ପ୍ରଚାର ମୈଦାନରେ ଜିଲାପରିଷଦ ପ୍ରାର୍ଥୀ
ଗଞ୍ଜାମ,୪।୧(ଡି.ଏନ୍.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ୨୦ରେ ଗଞ୍ଜାମ ବ୍ଲକରେ ହେବ l ଏଥିପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତିି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ l ବତ୍ତର୍ର୍ମାନ ଚଳିତ ନିର୍ବାଚନରେ ପ୍ରଚାର ପାଇଁ ବିଜେଡି ପାର୍ଥୀମାନେ ଆଗୁଆ ଥିବା ଦେଖିବାକୁ ମିଳିଛି…
ହାତ ଟେକିଦେଲା ଭାଜପା
ଯାଜପୁର ଅଫିସ,୪ା୨: ଯାଜପୁର ସଦର ବ୍ଲକ୍ ୨୯ ନମ୍ବର ଜୋନ୍ରେ ଭାଜପା ପ୍ରାର୍ଥୀ ଭାସ୍କର ଜେନା ନିଜର ଅସୁସ୍ଥତା ଦର୍ଶାଇ ନିର୍ବାଚନରୁ ଓହରିଯିବା ପରେ ସେଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ସ୍ପଷ୍ଟ ହୋଇଛି ।…
ମୁଖ୍ୟମନ୍ତ୍ରୀ, ବିଧାୟକଙ୍କ ଫଟୋ ଛାପିବା ମହଙ୍ଗା ପଡ଼ିଲା
କଣ୍ଟାପଡା,୪ା୨(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡସଭ୍ୟ, ସମିତିସଭ୍ୟ ଓ ସରପଞ୍ଚ ପ୍ରାର୍ଥୀମାନେ ଦଳୀୟ ଚିହ୍ନ ସହିତ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଫଟୋ ବ୍ୟବହାର ନ କରିବା ପାଇଁ ସରକାରୀ ନିୟମ ରହିଛି। ହେଲେ କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବଡ ପାଟସୁନ୍ଦରପୁର ପଞ୍ଚାୟତରେ…
ପ୍ରାର୍ଥୀଙ୍କ ବ୍ୟାନର ପୋଡ଼ିଦେଲେ
ନୂଆଗାଁ ୩।୧(ଡି.ଏନ.ଏ.): ଦଶପଲ୍ଲା ନିର୍ବାଚନମଣ୍ଡଳୀ ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବିଜେଡି ପ୍ରାର୍ଥୀଙ୍କ ବ୍ୟାନର ପୋଡ଼ାଯିବା ସହିତ ଚିରି ଦିଆଯାଇଥିବା ଅଭିଯୋଗ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଅଛି । ତେଣୁ ପ୍ରାର୍ଥୀମାନେ ଭୋଟରଙ୍କୁ ମନେଇବା ପାଇଁ…
ସରପଞ୍ଚ ପଦବୀ ଲାଗି ଆଈ-ନାତୁଣୀଙ୍କ ମଧ୍ୟରେ ଲଢ଼େଇ
ପାରଳାଖେମୁଣ୍ଡି,୩ା୨(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଗୁରାଣ୍ଡି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଆଈ-ନାତୁଣୀଙ୍କ ମଧ୍ୟରେ ଲଢ଼େଇ ହେଉଛି। ଆଈ ମନୋରମା ଜେନା ଏବଂ ନାତୁଣୀ ଶିଳ୍ପା ପାତ୍ର ଉଭୟେ ନିଜ ନିଜ ଢଙ୍ଗରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଗୁରାଣ୍ଡି…
ବୈପାରିଗୁଡା: ବ୍ଲକ ଅଧ୍ୟକ୍ଷ ଆସନକୁ ଅଙ୍କକଷା
ବୈପାରିଗୁଡା,୨ା୨ (ଡି.ଏନ୍.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ବ୍ଲକ ଅଧ୍ୟକ୍ଷ ଆସନକୁ ନେଇ ବୈପାରିଗୁଡା ବ୍ଲକରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ପାଇଁ କୌଣସି ଦଳୀୟ ଚିହ୍ନରେ ପ୍ରାର୍ଥୀମାନେ…
ଭୋଜିଭାତର ଆୟୋଜନ, ମାନୁନାହାନ୍ତି କଟକଣା
ଉମରକୋଟ, ୩ା୨(ସ୍ବ.ପ୍ର.) ବିଜେଡି ପରେ ଭାଜପା। ଶାସକ ବିଜେଡି ଦଳକୁ ଜାବାବ ଦେବା ପାଇଁ ସମାନ ରଣନୀତି ଆପଣାଇଛି ଭାଜପା। ବିଜେଡି ଭଳି ଭାଜପା ମଧ୍ୟ ଶତାଧିକ ଲୋକଙ୍କୁ ନେଇ ନିର୍ବାଚନୀ ସଭା ଓ ଭୋଜିଭାତର ଆୟୋଜନ କରିଛି। ଶାସକ ଦଳକୁ…
ପୂର୍ବ ସ୍ଥିତିକୁ ଫେରିବାକୁ ଲାଗିପଡ଼ିଛି କଂଗ୍ରେସ
ବିଷମକଟକ/ରାୟଗଡ଼ା ଅଫିସ, ୩ା୨(ଡି.ଏନ୍.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ା ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ଏବେ ସବୁ ଦଳରେ ଚାଲିଛି ଅଙ୍କକଷା। ରାୟଗଡ଼ା ଜିଲା ୨୨ ଜିଲା ପରିଷଦ ଆସନକୁ ନେଇ ଗଠିତ। ପୂର୍ବରୁ ଏଠାରେ ବିଜେଡି, ଭାଜପା…
ଆଠମଲ୍ଲିକରେ ହେବ କଡ଼ା ଟକ୍କର
ବଇଣ୍ଡା,୩ା୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାଖେଇ ଆସୁଛି ଭୋଟଗ୍ରହଣ ତାରିଖ। ଆଉ ଅଳ୍ପଦିନ ପରେ ହେବ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା। ତେଣୁ ଅଧିକରୁ ଅଧିକ ମତଦାତାଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସମର୍ଥନ ହାସଲ ପାଇଁ ଏବେ ଦିନରାତି ଏକ୍…
ଏଥର କର ବା ମର ସ୍ଥିତି
ବାରିପଦା ଅଫିସ,୩ା୨: ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକରେ ନିର୍ବାଚନୀ ପ୍ରଚାର ଜୋର ଧରିଛି ା ୧୬ଟି ପଞ୍ଚାୟତକୁ ନେଇ ଗଠିତ ୫୩ ଓ ୫୪ ନମ୍ବର ଜିଲାପରିଷଦ ଜୋନ ଦ୍ୱୟ ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ…
ଭୋଟ ବର୍ଜନ କରିବେ ୭ଶହ ଭୋଟର
ବାରିପଦା ଅଫିସ,୩ା୨: ମୌଳିକ ସୁବିଧାରୁ ବଞ୍ଚିତ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ପଞ୍ଚାୟତ କମଳାଶୋଳ ଗ୍ରାମବାସୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ମଙ୍ଗଳବାର ଶତାଧିକ ମହିଳା ପୁରୁଷ ବାରିପଦା ସଦର…
ଭୋଟର ତାଲିକାରେ ଶତାଧିକଙ୍କ ନାଁ ନାହିଁ
ହାଟଡିହୀ,୩ା୨(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତ କନକପା ଗ୍ରାମ ୧୦ନଂ. ୱାର୍ଡର ଶତାଧିକ ଭୋଟରଙ୍କ ନାଁ ତାଲିକାରେ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଲୋକେ ଦାୟୀ କରିଛନ୍ତି। ଏତେସଂଖ୍ୟକ ଲୋକଙ୍କ ନାଁ କିପରି…
Archives


