରିଥିଲା। ଏହି ମ୍ୟାଚ୍‌ରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଥିଲା। ଆଇପିଏଲ ୨୦୨୩ରେ…

୨୩ ତମ ମ୍ୟାଚରେ ଜିଟି-ଆରଆର ମୁହାଁମୁହିଁ…

ଅହମଦାବାଦ,୧୬।୪ : ଆଇପିଏଲ ସିରିଜ ୧୬ର ୨୩ତମ ମ୍ୟାଚ ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଉଭୟ ଦଳ ଗତ ବର୍ଷର ଫାଇନାଲିଷ୍ଟ ହୋଇଥିବାରୁ ଉଭୟଙ୍କ ମଧ୍ୟରେ…

ଟସ ଜିତିଲା ଏମଆଇ, ପ୍ରଥମେ ବୋଲିଂ…

ମୁମ୍ବାଇ,୧୬।୪ : ଆଇପିଏଲ ସିରିଜ ୧୬ର ୨୨ତମ ମ୍ୟାଚ ରବିବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ମଧ୍ୟରେ ଖେଳାଯାଉଛି। ଏମଆଇ ଟସ ଜିତି ପ୍ରଥମେ ବୋଲିଂ…

ଓ୍ବାଙ୍ଖେଡେରେ ଏମଆଇ-କେକେଆର ଲଢ଼େଇ…

ମୁମ୍ବାଇ,୧୬।୪ : ଆଇପିଏଲ ୨୦୨୩ରେ ରବିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ତଥା ଆଇପିଏଲର ୨୨ ତମ ମ୍ୟାଚ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ମଧ୍ୟରେ ଅପରାହ୍ନ…

ଲଢୁଆ ବ୍ୟାଟିଂ କରି  ଜିତିଲା ପିବିକେଏସ…

ଲକ୍ଷ୍ନୌ,୧୫।୪ : ଆଇପିଏଲ ସିରିଜ ୧୬ର ୨୧ତମ ମ୍ୟାଚରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ବିପକ୍ଷରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ବିଜୟ ହାସଲ କରିଛି । ଧାର୍ଯ୍ୟ ୧୬୦ ରନ ଲକ୍ଷ୍ୟର ପିଛା କରି ପିବିକେଏସ ୧୯.୩ ଓଭରରେ ୮ ୱିକେଟ ହରାଇ…

ପିବିକେଏସକୁ ୧୬୦ ରନର ବିଜୟ ଲକ୍ଷ୍ୟ ଦେଲା ଏଲଏସଜି…

ଲକ୍ଷ୍ନୌ,୧୫।୪ : ଆଇପିଏଲ ସିରିଜ ୧୬ର ୨୧ତମ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଛି। ପିବିକେଏସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ…

ଲକ୍ଷ୍ନୌକୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୫ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଡବଲ ହେଡରର ଦ୍ୱିତୀୟ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ (ଏଲ୍‌ଏସ୍‌ଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ୍‌) ମଧ୍ୟରେ ଜାରି ରହିଛି। ପଞ୍ଜାବ ଟସ୍‌ ଜିତି ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ପ୍ରଥମେ…

ବିଶ୍ୱର ସବୁଠାରୁ ଧନୀ ଟି-୨୦ ଲିଗ୍‌ ଆରମ୍ଭ କରିବ ସାଉଦିଆରବ

ବିଶ୍ୱର ସବୁଠାରୁ ଧନୀ ଟି-୨୦ ଲିଗ୍‌ ଆରମ୍ଭ କରିବାକୁ ସାଉଦିଆରବ। ଆଇପିଏଲ ମାଲିକ ଏବଂ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ ଇଣ୍ଡିଆ (ବିସିସିଆଇ)କୁ ଅଫର ଦେଇଛି। ଫୁଟବଲ ଏବଂ ଫର୍ମୂଲା-୧ ପରି ଅନ୍ୟ କ୍ରୀଡ଼ାରେ ଅଧିକ ବିନିଯୋଗ କରିବା ପରେ ସାଉଦିଆରବ…

ଟସ ଜିତିଲା ପିବିକେଏସ, ପ୍ରଥମେ ବୋଲିଂ, ଖେଳୁ ନାହାନ୍ତି ଶିଖର ଧାଓ୍ବନ…

ଲକ୍ଷ୍ନୌ,୧୫।୪ : ଆଇପିଏଲ ସିରିଜ ୧୬ର ୨୧ତମ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଛି। ପିବିକେଏସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ…

ଡିସିର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ, ୨୩ ରନରେ ଜିତିଲା ଆରସିବି…

ବେଙ୍ଗାଲୁରୁ,୧୫।୪ : ଆଇପିଏଲ ସିରିଜ ୧୬ର ୨୦ତମ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୨୩ ରନରେ ବିଜୟ ହାସଲ କରିଛି। ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଡିସି ଟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?