Posted inଜାତୀୟ

ମଶାଣିରେ ହାଡ ଖାଉଥିଲି, ତା’ସହ… ଆଇଆଇଟି ବାବାଙ୍କ ଭୟଙ୍କର ସାଧନା ଶୁଣିଲେ

ନୂଆଦିଲ୍ଲୀ,୧୭।୧ଆଇଆଇଟି ବାବା ଭାବେ ଭାଇରାଲ ହେବା ପରେ ହଠାତ୍‌ ମହାକୁମ୍ଭରୁ ନିଖୋଜ ହୋଇଯାଇଛନ୍ତି ବାବା। ସେ ପ୍ରୟାଗରାଜ ମହାକୁମ୍ର ଆଶ୍ରମ ଛାଡି ଦେଇଛନ୍ତି। ସେ ଏବେ କୌଣସି ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି। କୁହାଯାଉଛି କି, ଗଣମାଦ୍ୟମରେ ପ୍ରସାରିତ ହେବା ପରେ ବାବାଙ୍କ ମାତା-ପିତା ତାଙ୍କୁ ଖୋଜିଖୋଜି ଆଶ୍ରମ ଆସି ପହଞ୍ଚିଥିଲେ ଯାହାର ଖବର ପାଇ ସେ ଆଶ୍ରମ ଛାଡି ଦେଇଛନ୍ତି। ତେବେ ମହାକୁମ୍ଭର ଚର୍ଚ୍ଚାର ବିଷୟ ପାଲଟିଛନ୍ତି ‘ଆଇଆଇଟି ବାବା’ ଓରଫ ଅଭୟ ସିଂହ। ପୂର୍ବତନ ଏରୋସ୍ପେସ ଇଞ୍ଜିନିୟର ସିଂହ ଏହି ମହାନ ଧାର୍ମିକ ମହାକୁମ୍ଭ ମେଳାକୁ ଆସି ଚର୍ଚ୍ଚିତ ହୋଇଛନ୍ତି। ବର୍ତ୍ତମାନ ସେ ମେଳା ଛାଡି ଚାଲିଯାଇଛନ୍ତି। ତେବେ ଗଣମାଧ୍ୟମର ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ସେ ଶ୍ମଶାନରେ ଥିବାବେଳେ ହାଡ ଖାଉଥିଲେ। ଯାହା ଏବେ ଭାଇରାଲ ହେଉଛି।

ସେ କହିଥିଲେ, ଚାକିରି ଛାଡିବା ପରେ ମୁଁ କିଛି ଅଘୋରୀ ବାବାଙ୍କୁ ଭେଟିଥିଲି ଏବଂ ସାଧନା କରିଥିଲି। ସେଠାରେ ଆଉ ୩-୪ଜଣ ଲୋକ ବି ଥିଲେ। ଆମକୁ କାଳୀ ମା’ଙ୍କ ପ୍ରସାଦ ଭାବେ ମଦ ପିଇବାକୁ ଦିଆଯାଇଥିଲା। ମୁଁ ଅନେକ ଲୋକଙ୍କୁ ଭେଟିବା ସହ ଜଟା ବାନ୍ଧିଥିଲି। ମୋତେ ଅଘୋର ମନ୍ତ୍ର ବି ଦିଆଯାଇଥିଲା। ଏହା ପରେ ସେମାନେ ମୋତେ ଯାହା ଦେଲେ ମୁଁ ବାବା ଭୋଲେନାଥଙ୍କ ପ୍ରସାଦ ଭାବି ଖାଇଦେଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri