ଆମେରିକାରେ ମୋଦିଙ୍କୁ କେମିତି ଦିଆଯାଏ ସିକ୍ୟୁରିଟି, ଆଗରେ ଥାଆନ୍ତି ଖତରନାକ କମାଣ୍ଡୋ
ଓ୍ବାଶିଂଟନ୍,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଆସିଛନ୍ତି। ସେଠାରେ ସେ ହୱାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ମୋଦିଙ୍କ ଏହି ଆମେରିକୀୟ ଗସ୍ତ ଦୁଇ ଦିନିଆ। ଏହି ସମୟ ମଧ୍ୟରେ ତାଙ୍କୁ ସେଠାରେ ଉଚ୍ଚ ସୁରକ୍ଷା ମିଳିବ। ଆପଣ…
ଅରବିନ୍ଦ କେଜ୍ରିୱାଲ ଏବେ ବି ଦିଲ୍ଲୀର ମୁଖ୍ୟମନ୍ତ୍ରୀ! ଏକ୍ସରେ ଆକାଉଣ୍ଟ ଦେଖି ଲୋକେ ଚକିତ, ଭାଜପା କହିଲା…
ନୂଆଦିଲ୍ଲୀ,୧୩।୨: ଅରବିନ୍ଦ କେଜ୍ରିୱାଲ ଏବେ ବି ଦିଲ୍ଲୀର ମୁଖ୍ୟମନ୍ତ୍ରୀ! ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଆମେ ଆପଣଙ୍କୁ କହିବୁ ଏହା ପଛର କାହାଣୀ କ’ଣ। ପ୍ରକୃତରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେଜ୍ରିୱାଲଙ୍କ ଏକ ଆକାଉଣ୍ଟ ହଠାତ୍ ଚର୍ଚ୍ଚାକୁ ଆସିଛି। କିଛି ଦିନ…
ଆସିଲା ବଡ଼ ଅପଡେଟ୍: ଏଥର ଏମାନଙ୍କୁ ମିଳିବନି ପିଏମ କିଷାନର ୧୯ତମ କିସ୍ତି ଟଙ୍କା, କଟିଲା ନାଁ!
ନୂଆଦିଲ୍ଲୀ,୧୩।୨: ଏବେ କୃଷକଙ୍କ ସମ୍ମାନ ନିଧି ଯୋଜନାର ଅପେକ୍ଷା ଶେଷ ହେବାକୁ ଯାଉଛି। କାରଣ ଫେବୃଆରୀ ୨୦୨୫ ଶେଷରେ, ସମ୍ମାନ ନିଧିର ୧୯ତମ କିସ୍ତି ଖାତାକୁ ଆସିବାକୁ ଯାଉଛି। ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବା…
Shocking News: ଫୋନ ବ୍ୟବହାର କରିବାକୁ ମା’ ବାରଣ କଲେ ବୋଲି ଦଶମ ଶ୍ରେଣୀ ଛାତ୍ରୀ କଲେ ଏମିତି…
ବେଙ୍ଗାଲୁରୁ,୧୩।୨: ବେଙ୍ଗାଲୁରୁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ୨୦ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରିବାରୁ ଝିଅଟିକୁ ତାଙ୍କ ମାଆ…
ବଡ଼ ଖବର: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ
ନୂଆଦିଲ୍ଲୀ,୧୩।୨: ମଣିପୁରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଇସ୍ତଫା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି। ଏନ ବୀରେନ ସିଂହଙ୍କ ଇସ୍ତଫା ପରେ, ନୂଆ ମୁଖ୍ୟମନ୍ତ୍ରୀ…
ମୋଦି ଆମେରିକା ଗସ୍ତରେ ଥିବାବେଳେ ଭାରତୀୟଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ବଡ଼ ନିଷ୍ପତ୍ତି
ୱାଶିଂଟନ, ୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ଆମେରିକାରେ ରହୁଥିବା ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ବଡ଼…
Video: ସାମ୍ନାକୁ ଆସିଲା କେରଳ ମେଡିକାଲ କଲେଜ ରାଗିଂର ଲୋମଟାଙ୍କୁରା ଦୃଶ୍ୟ
ନୂଆଦିଲ୍ଲୀ,୧୩।୨: କେରଳର କୋଟ୍ଟାୟମର ଏକ ନର୍ସିଂ କଲେଜର ଜୁନିଅର ଛାତ୍ରମାନଙ୍କୁ ରାଗିଂ କରିବା ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରାଯିବାର ଗୋଟିଏ ଦିନ ପରେ, ଏହି ଘଟଣାର ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଏହି ବିବ୍ରତକାରୀ ଭିଡିଓଟି ଜଣେ ଜୁନିଅର ଛାତ୍ରଙ୍କୁ…
ସମ୍ବିତ ପାତ୍ରଙ୍କୁ ମିଳିଲା Z ବର୍ଗର ସୁରକ୍ଷା: ଜାଣନ୍ତୁ କାହିଁକି ନିଆଗଲା ଏତେ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୧୩।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର-ପୂର୍ବ ପ୍ରଭାରୀ ଏବଂ ଏମ୍ପି ସମ୍ବିତ ପାତ୍ରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ Z ବର୍ଗର ସୁରକ୍ଷା ଦିଆଯାଇଛି। କେବଳ ମଣିପୁରରେ ତାଙ୍କୁ ଏହି ସୁରକ୍ଷା ମିଳିବ। ଆଇବି ରିପୋର୍ଟ ଆଧାରରେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କର…
ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିବେ ମୋଦି, ୨ ନେତାଙ୍କ ମଧ୍ୟରେ ଆଲୋଚନା ହେବ ଏହି ୧୭ ପ୍ରସଙ୍ଗ, ଜାଣନ୍ତୁ କ’ଣ…
ୱାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ଆଜି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହେବ। ଏହି ବୈଠକ ଭାରତୀୟ ସମୟ ଅନୁସାରେ ରାତି ୨:୩୦ରେ ହ୍ବାଇଟ…
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର ଗଠନ କରିପାରିବ ନାହିଁ: ଲାଲୁ
ପାଟନା,୧୩।୨: ରାଷ୍ଟ୍ରୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର ଗଠନ କରିପାରିବ ନାହିଁ ବୋଲି ଲାଲୁ କହିଛନ୍ତି। ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରଙ୍କର ପରାଜୟ…
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ବଡ଼ ସୂଚନା: ମଧ୍ୟବିତ୍ତଙ୍କୁ ବଡ଼ ଫାଇଦା, ମିଳିବ…
ନୂଆଦିଲ୍ଲୀ,୧୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଗୁରୁବାର କେନ୍ଦ୍ର ବଜେଟ ୨୦୨୫-୨୬ରେ ଅନେକ କ୍ଷେତ୍ର ଏବଂ ରାଜ୍ୟ ପାଇଁ ଆବଣ୍ଟନ ହ୍ରାସ କରିବା ନେଇ ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ରାଜ୍ୟସଭାରେ ସେ କହିଛନ୍ତି ଯେ ଆୟକର ସୀମା ବୃଦ୍ଧି ସମେତ…
ଦଲାଇଲାମାଙ୍କ ଜୀବନପ୍ରତି ବିପଦ, ସୁରକ୍ଷା ବଢାଇଲେ ସରକାର
ନୂଆଦିଲ୍ଲୀ,୧୩।୨: ଗୁରୁବାର ଗୃହ ମନ୍ତ୍ରଣାଳୟ (MHA) ଗୋଇନ୍ଦା ସୂଚନା ପାଇ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଜେଡ୍-ବର୍ଗର ସୁରକ୍ଷା ପ୍ରଦାନ କରିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ଦ୍ୱାରା ଦିଆଯାଇଥିବା ବିପଦ ମୂଲ୍ୟାଙ୍କନ ରିପୋର୍ଟ ଆଧାରରେ ଦଲାଇଲାମାଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ସୁରକ୍ଷା…

