ଜାତୀୟ

ମସଜିଦରେ ‘ଜୟ ଶ୍ରୀରାମ‘ କହିବା ଅପରାଧ ନୁହେଁ, କାହିଁକି ଏମିତି କହିଲେ ହାଇକୋର୍ଟ

ବେଙ୍ଗାଲୁରୁ,୧୬।୧୦: ମସଜିଦ ଭିତରେ ‘ଜୟ ଶ୍ରୀ ରାମ’ର ସ୍ଲୋଗାନ ଦିଆଯାଇଥିବା ମାମଲାରେ କର୍ନାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୂଚନାଯୋଗ୍ୟ, ଦୁଇ ଜଣଙ୍କ ବିରୋଧରେ ପୋଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ଅପରାଧିକ ମାମଲାକୁ କୋର୍ଟ ଖାରଜ କରିଦେଇଥିଲେ। ହାଇକୋର୍ଟ କହିଛନ୍ତି…

ଓମାର ଅବଦୁଲ୍ଲା ସରକାରରୁ ନିଜକୁ କାହିଁକି ଦୂରେଇ ରଖିଲା କଂଗ୍ରେସ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୧୬।୧୦: ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ଶପଥ ନେବେ। ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇବେ। ଏହା ପୂର୍ବରୁ କଂଗ୍ରେସ ବଡ଼ ନିଷ୍ପତ୍ତି ନେଇ କହିଛି…

ଶତ୍ରୁତା ପରେ ବି ପାକିସ୍ତାନରୁ ଅନେକ ଜିନିଷ କିଣୁଛି ଭାରତ, ପ୍ରତି ଘର ପାଇଁ ଆବଶ୍ୟକ…

ନୂଆଦିଲ୍ଲୀ/ଇସଲାମାବାଦ,୧୬।୧୦: ୨୦୧୯ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସ୍ଥଗିତ ରହିଛି। ଅଗଷ୍ଟ ୫, ୨୦୧୯ରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଭାରତର ଏହି ନିଷ୍ପତ୍ତି ଦ୍ୱାରା ପାକିସ୍ତାନର ଭାବନା ଉପରେ ଆଘାତ ଲାଗିଥିଲା।…

ନିର୍ବାଚନ ପାଇଁ ରଣନୀତି ଆରମ୍ଭ, ମୋଦିଙ୍କ ସଙ୍କଟମୋଚକ ସାଜିବେ ଚମ୍ପାଇ! ଏମିତି ରହିଛି ରାଜନୈତିକ ସମୀକରଣ

ରାଞ୍ଚି,୧୬।୧୦: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ବିଗୁଲ ବାଜିସାରିଛି। ତେବେ ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ରଣନୀତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ହେଉଛି ଝାଡଖଣ୍ଡର କୋହ୍ଲାନ। କୁହାଯାଏ ଯେ ଝାଡଖଣ୍ଡରେ କ୍ଷମତାର ରାସ୍ତା କୋହ୍ଲାନ ଦେଇ ଯାଇଥାଏ।…

ବଢୁଛି ଉତ୍ତେଜନା, କଳା ହରିଣ ଶିକାରକୁ ନେଇ ସଲମାନଙ୍କ ପାଖରେ ଏମିତି ଡିମାଣ୍ଡ ରଖିଲା ବିଷ୍ଣୋଇ ସମାଜ

ମୁମ୍ବାଇ,୧୬।୧୦: ୧୯୯୮ରେ ଫିଲ୍ମ ‘ହମ ସାଥ ସାଥ ହୈ’ର ସୁଟିଂ ସମୟରେ ଅଭିନେତା ସଲମାନ ଖାନଙ୍କ ସମେତ କେତେଜଣ ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ବିରୋଧରେ କଳା ହରିଣ ଶିକାର ଅଭିଯୋଗ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି, କିନ୍ତୁ ଏହି ସମୟରେ ବିଷ୍ଣୋଇ ସମାଜ…

ବିଦା ହେଲା ମୌସୁମୀ, ଏଥର ସାମାନ୍ୟରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୧୬।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରୁ ବିଦାୟ ନେଇଛି। ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୧୫, ୨୦୨୪ରେ ମୌସୁମୀ ସମଗ୍ର ଦେଶରୁ ଆନୁଷ୍ଠାନିକ ଭାବେ ଫେରି ଯାଇଛି। ଏହାସହ ଉତ୍ତର-ପୂର୍ବ ମୌସୁମୀ ଉପଦ୍ୱୀପ ଭାରତର ଦକ୍ଷିଣ-ପୂର୍ବ ଭାଗକୁ ପ୍ରଭାବିତ କରିବା…

ହାଇକମାଣ୍ଡଙ୍କ ବଡ ନିଷ୍ପତ୍ତି: ଓମାର ଅବଦୁଲ୍ଲା ସରକାରରେ ସାମିଲ ହେବନି କଂଗ୍ରେସ

ନୂଆଦିଲ୍ଲୀ,୧୬।୧୦: ଜମ୍ମୁ-କଶ୍ମୀର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ନ୍ୟାଶନାଲ କନଫରେନ୍ସର ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ବଡ ନିଷ୍ପତ୍ତି ନେଇଛନ୍ତି। ଓମାର ଅବଦୁଲ୍ଲା ସରକାରରେ କଂଗ୍ରେସ ସାମିଲ…

୨ଦିନରେ ୧୦ ବିମାନରେ ବୋମା ଆତଙ୍କ, କାନାଡାରେ ଲ୍ୟାଣ୍ଡ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୧୬।୧୦: ଗତ ୪୮ଘଣ୍ଟା ମଧ୍ୟରେ ୧୦ଟି ବିମାନରେ ମିଳିଥିବା ବୋମା ଧମକକୁ ଗୁରୁତର ସହ ବିଚାର କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବୁଧବାର (ଅକ୍ଟୋବର ୧୬)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛି। ସୂଚନାନୁସାରେ, ନାଗରିକ ବିମାନ ଚଳାଚଳ ମନ୍ତ୍ରୀ…

୧୦ ବର୍ଷ ପରେ ଗଠନ ହେବାକୁ ଯାଉଛି ନିର୍ବାଚିତ ସରକାର, ଆଜି ଶପଥ ନେବେ ଓମାର

ଶ୍ରୀନଗର,୧୬।୧୦: ଓମାର ଅବଦୁଲ୍ଲା ପ୍ରଥମ ଥର ପାଇଁ ୩୭୦ ରଦ୍ଦ ପରେ ବିଧାନସଭା ନିର୍ବାଚନରେ ନ୍ୟାଶନାଲ କନଫରେନ୍ସର ବିଜୟ ପରେ ଜମ୍ମୁ କ୍‌ଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବୁଧବାର ଡାଲ ହ୍ରଦ…

୧.୩୬ ଲକ୍ଷ କୋଟି କୋଇଲା ବକେୟା ମାଗିଲେ ହେମନ୍ତ

ରାଞ୍ଚି,୧୬ା୧୦: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖି କୋଇଲା କମ୍ପାନୀଗୁଡ଼ିକରୁ ବକେୟା ରହିଥିବା ୧.୩୬ ଲକ୍ଷ କୋଟି ଟଙ୍କା…

ଆମେରିକାରୁ ୩୧ ପ୍ରିଡେଟର ଡ୍ରୋନ୍‌ କିଣିବ ଭାରତ

ନୂଆଦିଲ୍ଲୀ,୧୬ା୧୦: ଆମେରିକାରୁ ଭାରତ ୩୧ଟି ପ୍ରିଡେଟର ଏମ୍‌କ୍ୟୁ-୯ବି ଡ୍ରୋନ୍‌ କିଣିବାକୁ ଯାଉଛି। ଜେନେରାଲ ଆଟମିକ୍ସ ଦ୍ୱାରା ନିର୍ମିତ ଏହି ହାଇ-ଅଲ୍‌ଟିଚ୍ୟୁଡ୍‌ ୟୁଏଭି କ୍ରୟ ଲାଗି ଉଭୟ ଦେଶ ମଧ୍ୟରେ ୩୨,୦୦୦ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର ହୋଇଛି। ଡିଲ୍‌ ବାବଦ ମୋଟ…

ଭାରତ ଉପରେ କଟକଣା ଲଗାଇପାରେ କାନାଡା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୧୬ା୧୦:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ତୀବ୍ର ହେବାରେ ଲାଗିଛି। ନୂଆଦିଲ୍ଲୀ ସୋମବାର କାନାଡାରୁ ଭାରତୀୟ ହାଇକମିଶନର ସଞ୍ଜୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri