Odisha Elections 2024

ଜାତୀୟ

ଏନ୍‌ଡିଏ ଏମ୍‌ପିଙ୍କୁ ମୋଦିଙ୍କ ବିଜୟ ମନ୍ତ୍ର: ଗରିବଙ୍କ ପାଇଁ କାମ କର…

ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ଏମ୍‌ପିଙ୍କ ସହ ଏକ ସ୍ବତନ୍ତ୍ର ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏମ୍‌ପିମାନଙ୍କୁ ନିର୍ବାଚନରେ ବିଜୟର ମନ୍ତ୍ର ମଧ୍ୟ ଦେଇଛନ୍ତି। ଗରିବ ଲୋକଙ୍କ ପାଇଁ କାମ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ଏମ୍‌ପିଙ୍କୁ...

ଏକ ବର୍ଷ ବଢିଲା ରାଜୀବ ଗୌବାଙ୍କ ସେବା ସମୟ, କ୍ୟାବିନେଟ ନିଯୁକ୍ତ କମିଟି ଦେଲେ ସବୁଜ ସଙ୍କେତ

ନୂଆଦିଲ୍ଲୀ,୩।୮: ଆଉ ଏକ ବର୍ଷ ସେବା ଯୋଗାଇଦେବେ କ୍ୟାବିନେଟ ସେକ୍ରେଟାରୀ ରାଜୀବ ଗୌବା। କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ସେବାକୁ ସବୁଜ ସଙ୍କେତ ଦେଇଛି। ସୂଚନାଯୋଗ୍ୟ, କ୍ୟାବିନେଟ ସଚିବ ରାଜୀବ ଗୌବା ଅଗଷ୍ଟ ୩ରେ ଆଉ ଏକ ବର୍ଷ ସେବାରେ...

ସୁପ୍ରିମକୋର୍ଟରେ ପହଞ୍ଚିଲା ବିହାର ଜାତି ଭିତ୍ତିକ ସର୍ଭେ ପ୍ରସଙ୍ଗ

ନୂଆଦିଲ୍ଲୀ,୩।୮: ବିହାରର ଜାତି ଭିତ୍ତିକ ସର୍ଭେ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ପାଟନା ହାଇକୋର୍ଟଙ୍କ ଆଦେଶକୁ ରୋକ୍‌ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଦାବି କରାଯାଇଛି। ନାଳନ୍ଦା ନିବାସୀ ଅଖିଳେଶ କୁମାର ଗୁରୁବାର ଓକିଲ ବରୁଣ ସିହ୍ନାଙ୍କ ମାଧ୍ୟମରେ ଏକ ପିଟିଶନ ଦାଖଲ...

କେନ୍ଦ୍ରର ଆଇନ ପ୍ରଣୟନ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି: ଶାହା

ନୂଆଦିଲ୍ଲୀ,୩।୮: ଦିଲ୍ଲୀ ଅଧ୍ୟାଦେଶ ସହିତ ଜଡିତ ବିଲ ଉପରେ ଗୁରୁବାର ଲୋକ ସଭାରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ କହିଛନ୍ତି ଏହି ବିଲ କାହିଁକି ଜରୁରୀ। ଏହାସହ ସେ ଦିଲ୍ଲୀର...

‘ଲଭ୍‌ ଜିହାଦ’ ରୋକିବା ପାଇଁ ଆସିବ ନୂଆ ଆଇନ

ମୁମ୍ବାଇ,୩।୯: ମହାରାଷ୍ଟ୍ର ସରକାର ‘ଲଭ୍‌ ଜିହାଦ’ ରୋକିବା ପାଇଁ ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି ମହାରାଷ୍ଟ୍ର ସରକାର। ଏନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିଧାନସଭାରେ କହିଛନ୍ତି। ପୂର୍ବତନ ବାଚସ୍ପତି ହରିଭାଉ ବାଗଡେଙ୍କ ଏକ ପ୍ରଶ୍ନର ଉତ୍ତରରେ ଫଡନଭିସ...

ବଢିଲା ବ୍ରିଜ୍‌ଭୂଷଣଙ୍କ ସମସ୍ୟା, ବେଆଇନ ଖନନ ଅଭିଯୋଗର ଯାଞ୍ଚ କରିବ ଏନ୍‌ଜିଟି

ଲକ୍ଷ୍ନୌ, ୩।୮ଷ: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହେଉଥିବା ବ୍ରିଜ୍‌ଭୂଷଣଙ୍କ ବିରୋଧରେ ବେଆଇନ ଖନନ ମାମଲାର ତଦନ୍ତ ପାଇଁ ଗୁରୁବାର ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।...

ମୋଦିଙ୍କୁ ଭେଟିଲେ ସିଦ୍ଦାରାମାୟା

ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଗୁରୁବାର ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ସିଦ୍ଦାରାମାୟା ପ୍ରଥମଥର ମୋଦିଙ୍କୁ ଭେଟିଛନ୍ତି। ତେବେ ଏହି ଦୁଇ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା...

ରିଭଲଭର ରାଣୀ!

ଆଗ୍ରା,୩।୮: ବନ୍ଧୁକ ଆମର, ଗୁଳି ଆମର ଆଉ ସମୟ ବି ଆମର ହେବ… ଏମିତି ଡାଏଲଗ କହୁଥିବା ଜଣେ ମହିଳାଙ୍କ ଭିଡିଓ ଏବେ ଭାଇରାଲ ହେଉଛି। କେବଳ ସେତିକି ନୁହେଁ ମହିଳା ଜଣକ ହାତରେ ରିଭଲଭର ଧରିଥିବା ନଜର ଆସିଛି।...

ମଣିପୁର ହିଂସା: ଅନ୍ତିମ ସଂସ୍କାର ଉପରେ ରୋକ୍‌ ଲଗାଇଲା ଆଇଟିଏଲଏଫ

ଇମ୍ଫାଲ,୩।୮: ମଣିପୁର ହିଂସାରେ ମୃତକଙ୍କ ମୃତଦେହକୁ ଗୁରୁବାର ସମାଧି ଦିଆଯାଇଥା’ନ୍ତା। କିନ୍ତୁ ଏହା ଉପରେ ରୋକ ଲଗାଇଛି ଇଣ୍ଡିଜିନିଅସ ଟ୍ରାଇବାଲ ଲିର୍ଡସ ଫୋରମ୍‌(ଆଇଟିଏଲଏଫ)। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଆଇଟିଏଲଏଫ୍‌ ଏନେଇ ନିଷେଧାଦେଶ ଜାରି କରିଛି। ଗୁରୁବାର...

ନୁହ ଦଙ୍ଗା ମାମଲା: ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଚଣ୍ଡିଗଡ,୩।୮: ହରିୟାଣାର ନୁହରେ ସୋମବାର ହୋଇଥିବା ଶୋଭାଯାତ୍ରା ହିଂସା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ୨ ଦିନ ରିମାଣ୍ଡରେ ନେଇଛି। ଏହି ମାମଲାରେ ପୋଲିସ ୧୧୬ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ବେଙ୍ଗାଲୁରକୁ ଡରାଉଛି ଡେଙ୍ଗୁ

ବେଙ୍ଗାଲୁର,୩।୮:୧୮ପ୍ରତିଶତ ମାମଲା କର୍ନାଟକରେ ଗତ ବର୍ଷ ତୁଳନାରେ ଡେଙ୍ଗୁରେ ୧୮ପ୍ରତିଶତ ମାମଲା ବୃଦ୍ଧି ପାଇଛି। ରାଜ୍ୟରେ ସବୁଠୁ ଅଧିକ ଡେଙ୍ଗୁ ମାମଲା ବେଙ୍ଗାଲୁରରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ଅନୁଯାୟୀ, ଚଳିତ ବର୍ଷ ଜୁଲାଇ ୧୯ ପର୍ଯ୍ୟନ୍ତ...

ମଣିପୁର ହିଂସା: କୁକି-ଜୋ ସମ୍ପ୍ରଦାୟର ୩୫ ଜଣଙ୍କ ମୃତଦେହକୁ ଦିଆଯିବ ସମାଧି

ଇମ୍ଫାଲ,୩।୮: ମଣିପୁର ଜାତିଆଣ ହିଂସାରେ ରାଜ୍ୟ ତିନି ମାସ ଧରି ଜଳୁଛି। ପ୍ରଧାନମନ୍ତ୍ରୀଙ୍କ ନିରବତା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିଯର୍ଯ୍ୟସ୍ତ କରାବାର ଖୋରାକ ଯୋଗାଇଛି। ଜାତିଆଣ ହିଂସାରେ ବହୁ ଲୋକ ପ୍ରାଣ ହରାଇଥିଲେ ମଧ୍ୟ ସରକାରୀ ତଥ୍ୟରେ ୧୬୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri