ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଭଳି ଭୁଲ ଖବର ଦେଇଥିଲେ ଏହି ବ୍ୟକ୍ତି, ଫଳରେ ପ୍ରାଣ ହରାଇଲେ ୧୨ରୁ ଊର୍ଦ୍ଧ୍ୱ
ମୁମ୍ବାଇ,୨୩।୧: ମହାରାଷ୍ଟ୍ରର ଜଳଗାଓଁରେ ବୁଧବାର ଘଟିଥିବା ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବ ଯୋଗୁଁ ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଟ୍ରେନରୁ ଡେଇଁ ପଡ଼ିଥିଲେ, ଯାହା ଫଳରେ ଅନ୍ୟ…
OLA-UBERକୁ ନୋଟିସ୍, ତୁରନ୍ତ ଜବାବ ରଖିବାକୁ ମନ୍ତ୍ରଣାଳୟ ଦେଲା ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୩ା୧: କେନ୍ଦ୍ର ସରକାର ଏକ ନୋଟିସ୍ ପଠାଇ OLA-UBERକୁ ଜବାବ ମାଗିଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ କହିଛି, ବିଭିନ୍ନ ଫୋନ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି? କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି…
ଅଭିନେତାଙ୍କ ଚାଲିକୁ ଦେଖି ମହାରାଷ୍ଟ୍ରର ମନ୍ତ୍ରୀ କହିଲେ, ‘ସତରେ ସୈଫଙ୍କ ଉପରେ ଆକ୍ରମଣ ହୋଇଥିଲା ନା ସେ ନାଟକ କରୁଥିଲେ’
ମୁମ୍ବାଇ,୨୩।୧: ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେ ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଲେ ଯେ ଆକ୍ରମଣ ପ୍ରକୃତରେ ଘଟିଥିଲା ନା ସେମାନେ କେବଳ ଅଭିନୟ କରୁଥିଲେ। ସୂଚନାଯୋଗ୍ୟ, ସୈଫ ଅଲ୍ଲୀ ଖାନଙ୍କୁ ମଙ୍ଗଳବାର…
ହାସିନାଙ୍କୁ ଭାରତୀୟ ନାଗରିକତା, ମୋଦି ସରକାର ନେବେ ବଡ଼ ନିଷ୍ପତ୍ତି! ବାଂଲାଦେଶର ସବୁ ଚାଲ୍ ଫେଲ୍
ନୂଆଦିଲ୍ଲୀ,୨୩।୧: ଗତ ବର୍ଷ ଅଗଷ୍ଟ ୪ରେ ବାଂଲାଦେଶରେ ବଡ଼ ଧରଣର ହିଂସା ଘଟିଥିଲା। ଏହି ହିଂସା ଏତେ ତୀବ୍ର ହୋଇଥିଲା ଯେ ସରକାର ତଥା ଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦେଶ ଛାଡିବାକୁ ପଡିଲା। ଏହି ହିଂସାରେ ଶହ ଶହ ଲୋକଙ୍କ…
କେଉଁ ଆଡ଼କୁ ଢଳୁଛନ୍ତି ନୀତୀଶ: ଜଣାପଡ଼ୁନି ମତିଗତି
ଇମ୍ଫାଲ,୨୩ା୧:୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ୬ ଆସନ ଜିତିଥିଲା। କିଛି ଦିନ ପରେ ୫ ଜେଡିୟୁ ବିଧାୟକ ଦଳବଦଳ କରି ଭାଜପାରେ ମିଶିଥିଲେ। ସେମାନଙ୍କୁ ମିଶାଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍…
ଟ୍ରେନରେ ଯାତ୍ରୀ ଭୁଲିଗଲେ ୬କୋଟିର ସମ୍ପତ୍ତି, ଖୋଜି ଖୋଜି…
ନୂଆଦିଲ୍ଲୀ,୨୩।୧: ଟ୍ରେନରେ ଯାତ୍ରା କରିବା ସମୟରେ ଅନେକ ଯାତ୍ରୀ ସେମାନଙ୍କର ଲଗେଜ ଭୁଲି ଯାଆନ୍ତି। ଅନେକ ସମୟରେ ଏଥିରେ ମୂଲ୍ୟବାନ ଜିନିଷ ମଧ୍ୟ ଥାଏ। ଯାତ୍ରୀମାନେ ଭାବନ୍ତି ଯେ ଚଳନ୍ତା ଟ୍ରେନରେ କିମ୍ବା ଷ୍ଟେସନରେ ଛାଡିଯାଇଥିବା ଲଗେଜ ଫେରିପାଇବେ ନାହିଁ। ସେଥିପାଇଁ…
ଟ୍ରମ୍ପଙ୍କୁ ମାତ୍ ଦେଲେ ଆମେରିକାରେ ରହୁଥିବା ଭାରତୀୟ, ଟ୍ରମ୍ପଙ୍କ ବଢିଲା ଟେନଶନ!
ଓ୍ବାଶିଂଟନ୍,୨୩।୧:ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଦ୍ରୁତ ଗତିରେ ଫାଇଲରେ ସ୍ବାକ୍ଷର କରିବା ଆରମ୍ଭ କରିଦେଇଛନ୍ତି। ସେ ଆମେରିକାର ସମସ୍ତ ପୁରୁଣା ନୀତିକୁ ପରିବର୍ତ୍ତନ କରୁଛନ୍ତି। ରାଷ୍ଟ୍ରପତି ହେବାର ୪୮ଘଣ୍ଟା ମଧ୍ୟରେ ସେ ୧୦୦ରୁ ଅଧିକ ଫାଇଲରେ…
ସ୍ତ୍ରୀଙ୍କୁ ହତ୍ୟା କରି ପ୍ରେସର କୁକର୍ରେ ରାନ୍ଧିଲେ ସଇତାନ ସ୍ବାମୀ: କାରଣ ଜାଣିଲେ ଉଡିଯିବ ହୋଶ୍
ହାଇଦ୍ରାବାଦ,୨୩।୧: ହତ୍ୟା ଏବଂ ଶରୀରକୁ ଖଣ୍ଡ ଖଣ୍ଡ କରିବା ଘଟଣା ସାଧାରଣ ହୋଇଗଲାଣି। ଶ୍ରଦ୍ଧା ହତ୍ୟା ମାମଲା ପରେ, ଏପରି ଅନେକ ଘଟଣା ସାମ୍ନାକୁ ଆସିଛି। ଏବେ ପୁଣି ଥରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ହାଇଦ୍ରାବାଦରେ ଜଣେ ପୂର୍ବତନ…
Post Office ର ଏହି ଯୋଜନାରେ ୧୦୦୦ଟଙ୍କା କରନ୍ତୁ ନିବେଶ, ଡବଲ ହେବ ଟଙ୍କା, ୧୦ବର୍ଷ ବୟସର ପିଲା ବି ଖୋଲିପାରିବେ ଆକାଉଣ୍ଟ
ନୂଆଦିଲ୍ଲୀ,୨୩।୧: ଆଜିକାଲି ନିବେଶ ପାଇଁ ଅନେକ ବିକଳ୍ପ ଉପଲବ୍ଧ, କିନ୍ତୁ ଅଧିକାଂଶ ବିକଳ୍ପରେ ବିପଦ ରହିଛି। ଏପରି ପରିସ୍ଥିତିରେ, ଯେଉଁମାନେ ନିଜ ନିବେଶ ଉପରେ ୧୦୦ପ୍ରତିଶତ ସୁରକ୍ଷା ଏବଂ ଗ୍ୟାରେଣ୍ଟି ରିଟର୍ଣ୍ଣ ଚାହାଁନ୍ତି, ସେମାନଙ୍କ ପାଇଁ ପୋଷ୍ଟ ଅଫିସ କିଷାନ ବିକାଶ…
ଫେବୃଆରୀରେ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହୋଇପାରେ ବଡ଼ ଆଲୋଚନା
ନୂଆଦିଲ୍ଲୀ,୨୩।୧: ଆମେରିକାରେ ପୁଣି ଆରମ୍ଭ ହୋଇଛି ଟ୍ରମ୍ପ ଶାସନ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲଡ ଟ୍ରମ୍ପ । ତେବେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତ- ଆମେରିକା ସମ୍ପର୍କ କେମିତି ରହିବ, ତାହା ଉପରେ ସାରା ବିଶ୍ୱର…
ଅନ୍ଲାଇନ ଯୌନ ଉତ୍ପୀଡ଼ନ: ପ୍ରତି ୧୨ରେ ଜଣେ ଶିଶୁ ଶିକାର
ନୂଆଦିଲ୍ଲୀ,୨୩ା୧(ପି.ଟି.): ଅନ୍ଲାଇନରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ବଢ଼ିବାରେ ଲାଗିଛି। ୨୦୨୪ରେ ବିଶ୍ୱରେ ପ୍ରତି ୧୨ ଶିଶୁଙ୍କ ମଧ୍ୟରୁ ଜଣେ ଇଣ୍ଟରନେଟ୍ ଜରିଆରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଲାନ୍ସେଟ୍ ଚିଲ୍ଡରେନ୍ ଏବଂ ଆଡୋଲେସେଣ୍ଟ ହେଲ୍ଥ ଜର୍ନାଲରେ ପ୍ରକାଶ ପାଇଛି। ଏଡିନ୍ବର୍ଗ…
‘ଯୌନ ସମ୍ମତି ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରିବାକୁ ଅନୁମତି ଦିଏନାହିଁ’
ନୂଆଦିଲ୍ଲୀ, ୨୩ା୧: ଗତବର୍ଷର ଏକ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିବା ସମୟରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି, କୌଣସି ପୁରୁଷଙ୍କ ସହ ଯୌନ ସମ୍ବନ୍ଧ ରଖିବା ପାଇଁ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ସମ୍ମତିର ଅର୍ଥ, ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର…

