ଜାତୀୟ

ଡିପୋର୍ଟେଶନ ଆଜିର ନୁହେଁ ୨୦୧୨ରୁ ଲାଗୁ ହୋଇଛି ନିୟମ, ରାଜ୍ୟ ସଭାରେ ଉତ୍ତର ରଖିଲେ ଜୟଶଙ୍କର

ନୂଆଦିଲ୍ଲୀ,୬।୨: ଟ୍ରମ୍ପ ସରକାରଙ୍କ ନୂଆ ନିୟମ ପରେ ଆମେରିକାରୁ ୧୦୪ ଜଣ ଭାରତୀୟଙ୍କ ସ୍ବଦେଶ ପଠାଇଦେବା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ରାଜ୍ୟ ସଭାରେ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।…

‘ମୋଦି ତ ଟ୍ରମ୍ପଙ୍କ ଭଲ ବନ୍ଧୁ, ପୁଣି ଏମିତି କେମିତି ହେଲା…’, ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୬।୨: ଆମେରିକାରେ ଅବୈଧ ଭାବରେ ରହୁଥିବା ଭାରତୀୟମାନଙ୍କୁ ଦେଶାନ୍ତର କରାଯିବା ନେଇ ବିରୋଧୀ ନେତାମାନଙ୍କ ମଧ୍ୟରେ ଗଭୀର ଚିନ୍ତା ଏବଂ କ୍ରୋଧ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ପ୍ରିୟଙ୍କା ଗାନ୍ଧୀ ସଂସଦ ଭବନ ବାହାରେ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଥିଲେ, ଯେଉଁଥିରେ…

ଘା’କୁ ସିଲେଇ କରିବା ପରିବର୍ତ୍ତେ ଫେଭିକ୍ୱିକ ଲଗାଇଦେଲେ ନର୍ସ, ମୁଖ୍ୟ ସଚିବଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ,୬।୧: କର୍ନାଟକର ଏକ ସରକାରୀ ହସ୍ପିଟାଲର ଜଣେ ନର୍ସ କ୍ଷତକୁ ସିଲେଇ କରିବା ପରିବର୍ତ୍ତେ ଫେଭିକ୍ୱିକ ବ୍ୟବହାର କରିବାରୁ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୁଧବାର ଡକାଯାଇଥିବା ଏକ ବୈଠକରେ ତାଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ନିଆଯାଇଛି।…

Gold price: ସୁନା କିଣିବାକୁ ଚାହୁଁଛନ୍ତି କି? ଜାଣ ନିଅନ୍ତୁ ବଡ଼ ଖବର

ନୂଆଦିଲ୍ଲୀ,୬।୨: ଚଳିତ ବର୍ଷ ବିଷୟରେ କଥା ହେଉ କିମ୍ବା ଚଳିତ ଆର୍ଥିକ ବର୍ଷ ବିଷୟରେ କହୁ କିମ୍ବା କେବଳ ଫେବୃଆରୀ ବିଷୟରେ କହୁ। ସୁନା ମୂଲ୍ୟ ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଯେ ଏହା ଉପରେ ରୋକ୍‌ ଲଗେଇବା ସମସ୍ତଙ୍କ…

ଗୋଟିଏ କପ୍‌ ଚା’ ପିଇ ମାମଲା ସମାଧାନ କର,ନରେତ୍‌…କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ ଗୋଟିଏ କପ୍‌ ଚା’ ପିଇ ମାମଲା ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ରାଜ୍ୟପାଳ ବନାମ ରାଜ୍ୟ ସରକାର ମାମଲାର ଶୁଣାଣି ସମୟରେ, କୋର୍ଟ ଭେଙ୍କଟରମଣିଙ୍କୁ କହିଥିଲେ ଯେ, ଆପଣ ଗୋଟିଏ କପ୍‌…

ଡ୍ୟୁଟିରେ ଥିବା SIଙ୍କୁ ନିର୍ଧୂମ ପିଟିଲେ..ଗାଡ଼ିରେ ବସାଇ କ୍ଷମା ମାଗିବାକୁ କହି ଭିଡିଓ ଶୁଟ୍‌ କଲେ… ଚକିତ କରୁଛି Video

ଇନ୍ଦୋର,୬।୨: ଦିନ ଥିଲା ପୋଲିସକୁ ଦେଖି ଲୁଚି ଯାଉଥିଲେ ଅପରାଧୀ। ହେଲେ ଏବେ ଖୁଲମ୍‌ଖୁଲା ଭାବେ ଚାଲିଛି ଅପରାଧ। ରୋକିବାକୁ ଯାଇ ପୋଲିସ ହଟହଟା ହେବା ସହ ମାଡ଼ ଖାଉଛନ୍ତି। ମଧ୍ୟପ୍ରଦେଶରେ ଏଭଳି କିଛି ଦୃଶ୍ୟ ଖବର ଶିରୋନାମା ପାଲଟିଛି। ଏଠାରେ…

‘ଜୀବନରେ ପ୍ରଥମଥର ପାଇଁ ମୁଁ ଭାଜପାକୁ ଭୋଟ ଦେଇଛି’; ଅଲ୍‌ ଇଣ୍ଡିଆ ଇମାମ୍‌ ଆସୋସିଏଶନ୍‌ ମୁଖ୍ୟ ମୌଲାନା ରଶିଦି ଦେଲେ ଚମକାଇବା ଭଳି ବୟାନ…

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ମତଦାନ ବୁଧବାର ଶେଷ ହୋଇଛି। ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଅଲ୍‌ ଇଣ୍ଡିଆ ଇମାମ୍‌ ଆସୋସିଏଶନ୍‌ର ଅଧ୍ୟକ୍ଷ ସାଜିଦ ରଶିଦି ଚମକାଇବା ଭଳି ବୟାନ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ…

Delhi Election: ଚମକାଇଲା ନୂଆ ଆକଳନ, ଟାଏ ହୋଇଯିବ ଫଳାଫଳ, ପୁଣି ହେବ କି ନିର୍ବାଚନ?

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ୨୦୨୫ ର୍ନିବାଚନରେ, ୭୦ ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଗତକାଲି ଅର୍ଥାତ ୫ ଫେବୃଆରୀରେ ଶେଷ ହୋଇଛି। ଦିଲ୍ଲୀର କୋଟି କୋଟି ଭୋଟର ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ ର୍ନିଣ୍ଣୟ କରିଛନ୍ତି। ଦିଲ୍ଲୀ ବିଧାନସଭା ର୍ନିବାଚନର…

‘ନିର୍ବାଚନ କମିଶନଙ୍କ ମୃତ୍ୟୁ ହୋଇଛି, ଧଳା ଲୁଗା ଉପହାର ଦେବାକୁ ପଡ଼ିବ’, ଉପନିର୍ବାଚନକୁ ନେଇ ବିବାଦୀୟ ବୟାନ ଦେଲେ ଅଖିଳେଶ

ଲକ୍ଷ୍ନୌ,୬।୨: ଉତ୍ତର ପ୍ରଦେଶର ମିଲ୍କିପୁର ବିଧାନସଭା ଉପନିର୍ବାଚନ ସମ୍ପର୍କରେ ହେଉଥିବା ଅଭିଯୋଗ ଉପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଭାଜପା ଏହିପରି ଭାବେ ନିର୍ବାଚନ ଲଢ଼େ। ନିର୍ବାଚନ କମିଶନ ମରିଗଲାଣି।…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏହିଦିନ ଏତେଘଣ୍ଟା ଯାଏ ବନ୍ଦ ରହିବ ଅନଲାଇନ ଟ୍ରାଞ୍ଜାକ୍ସନ

ନୂଆଦିଲ୍ଲୀ,୬।୨: ଯଦି ଆପଣ ଅନଲାଇନ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖବର। ଯଦି କାହାକୁ ଟଙ୍କା ପଠାଇବାକୁ ଚାହାଁନ୍ତି କିନ୍ତୁ ଆପଣଙ୍କ ଫୋନରେ ଇଣ୍ଟରନେଟ କାମ କରୁନାହିଁ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ଆପଣ…

Delhi Election: ଲିକ୍‌ ହେଲା ଭିତିରି ରେଜଲ୍ଟ, ଦିଲ୍ଲୀରେ ଏଥର…

ନୂଆଦିଲ୍ଲୀ,୬।୨: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ସମାପ୍ତ ହୋଇଛି। ରାଜଧାନୀରେ ମୋଟ ୬୦.୪୨ ପ୍ରତିଶତ ମତଦାନ ହୋଇଛି। ର୍ନିବାଚନ ଫଳାଫଳ ଫେବୃଆରୀ ୮ରେ ଘୋଷଣା କରାଯିବ। ଏହା ପୂର୍ବରୁ ଏକଜିଟ ପୋଲ ଆକଳନ ଆସିଛି, ଯାହା ଭାଜପା…

Cyclone Alert: ମାଡିଆସୁଛି ବାତ୍ୟା; ରାଜ୍ୟ ପାଇଁ ଜାରି ହେଲା ଆଲର୍ଟ, ଏହିସବୁ ସ୍ଥାନରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୬।୨: ଫେବୃଆରୀ ମାସ ଆରମ୍ଭରୁ ଟାଇଁ ଟାଇଁ ଖରା। ଖରାଦିନ ଭଳି ସିଝିଲାଣି ପୁରା ରାଜ୍ୟ। କେବଳ ଓଡ଼ିଶା ନୁହେଁ ଅନେକ ରାଜ୍ୟରେ ମଧ୍ୟ ପ୍ରଚଣ୍ଡ ଖରା ଅନୁଭୂତ ହେଲାଣି। ତେବେ ଏହାରି ଭିତରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?